ନୀତିକାନ୍ତି ଠୁ ଆରମ୍ଭ କରି ସବୁ କିଛି ସୁରୁଖୁରୁରେ ତୁଲାଇବା ପାଇଁ ଚେଷ୍ଟା କରୁଛୁ : ଆଇନ ମନ୍ତ୍ରୀ

add-all

ଭୁବନେଶ୍ବର: ପଞ୍ଚୁକରେ ଶ୍ରୀମନ୍ଦିରରେ ଭିଡ଼ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,ପଞ୍ଚୁକରେ ଭକ୍ତଙ୍କ ପ୍ରବଳ ଭିଡ଼ ଦୃଷ୍ଟିରୁ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଭିଡ଼କୁ ନିୟନ୍ତ୍ରଣରେ ରଖିବା ପାଇଁ ପୁଲିସକୁ ତ କାମ କରିବାକୁ ପଡ଼ିବ। ଭିଡ଼ ହେବା ଏଇଟା ନୂଆ କଥା ନୁହେଁ, ସବୁବେଳେ ହୁଏ। ଆଗାମୀ ୧୫ ତାରିଖ ଯାଏ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସଜାଗ ଅଛି। ନୀତିକାନ୍ତି ଠୁ ଆରମ୍ଭ କରି ସବୁ କିଛି ସୁରୁଖୁରୁରେ ତୁଲାଇବା ପାଇଁ ଚେଷ୍ଟା କରୁଛୁ।

ଆଗାମୀ ୧୫ ତାରିଖ ଯାଏ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସଜାଗ ଅଛି। ନୀତିକାନ୍ତି ଠୁ ଆରମ୍ଭ କରି ସବୁ କିଛି ସୁରୁଖୁରୁରେ ତୁଲାଇବା ପାଇଁ ଚେଷ୍ଟା କରୁଛୁ।

ସେ ଆହୁରି କହିଛନ୍ତି, ଧାଡ଼ି ଲମ୍ବା ହଉଛି ସତ, କିନ୍ତୁ ଅଘଟଣ ଯେମିତି କିଛି ନ ହଉ ସେଥିପାଇଁ ସଜାଗ ଅଛୁ। ସୁରୁଖୁରୁରେ ଦର୍ଶନ ହେଉ ସେଥିପାଇଁ ସଜାଗ ଅଛୁ।

ad-week
Leave A Reply

Your email address will not be published.