Browsing Category

ଓଡିଶା

ମଝି ଚିଲିକାରେ ଫସିଥିବା ଯାତ୍ରୀବାହୀ ଡଙ୍ଗା ଉଦ୍ଧାର, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ରହିଥିଲା

ବ୍ରହ୍ମଗିରି : ମଝି ଚିଲିକାରେ ଫସିଥିବା ଯାତ୍ରୀବାହୀ ଡଙ୍ଗା ଉଦ୍ଧାର । ପ୍ରାୟ ୧ ଘଣ୍ଟା ପରେ ଡଙ୍ଗାରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା SRC ସୂଚନା ଦେଇଛନ୍ତି । ଡଙ୍ଗାଟି ଜହ୍ନିକୁଦା ଘାଟରୁ ୨୦ଟି ବାଇକ ସମେତ ୪୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ

ଜୁଏଲଙ୍କ ଗାଁରେ ପହଞ୍ଚିଲା ପତ୍ନୀ ଝିଙ୍ଗିଆଙ୍କ ପାର୍ଥିବ ଶରୀର

ରାଉରକେଲା: ଭୁବନେଶ୍ୱରସ୍ଥିତ ବାସଭବନରୁ ବାହାରିଥିବା କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ପତ୍ନୀ ଝିଙ୍ଗିଆଙ୍କ ପାର୍ଥିବ ଶରୀର ସକାଳ ୯ ଟା ୧୫ ମିନିଟରେ ଲହୁଣୀପଡ଼ା ବ୍ଲକ କେନ୍ଦୁଡ଼ିହିରେ ପହଞ୍ଚିଛି। ଜୁଏଲଙ୍କ ପୈତୃକ ଘରେ ପତ୍ନୀଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ରଖା ଯାଇଛି। ଜିଲ୍ଲା

ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ବର: ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ। ପୂଜା ପଣ୍ଡା ନିଯୋଗ ଓ ବଡୁ ନିଯୋଗ ବିବାଦ ପାଇଁ ନୀତି କାନ୍ତି ବନ୍ଦ ହୋଇଛି । ଗତକାଲି ସନ୍ଧ୍ୟା ଧୂପ ପରଠୁ ନୀତି ବନ୍ଦ ରହିବାରୁ କାଲି ଠାରୁ ଉପାସରେ ପଡିଛନ୍ତି ମହାପ୍ରଭୁ  । ତେବେ ପଇତା ଲାଗି ନୀତି ପାଇଁ ଉଭୟ ନିଯୋଗ ମଧ୍ୟରେ ବିବାଦ ଲାଗି

ଗଣେଶଙ୍କ ବିକୃତ ମୂର୍ତ୍ତି ତିଆରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ, ଟ୍ୱିନ୍ ସିଟିରେ ଡିଜେ ବନ୍ଦ: ପୋଲିସ କମିଶନର

କଟକ : ପାର୍ବଣ ପୂର୍ବରୁ କଡ଼ା ଚେତାବନୀ ଦେଇଛି କମିଶନରେଟ୍ ପୋଲିସ୍ । ଆଉ କିଛିଦିନ ପରେ ଧରାବତରଣ କରିବେ ପ୍ରଭୁ ଗଜାନନ । ଗଜାନନଙ୍କ ବିକୃତ ମୂର୍ତ୍ତି କଲେ ଆଉ ରକ୍ଷାନାହିଁ , ହେବ କାର୍ଯ୍ୟାନୁଷ୍ଠାନ । ସେହିପରି ଏଥର ଗଣେଶ ପୂଜାରେ କଟକ-ଭୁବନେଶ୍ୱରରେ ଡିଜେ ବନ୍ଦ । ଗଣେଶ ପୂଜା ନେଇ

ମାଗଣାରେ ମିଳିବ ମହାପ୍ରସାଦ

ପୁରୀ: ଆଗକୁ ମାଗଣାରେ ମିଳିବ ମହାପ୍ରସାଦ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ବଣ୍ଟନ କରାଯିବ ବୋଲି ଯୋଜନା କରୁଛନ୍ତି ସରକାର । ପୁରୀରେ ରଥ ସେବା ସମ୍ମାନ- ୨୦୨୪ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କିଛି ଏମିତି କହିଛନ୍ତି ଆଇନ ମନ୍ତ୍ରୀ

ଦାୟିତ୍ୱ ଗ୍ରହଣ ପରେ ମହାପ୍ରଭୁଙ୍କ ଦର୍ଶନ କଲେ ନୂଆ ଡିଜିପି

ଭୁବନେଶ୍ବର : ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ଯୋଗେଶ ବହାଦୂର ଖୁରାନିଆ।ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପୁରୀ ପୁଲିସ ପକ୍ଷରୁ ତାଙ୍କୁ ଖଣ୍ଡୁଆ ପ୍ରଦାନ କରାଯାଇଥିଲା। ପ୍ରତିକ୍ରିୟାରେ ୱାଇ.ବି ଖୁରାନିଆ କହିଛନ୍ତି

ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେବେ ମମତା ମହାନ୍ତ!

ଭୁବନେଶ୍ବର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେବେ ମମତା ମହାନ୍ତ। ମମତାଙ୍କୁ ପୁଣିଥରେ ରାଜ୍ୟସଭା ପଠାଇବ ବିଜେପି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର। ତାଙ୍କ କହିବା ମୁତାବକ, ମମତା ମହନ୍ତ ବିଜେପି ଟିକେଟରୁ ପୁଣିଥରେ ରାଜ୍ୟସଭା ଯିବେ। ଏନେଇ ଆସନ୍ତା

GST ଅତିରିକ୍ତ କମିଶନରଙ୍କ ଘରେ ପଶିଲା ଭିଜିଲାନ୍ସ; ୫ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ବର : GST ଅତିରିକ୍ତ କମିଶନରଙ୍କ ଘରେ ପଶିଲା ଭିଜିଲାନ୍ସ। ଯାଜପୁର CT&GST ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସରକାରୀ ଟିକସ ହେରଫେର ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସୂଚନା ରହିଛି। ପ୍ରାୟ

ବଜ୍ରପାତରେ ୧୦ ମୃତ , ୧୭ ଆହତ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ଏକ ଦମ୍ପତିଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଯାଜପୁର, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ଏହି ଘଟଣାଗୁଡ଼ିକ ଘଟିଛି। ଆଉ ଅଧିକାଂଶ ବିଲରେ କାମ କରୁଥିବା

ଅରୁଣ ସ୍ତମ୍ଭ ଆଗରେ ଭାସୁଛି ପେଜ ପାଣି, ଭକ୍ତ ଅସନ୍ତୁଷ୍ଟ

ପୁରୀ : କୋଟି କୋଟି ଟଙ୍କା ବ୍ୟୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହେବାର ୬ ମାସ ନ ପୁରୁଣୁ ଦେଖାଦେଲାଣି ସାଂଘାତିକ ତ୍ରୁଟି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅରୁଣ ସ୍ତମ୍ଭ ସାମ୍ନାରେ ଭାସୁଛି ପେଜ ନଳାରୁ ନିର୍ଗତ ପାଣି। ଏହାର ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଥିବା ସତ୍ତ୍ୱେ ଭକ୍ତମାନେ