Browsing Category

ଓଡିଶା

ମଧ୍ୟାହ୍ନ ଭୋଜନ ସହାୟତା ରାଶି ବୃଦ୍ଧି

ଭୁବନେଶ୍ବର: ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ସହାୟତା ରାଶି ବୃଦ୍ଧି କରାଯିବ । ପ୍ରତି ମିଲ୍ ପିଛା ୧ ଟଙ୍କା ବୃଦ୍ଧି କରାଯିବ । ତେବେ ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ମାହାଙ୍ଗା ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ମହିଳା ମୃତ

କଟକ: ମାହାଙ୍ଗା ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ମହିଳା ମୃତ l ଚିକିତ୍ସାଧୀନ ଅବସ୍ଥାରେ ଏସ୍‌ସିବି ମେଡିକାଲ୍‌ରେ ଆଖି ବୁଜିଲେ ମହିଳା l ଏକ ଚୋରି ମାମଲାରେ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲା ପୋଲିସ l ତେବେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଦେଖା କରିବାକୁ ଚାଁହୁଥିଲେ l

ରାଜ୍ୟସଭା ନିର୍ବାଚନ: ପ୍ରାର୍ଥୀପତ୍ର ଭରିଲେ ମମତା ମହନ୍ତ

ଭୁବନେଶ୍ୱର : ନାମାଙ୍କନ ଭରିଲେ ବିଜେପି ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ। ବିଧାନସଭାରେ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନୋମିନେସନ ଫାଇଲ କରିଛନ୍ତି । ମମତାଙ୍କ ନାମାଙ୍କନରେ ପ୍ରଥମ ପ୍ରସ୍ତାବକ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ସଂଖ୍ୟା ଦୃଷ୍ଟିରୁ ଶାସକ ଦଳ

ସିମ୍ ବକ୍ସ ମାମଲାରେ ନୂଆ ଟ୍ବିଷ୍ଟ: ରାଜୁ ନିଖୋଜ ନେଇ ପରିବାର ଲୋକେ କଲେ ଅଭିଯୋଗ

ଭୁବନେଶ୍ବର: ଖୋଲୁଛି ସିମ୍ ବକ୍ସ ମିଷ୍ଟ୍ରି । ପ୍ରଥମେ ଭୁବନେଶ୍ବର, କଟକ ଆଉ ତାପରେ ରାଞ୍ଚି ଯାଏଁ ଲମ୍ବିଥିବା ସିମବକ୍ସର ନେଟଓ୍ବାର୍କ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାର ମାଷ୍ଟର ମାଇଣ୍ଡ ଆଶଦ୍ଦୁର ଏବେବି ଫେରାର ଥିବା ବେଳେ ଜଣେ ବଙ୍ଗୀୟ ଯୁବକ ରାଜୁ ମଣ୍ଡଳଙ୍କୁ ୫ ଦିନିଆ

ଭାରତ ବନ୍ଦ ଡାକରା: ରେଳ ବାଧାପ୍ରାପ୍ତ

ଭୁବନେଶ୍ବର: ଆଜି ଭାରତ ବନ୍ଦ । ସଂରକ୍ଷିତ ଜାତି ଏବଂ ଜନଜାତି ଆରକ୍ଷଣରେ କ୍ରିମି ଲେୟର ଲାଗୁ କରିବା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ଆରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି । ଏହାକୁ ନେଇ ଦଳିତ ଓ ଆଦିବାସୀ ସଂଗଠନ ଭାରତ ବନ୍ଦ ପାଳନ

ମାଲକାନଗିରି ପୋଲିସ କୁ ସଫଳତା : ପୋଲିସ ନିକଟରେ ୨ ଲକ୍ଷ ଇନାମୀ ନକ୍ସଲର ଆତ୍ମସମର୍ପଣ…

ମାଲକାନଗିରି : ମାଲକାନଗିରି ପୋଲିସକୁ ମିଳିଲା ବଡ ସଫଳତା । ମାଲକାନଗିରି ଏସପି ନିତେଶ ୱାଦୱାନି ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମିନାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଛତିଶଗଡ ସୁକୁମା ଜିଲ୍ଲାର କୁଖ୍ୟାତ ମାଓବାଦୀ ମୁକେଶ କୋରସା ଓରଫ ସୁର୍ୟମ୍ । ଛତିଶଗଡର ଟପ ମାଓନେତା

ଚିକିଟି ବିଷାକ୍ତ ମଦ୍ୟ ପାନ ଘଟଣା : ଜଣେ ମୃତ, ଅନେକ ଗୁରୁତର…

ନିଃସର୍ତ୍ତ କଥା ସତ ହେଲା ମଦ ମୃତ୍ୟୁ ର ତାଣ୍ଡବ ଗଞ୍ଜାମ ରେ ପୁଣି ଦେଖିବାକୁ ମିଳିବ ବୋଲି ପୂର୍ବରୁ ଲେଖି ଥିଲା…..! ବ୍ରହ୍ମପୁର: ୨୧ -୮ଗଞ୍ଜାମ ଜିଲ୍ଲାରେ କିଛି ଦେଶୀ ମଦ ଭାଟିରେ ମଦ ପ୍ରସ୍ତୁତି ବେଳେ ୟୁରିଆ, ଇଷ୍ଟ ଓ ଗୁଡ଼ ମିଶ୍ରଣ କରୁଥିବା ସମ୍ପର୍କ ରେ ନିସର୍ତ୍ତ ରେ ରୀତିମତ ଖବର

ବିଷାକ୍ତ ବେଆଇନ ମଦ ପିଇ ଅସୁସ୍ଥ ଘଟଣା ରେ ଅସୁସ୍ଥଙ୍କ ସଂଖ୍ୟା ୨୫ ରେ ପହଞ୍ଚିଲା ତିନି ଗୁରୁତର ର ଭାବେ ଆଇ ସି ୟୁ ରେ…

ଚିକିଟୀ : ସ୍ଥାନୀୟ କେ. ନୂଆଗାଁ ଥାନା ଅନ୍ତର୍ଗତ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଜେନାପୁର ଓ କରବାଲୁଆ ରେ ବିଷାକ୍ତ ବେଆଇନ ମଦ୍ୟପାନ ରେ ଅସୁସ୍ଥ ସଂଖ୍ୟା ବଢ଼ି ୨୫ ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ତିନିଜଣ ଗୁରୁତର ଅବସ୍ଥାରେ ଥିବା ବେଳେ ସେମାନଙ୍କୁ ଆଇ ସି ୟୁ ରେ ଭର୍ତ୍ତି

ନକ୍ସଲ ପ୍ରଭାବିତ ଗ୍ରାମ ଦୁଲେରଠାରେ ସିଆରପିଏଫ ଦ୍ଵାରା ପ୍ରାଥମିକ ବିଦ୍ୟାଳୟ ଉଦଘାଟନ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ନକ୍ସଲ ପ୍ରଭାବିତ ଦୁଲେର ଗ୍ରାମରେ ସିଆରପିଏଫ କମାଣ୍ଡାଣ୍ଟ ଦ୍ବିତୀୟ ବାଟାଲିୟନ ରତିକାନ୍ତ ବେହେରାଙ୍କ ମାର୍ଗଦର୍ଶନ ଓ ତତ୍ତ୍ୱାବଧାନରେ ସିବିକ ଆକ୍ସନ ପ୍ରୋଗ୍ରାମ ଅଧୀନରେ ସିଆରପିଏଫ ଦ୍ଵାରା ପ୍ରାଥମିକ ବିଦ୍ୟାଳୟ ଉଦଘାଟନ କରାଯାଇଛି।

ଘନଘନ ବିଜୁଳି ଓ ଘଡ଼ଘଡ଼ିରେ କମ୍ପିଲା ରାଜଧାନୀ ଆକାଶ!

ଭୁବନେଶ୍ବର : ଘନଘନ ବିଜୁଳି ଓ ଘଡ଼ଘଡ଼ିରେ କମ୍ପିଲା ରାଜଧାନୀ ଭୁବନେଶ୍ୱରର ଗଗନ ପବନ। କିଛି କ୍ଷଣ ପାଇଁ ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଥିଲା। ଘର ଭିତରେ ଲୋକମାନେ ଭୟଭୀତ ହୋଇଯାଇଥିଲେ। ଆଉ ଯେଉଁମାନେ କୌଣସି କାମରେ ଘରୁ ବାହାରିଥିଲେ, ସେମାନେ ସୁରକ୍ଷିତ ସ୍ଥାନ ଦେଖି ବସିବାକୁ ବାଧ୍ୟ