Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅଫିସରେ ସାଢ଼େ ୭ ଘଣ୍ଟା ରହିବା ବାଧ୍ୟତାମୂଳକ
ଭୁବନେଶ୍ବର : ଏଣିକି ଅଫିସରେ ସାଢ଼େ ୭ ଘଣ୍ଟା ରହିବା ବାଧ୍ୟତାମୂଳକ। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଭାଗୀୟ କର୍ମଚାରୀଙ୍କୁ ଦିଆଯାଇଛି ଏଭଳି ନିର୍ଦ୍ଦେଶ।ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ଯେ, ଅଫିସରେ ୪ ଘଣ୍ଟାରୁ କମ୍ ସମୟ ରହିଲେ ଅନୁପସ୍ଥିତ ଧରାଯିବ। ୪ ଘଣ୍ଟାରୁ ଅଧିକ ଓ ସାଢ଼େ ୭!-->…
ବନ୍ଧା ହେଲେ କୁବେର ଅବକାରୀ ବାବୁ
ଭୁବନେଶ୍ବର : ୩୦ ବର୍ଷର ଚାକିରି କାଳ ମଧ୍ୟରେ ଆୟଠୁ ଅଧିକ ସମ୍ପତ୍ତି ଠୁଳ କରି ଶେଷରେ ବନ୍ଧା ହେଲେ କୁବେର ଅବକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଅବକାରୀ ବିଭାଗ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି।ଗତକାଲି ବଲାଙ୍ଗିର, ସମ୍ବଲପୁର,!-->…
ମଧୁମିତା ରହୁଥିବା ଭଡା ଘରେ ପୁଲିସର ତନାଘନା
ଭୁବନେଶ୍ୱର: ସାମ୍ବାଦିକା ମଧୁମିତା ପରିଡା ଆତ୍ମହତ୍ୟା ମାମଲା ରେ ଶ୍ରୀଧର ଓ ମଧୁମିତା ରହୁଥିବା ଭଡା ଘରେ ତନାଘନା କରୁଛି ଧଉଳି ଥାନା ପୁଲିସ । ଦୁଇ ମହିଳା ବନ୍ଧୁଙ୍କୁ ଗିରଫ କରିବାକୁ ମଧୁମିତାଙ୍କ ପରିବାର ଲୋକେ ଦାବି କରିଛନ୍ତି ।
ସୂଚନା ଯୋଗ୍ୟ ସାମ୍ବାଦିକା ମଧୁମିତା ପରିଡ଼ା!-->!-->!-->…
ବେଆଇନ ଖଣିକୁ ନେଇ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ଏନଜିଟି
ଭୁବନେଶ୍ବର : ଡଙ୍କାରୀ ବେଆଇନ ଖଣିକୁ ନେଇ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ-NGT। ବେଆଇନ ଖଣି ଖନନ ଓ ଖଣି ଦ୍ୱାରା ସ୍ଥାନୀୟ ଅଞ୍ଚଳର ସମସ୍ୟା ବୃଦ୍ଧି, ଶ୍ରମିକ ମୃତ୍ୟୁକୁ ନେଇ ରିପୋର୍ଟ ଦାଖଲ ପାଇଁ NGT ନିର୍ଦ୍ଦେଶ ଦେଇଛନ୍ତି। ୪ ସପ୍ତାହ ମଧ୍ୟରେ ରିପୋର୍ଟ!-->…
ଓଡ଼ିଶାରେ ବୈଷୟିକଶିକ୍ଷା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦିଆଯାଉଛି
ଭୁବନେଶ୍ୱର: ଓଡ଼ିଶାରେ ବୈଷୟିକଶିକ୍ଷା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆମସରକାର ଅଗ୍ରାଧିକାର ଦେଉଛନ୍ତି। ସେଥିପାଇଁ ସରକାର ଗଠନର କିଛିଦିନ ବ୍ୟବଧାନମଧ୍ୟରେ ଏ କ୍ଷେତ୍ରରେ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇ ସାରିଲାଣି । ଆଜି ରାଜ ଭବନ ସନ୍ନିକଟ ସରକାରୀ ପଲିଟେକ୍ନିକ୍ କଲେଜରେ!-->…
ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀ ବନ୍ୟାଜଳ
କଟକ : କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗେଟ୍ ଖୋଲା ଯାଇଥିବାରୁ ମହାନଦୀରେ ବଢ଼ୁଛି ଜଳସ୍ତର। ଏହି ବନ୍ୟା ଜଳ ଗତ ରାତିରେ ମୁଣ୍ଡଳୀରେ ପହଞ୍ଚିଥିବା ବେଳେ ମା’ ଭଟ୍ଟାରିକାଙ୍କ!-->…
ପୂର୍ବ ସରକାରଙ୍କ ବେପରୁଆ କାମ ଯୋଗୁଁ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରିଯାଇଥିଲା: ମନ୍ତ୍ରୀ ରବି ନାୟକ
ଭୁବନେଶ୍ବର: ପୁଣି ପୂର୍ବ ବିଜେଡି ସରକାର ଉପରେ ଦୋଷ ଲଦିଲେ ମନ୍ତ୍ରୀ। ତତ୍କାଳୀନ ବିଜେଡି ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ଘର ଖଣ୍ଡେ ପାଇଲେନି ଲୋକେ। ପୂର୍ବ ସରକାରଙ୍କ ବେପରୁଆ କାମ ଯୋଗୁଁ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରିଯାଇଥିବା ବିଭାଗୀୟ ମନ୍ତ୍ରୀ ରବି ନାୟକ!-->…
ମା’ ହେଲା ମୌସୁମୀ
ଭୁବନେଶ୍ବର: ବିଶ୍ୱ ବାଘ ଦିବସରେ ନନ୍ଦନକାନନରେ ଜନ୍ମ ହେଲା ବାଘ ଛୁଆ। ମା’ ହେଲା ଧଳା ବାଘୁଣୀ ମୌସୁମୀ। ମୌସୁମୀ ଓ ତା’ ଛୁଆ ସୁସ୍ଥ ଅଛନ୍ତି। ସେମାନଙ୍କ ଉପରେ ନଜର ରଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।ମୌସୁମୀକୁ ୮ବର୍ଷ ହୋଇଛି। ୨୦୧୬ରେ ବାଘ ମନୀଷ ଓ ବାଘୁଣୀ ସ୍ନେହାଙ୍କ ମିଳନରେ ଜନ୍ମ!-->…
ପୋଖରୀରେ ବୁଡ଼ି ୩ ଶିଶୁ ମୃତ
କେନ୍ଦୁଝର : ପୋଖରୀରେ ବୁଡ଼ି ୩ ଶିଶୁ ମୃତ। କେନ୍ଦୁଝର ଜିଲ୍ଲାର ଅତୁରିକଣା ଦାହି ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଏକ ଏନଜିଓ ଶିକ୍ଷା କେନ୍ଦ୍ରକୁ ଯାଇଥିଲେ ୩ ଶିଶୁ। ସେଠାରେ ଖେଳୁଥିବା ବେଳେ ନିକଟସ୍ଥ ପୋଖରୀରେ ବୁଡ଼ିଯାଇ ୩ ଶିଶୁଙ୍କର ମୃତ୍ୟୁ ହୋଇଛି। ଶିଶୁମାନଙ୍କ ମୃତ୍ୟୁରେ!-->!-->!-->…