Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ହୀରାକୁଦ ଖୋଲିଲା ଆଉ ୬ ଗେଟ୍
ସମ୍ବଲପୁର: ହୀରାକୁଦ ଡ୍ୟାମର ଖୋଲିଲା ଆଉ ୬ ଗେଟ୍ । ମୋଟ ୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଜଳସ୍ତର । ଏହି ଦୃଷ୍ଟିରୁ ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲା ଯାଇଛି l ଗତକାଲି ପର୍ଯ୍ୟନ୍ତ ୮ଟି ଗେଟ୍ ଦେଇ ବନ୍ୟାଜଳ!-->…
ଆଳୁ ନ ଦେଲେ ଛାଡିବୁନି ମାଛ ଅଣ୍ଡା ଗାଡି
କଟକ : ଆଳୁ ଦବନି ତ ମାଛ, ଅଣ୍ଡା ପାଇବନି । କଟକ ମଙ୍ଗୁଳି ଛକରେ ପଶ୍ଚିମବଙ୍ଗ ଯାଉଥିବା ଅଣ୍ଡା ଓ ମାଛଗାଡି ଅଟକାଇଲେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା । ଗତ କିଛି ଦିନ ଧରି ରାଜ୍ୟରେ ଲାଗି ରହିଛି ଆଳୁ ସମସ୍ୟା । ପଶ୍ଚିମବଙ୍ଗରୁ ଆସି ପାରୁ ନାହିଁ ଆଳୁ ଗାଡି । ଏହାକୁ ନେଇ ଲୋକଙ୍କ!-->…
ନଭେମ୍ବରରୁ ରାଜ୍ୟରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବେ ନବୀନ
ଭୁବନେଶ୍ଵର: ନଭେମ୍ବରରୁ ରାଜ୍ୟରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବସିଥିବା ରାଜ୍ୟସ୍ତରୀୟ ସମନ୍ବୟ କମିଟି ବୈଠକରେ ଏନେଇ ସୂଚନା ଦେଇଛନ୍ତି ନବୀନ । ଦଳୀୟ କର୍ମୀ ଓ ତୃଣମୂଳ ସ୍ତରର ନେତାଙ୍କୁ ଭେଟିବେ ନବୀନ । ଏଥିପାଇଁ ନଭେମ୍ବରରୁ ବିଭିନ୍ନ ଜିଲ୍ଲା ଗସ୍ତ!-->…
ଗ୍ରାମୀଣ ନାଟ୍ୟ ଦିବସ ପାଳିତ
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ' ତରଫରୁ ପବିତ୍ର ଗ୍ରାମୀଣ ନାଟ୍ୟ ଦିବସ ସ୍ଥାନୀୟ ଗିରିମାର୍କେଟ୍ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ସୀମାନ୍ତ ନଟରାଜ ଡା ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ!-->…
ରାଜଧାନୀରେ ଖୋଲିଲା ୨୪ ଘଣ୍ଟିଆ ଶସ୍ୟ ଏଟିଏମ୍
ଭୁବନେଶ୍ବର: ସାଧାରଣତଃ ଏଟିଏମ୍ରୁ ଟଙ୍କା ବାହାରୁଥିବା କଥା ସମସ୍ତେ ଜାଣିଛନ୍ତି। ମାତ୍ର ଏଣିକି ଏଟିଏମରୁ ଖାଦ୍ୟଶସ୍ୟ ବାହାରିବ। ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରରେ ଏକ ‘ଶସ୍ୟ ଏଟିଏମ୍’ ସ୍ଥାପନ କରାଯାଇଛି । ଏହି ଏଟିଏମରେ ୨୪ ଘଣ୍ଟିଆ ଚାଉଳ / ଗହମ ଉପଲବ୍ଧ ହେବ ।ତେବେ ଏହି!-->…
ଏହି ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ପଶ୍ଚିମ ଝାଡ଼ଖଣ୍ଡ ଓ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାସହ ମୌସୁମୀ ସକ୍ରିୟ ରହିଥିବା ବେଳେ ଆହୁରି ୪୮ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଜିଠାରୁ ବର୍ଷାର!-->…
ନାଫେଡ୍ ଯୋଗାଇବ ଆଳୁ, ଖାଉଟିଙ୍କୁ କିଲୋ ୩୦ଟଙ୍କାରେ ମିଳିବ
ଭୁବନେଶ୍ବର : ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ପାଇଁ ରାଜ୍ୟ ସରକାର ଆଜି ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି । ନାଫେଡ୍ ମାଧ୍ୟମରେ ରାଜ୍ୟ ସରକାର ଆଳୁ କିଣିବେ ଓ ଖାଉଟିଙ୍କୁ ଏଣିକି ଆଳୁ ୩୦ଟଙ୍କା ଦରରେ ଯୋଗାଇ ଦିଆଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି ।ରାଜ୍ୟରେ!-->…
ମହାପ୍ରଭୁଙ୍କ ମୂଲ୍ୟବାନ ଖଣି ଖାଇଗଲେ; ୧୯ ଲିଜଧାରୀଙ୍କୁ ନୋଟିସ୍
ଭୁବନେଶ୍ବର : କୋଟି ଓଡ଼ିଆଙ୍କ ମଉଡମୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଲ୍ୟବାନ ଖଣି ଖାଇଗଲେ ମାଫିଆ। ଉତ୍ତୋଳନ ପାଇଁ ଯେତିକି ଅନୁମତି ନେଇଥିଲେ, ତା’ଠାରୁ ଢ଼ର ଗୁଣା ପଥର ତାଡ଼ି ବିକିଦେଲେ। ଏଭଳି ମହାଲୁଟ୍ ଧରାପଡ଼ିବା ପରେ, ୧୯ ଜଣ ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି!-->…
ଗାଡ଼ି ପାର୍କିଂକୁ ନେଇ ଡବଲ ମର୍ଡ଼ର: ଦୁଇ ଅଭିଯୁକ୍ତ ଅଟକ
ଭୁବନେଶ୍ବର: ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଗାଡ଼ି ପାର୍କିଂକୁ ନେଇ ଦୁଇ ପରିବାରର ଭିତରେ କଥା କଟାକଟିରୁ ଗଣ୍ଡଗୋଳ ହୋଇଥିଲା।ପାର୍କିଂକୁ ନେଇ ଗଣ୍ଡଗୋଳରୁ ଦୁଇଜଣଙ୍କ ଛାତିରେ ଛୁରୀ ଭୁସି ହତ୍ୟା କରାଯାଇଥିଲା। ମୃତ ସମ୍ବିତ ରାଉତ ଓ!-->…
ରସିକଙ୍କ ପାଇଁ ରାଜ୍ୟ ବାହାରକୁ ଯିବେ ପୁଲିସ୍: ଖୋଲିବ ରାଜ୍ୟ ବାହାରର ରହସ୍ୟମୟୀ ମହିଳାଙ୍କ ଲିଙ୍କ୍
ଭୁବନେଶ୍ବର: ଠକ ସତ୍ୟଜିତଙ୍କ ପାଇଁ ରାଜ୍ୟ ବାହାରକୁ ପୁଲିସ୍ ଯିବ। ରସିକନାଗର ସିଣ୍ଡିକେଟରେ ରହସ୍ୟମୟୀ ମହିଳାଙ୍କର ସମ୍ପୃକ୍ତି ଥିବା ପୁଲିସ୍ ଜାଣିବାକୁ ପାଇଛି। ରହସ୍ୟମୟୀ ମହିଳାଙ୍କ ଭୂମିକା ସନ୍ଦେହ ବଢ଼ାଉଛି। ସତ୍ୟଜିତ୍ ଏବଂ ରହସ୍ୟମୟୀ ମହିଳା ଭିତରେ ଟଙ୍କା ନେଣଦେଣକୁ ନେଇ ପୁଲିସ୍କୁ!-->…