Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତଙ୍କୁ ମିଳିବ ଜମି ପଟ୍ଟା
ସମ୍ବଲପୁର: ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତଙ୍କୁ ମିଳିବ ଜମି ପଟ୍ଟା । ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ବିସ୍ଥାପିତ ଲୋକଙ୍କୁ ଜମି ପଟ୍ଟା ପ୍ରଦାନ କରିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ ।
ଏନେଇ ମନ୍ତ୍ରୀ କହିଛନ୍ତି, ହୀରାକୁଦ ନଦୀ ବନ୍ଧ ଯୋଜନାରେ ଯେଉଁ!-->!-->!-->…
ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
ଭୁବନେଶ୍ଵର: ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ପ୍ରତି ସୋମବାର ଭୁବନେଶ୍ୱର, ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେଉଥିବା ଜନଶୁଣାଣି ଆସନ୍ତାକାଲି ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।!-->…
କୋଟିଏ ଟଙ୍କାର ଚୋରି ସାମଗ୍ରୀ ଜବତ, ୬ ଗିରଫ
କାମାକ୍ଷାନଗର: ଧରାପଡ଼ିଲେ ‘ସ୍କୁଲ ଚୋର’। ଚୋରଙ୍କ ଚୋରୀ ଦେଖି ତାଜୁବ୍ ପୋଲିସ। ସ୍କୁଲ, ପଞ୍ଚାୟତ ଘରେ କରୁଥିଲେ ଚୋରି । ଆଖି ପିଛୁଳାକେ ଖାଲି କରି ଦେଉଥିଲେ ସ୍କୁଲ୍ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ସୂଚନା ଅନୁସାରେ, ୬ ଜଣିଆ!-->!-->!-->…
ଜଙ୍ଗଲରୁ ମଣିଷ ଖପୁରି ଓ ହାଡ଼ ଉଦ୍ଧାର
ଜଙ୍ଗଲରୁ ଖପୁରି ଓ ହାଡ଼ ଉଦ୍ଧାରକଲା ପୁଲିସ। ଏଘଟଣା ଘଟିଛି ବରଗଡ଼ ଜିଲ୍ଲା ପାଟପୁର ଥାନା ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ଗାଁ ନିକଟ ଜଙ୍ଗଲରେ। ଆଜି ସକାଳେ ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିଲେ। ସେଠାରେ ମଣିଷ ଖପୁରି ଓ ହାଡ଼ ପଡ଼ିଥିବାର ଦେଖିଥିଲେ। ଏନେଇ ସଙ୍ଗେସଙ୍ଗେ ପାଟପୁର ଥାନାକୁ!-->…
ମମତାଙ୍କୁ ଆଳୁ ପାଇଁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ କରିବାକୁ କଲେ ଅନୁରୋଧ । ରାଜ୍ୟରେ ଆଳୁ ସମସ୍ୟା ଦୂର କରିବାକୁ ପଦକ୍ଷେପ ନେବା ପାଇଁ ମମତାଙ୍କୁ ଅନୁରୋଧ କଲେ ମୋହନ । ଅନୁରୋଧ ପରେ ମମତା ବାନାର୍ଜୀ ଉପଯୁକ୍ତ!-->…
ଖୁବ୍ ଶୀଘ୍ର ହେବ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରକ୍ରିୟା : ଆଇନମନ୍ତ୍ରୀ
ଭୁବନେଶ୍ୱର : ବାଂଲାଦେଶରେ ଲାଗିଥିବା ହିଂସାକୁ ନେଇ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ସମୁଦ୍ର ପଥ ଦେଇ ବାଂଲାଦେଶରୁ ଅନୁପ୍ରବେଶକାରୀ ଆସିପାରନ୍ତି ବୋଲି ଆଶଂକା କରି ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ତଟ ଓ ସମୁଦ୍ର ମୁହାଣରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହାସହ!-->…
୭୮ତମ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ
ଭୁବନେଶ୍ଵର: ଦେଶ ପାଳିବ ୭୮ ତମ ସ୍ୱାଧୀନତା ଦିବସ। ଏଥିପାଇଁ ରାଜ୍ୟ ସ୍ତରୀୟ ଜାତୀୟ ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତି ହୋଇଛି। ଏଥର ନୂଆ କରି ସରକାର ଗଢ଼ିଥିବା ବିଜେପି ସ୍ୱାଧୀନତା ଦିବସ ପାଳିବ। ରାଜଧାନୀ ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
!-->!-->!-->…
ବ୍ୟାପୁଛି ଝାଡ଼ାବାନ୍ତି! ଜଣେ ମୃତ, ଅନେକ ମେଡ଼ିକାଲ୍ରେ
ବଲାଙ୍ଗିର: ଘରକୁ ଘର ବ୍ୟାପୁଛି ଝାଡ଼ାବାନ୍ତି। ଗତ ଦୁଇ ଦିନରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଅସୁସ୍ଥ ହୋଇ ମେଡ଼ିକାଲ୍ରେ ଭର୍ତ୍ତି ହୋଇଛନ୍ତି। ବର୍ଷା ଋତୁରେ ଏପରି ଖବର ଆସିଛି ବଲାଙ୍ଗିର ସଦର ବ୍ଲକ ଅଞ୍ଚଳରୁ। ଏନେଇ ଖବର ପ୍ରକାଶ ପାଇବା ପରେ ଗାଁରେ ପହଞ୍ଚିଛି ମେଡିକାଲ୍ ଟିମ୍।
!-->!-->…
ଆଳୁ ମିଶନ ଫେଲ୍ ପଛର କାରଣ ଖୋଜନ୍ତୁ ସରକାର: ବିଜୟ ପଟ୍ଟନାୟକ
ଭୁବନେଶ୍ବର: ରାଜ୍ୟରେ ଆଳୁ ଦର ବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ଲାଗି ନେଇ ରାଜ୍ୟ ସରକାର କାମ କରୁଛନ୍ତି। ଏହାରି ଭିତରେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କିନ୍ତୁ ଅଲଗା କଥା କହିଛନ୍ତି। ସେ କହିଛନ୍ତି କି, ପୂର୍ବ ସରକାର ଆଳୁ ମିଶନ ନାମରେ ରାଜକୋଷରୁ କୋଟି କୋଟି ଟଙ୍କା ଚଳୁ କରିଦେଇଛନ୍ତି।!-->…
ତାସ ଖେଳରୁ ହତ୍ୟାକାଣ୍ଡ, ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ
ଦେଓଗଡ଼ : ତାସ ଖେଳରୁ ହତ୍ୟାକାଣ୍ଡ । ଦେଓଗଡ଼ ଜିଲ୍ଲା କୁଣ୍ଡେଇଗୋଳା ଥାନା ଗମ୍ୱାରିପାଳ ଗାଁରେ ତାସ ଖେଳକୁ ନେଇ ହତ୍ୟାକାଣ୍ଡ ଘଟିଛି । ଗମ୍ୱାରିପାଳ ଗାଁର ଅଜୟ ମୁଖି ଓ ତାଙ୍କର ଅନ୍ୟ ୩ଜଣ ବନ୍ଧୁ ମିଶି ତାସ ଖେଳୁଥିଲେ । ତାସ ଖେଳ ପରେ ମଦ୍ୟପାନ କରିଥିଲେ । ପରେ ପରସ୍ପର ମଧ୍ଯରେ!-->…