Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍କୁ ଅଟକାଇଲେ ମହିଳା
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରର ବିଚ୍ ରାସ୍ତାରେ ଜଣେ ମହିଳା ହାଇଡ୍ରାମା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍କୁ ପଶି ଆସିଲେ। ଆଉ ପ୍ରତିବାଦ କରିଥିଲେ। ତେବେ ପ୍ରତିବାଦ କରିଥିବା ମହିଳା କିଏ ଓ କ’ଣ ପାଇଁ କାର୍କେଡ୍କୁ ପଶି ଆସିଲେ, ତାହା ଜଣାପଡ଼ି ନାହିଁ। ପୁଲିସ୍!-->…
ବିବାଦୀୟ ହୋଟେଲ ‘ସ୍ୱାଦ’ ଜମି ମାପଚୁପ
କେନ୍ଦ୍ରାପଡା : ଭିତରକନିକା ଜାତୀୟ ଉଦ୍ୟାନ ପାଖ ସରକାରୀ ଜମିରେ ବିବାଦୀୟ ଘରୋଇ ହୋଟେଲ ଜମିର ହେଲା ମାପଚୁପ। ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ଡାଙ୍ଗମାଳ ପଞ୍ଚାୟତର ବାଙ୍କୁଆଳ ଗାଁରେ ଥିବା ଏହି ଘରୋଇ ହୋଟେଲ ଜମି ମାପଚୁପ ହୋଇଛି।ଜଙ୍ଗଲ ଜମିରେ ହୋଟେଲ୍ କରାଯାଇଥିବା ଅଭିଯୋଗ ପରେ!-->…
ମାଛ ଧରିବା ବେଳେ ଡିନାମାଇଟ ବିସ୍ପୋରଣ, ମତ୍ସ୍ୟଜୀବୀ ମୃତ
ଦେବଗଡ଼: ରେଙ୍ଗାଳି ଜଳଭଣ୍ଡାରରେ ମାଛ ଧରୁଥିବା ବେଳେ ଡିନାମାଇଟ ବିସ୍ପୋରଣ ହୋଇଛି। ଏଥିରେ ଜଣେ ମତ୍ସଜୀବୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ଅସନନାଳୀ ଗ୍ରାମର ଶିବ ଧିବରଙ୍କ ପୁଅ କ୍ଷମାନିଧି ଧିବର(୪୩)।ସୂଚନା ଅନୁଯାୟୀ,ତିଲେଇବଣି ବ୍ଲକର ଭୁଲକାବାହାଲ ଗ୍ରାମ!-->…
କାଲିଠାରୁ ଭକ୍ତଙ୍କୁ ମିଳିବ ଆଡ଼ପ ଦର୍ଶନ ସହ ଆଡ଼ପ ଅବଢ଼ା
ପୁରୀ: ରତ୍ନବେଦି ଛାଡ଼ି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଚତୁର୍ଦ୍ଧା ବିଗ୍ରହ ବଡ଼ଦାଣ୍ଡରେ ତିନିଦିନର ଲୀଳାଖେଳ ସାରି ଆଜି ଜନ୍ମବେଦି(ଆଡ଼ପମଣ୍ଡପ)କୁ ବିଜେ କରୁଛନ୍ତି। ସୋମବାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦର୍ଶନ ଦେବାପରେ ମଙ୍ଗଳବାର ସନ୍ଧ୍ୟାରେ ରଥାରୁଢ଼!-->…
ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଡ଼ ଠାକୁର, ୭ ସେବାୟତ ଆହତ
ଶ୍ରୀକ୍ଷେତ୍ରରେ ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଡ଼ ଠାକୁର। ପହଣ୍ଡିରେ ସାମିଲ ହୋଇଥିବା କେତେକ ସେବାୟତ ଆହତ ହୋଇଛି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।ଆଜି ସନ୍ଧ୍ୟା ବେଳେ ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା।!-->…
କପିଳାସ ପୀଠରେ ପୁଣି ନୀତି ବିଭ୍ରାଟ, ଚନ୍ଦ୍ରଶେଖର ଜୀଉ ଓପାସ
ଢେଙ୍କାନାଳ : ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ କପିଳାସରେ ପୁଣି ଅବ୍ୟବସ୍ଥା ଓ ନୀତି ବିଭ୍ରାଟ ଦେଖାଯାଇଛି। ସୋମବାର ଓ ମଙ୍ଗଳବାର ଦୁଇ ଦିନ ହେଲା ଠାକୁରଙ୍କ ସକାଳ ଧୂପ ଦିନ ୨ଟାରେ ହେଉଛି। ଶ୍ରୀଜୀଉଙ୍କ ସେବାନୀତି କରିବା ପାଇଁ ସୁଆର ବିଳମ୍ବରେ ପୀଠରେ ପହଞ୍ଚିବାରୁ ଏପରି ନୀତି ବିଭ୍ରାଟ ହେଉଥିବା!-->…
ଦୀର୍ଘବର୍ଷ ପରେ କ୍ୟାବିନେଟ୍ ବୈଠକ ନେଇ ଗଣମାଧ୍ୟମକୁ ଆଗୁଆ ସୂଚନା ଦେଲେ ସରକାର
ଭୁବନେଶ୍ବର : ରାଜ୍ୟରେ ନବୀନ ପଟ୍ଟନାୟକ ସରକାରର ପତନ ସହ ଭୁଶୁଡ଼ି ପଡ଼ିଥିବା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ପୁଣିଥରେ ସକ୍ରିୟ କରିବା ଉପରେ ବିଜେପି ସରକାର ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି। ଦୀର୍ଘବର୍ଷ ବ୍ୟବଧାନରେ ରାଜ୍ୟ ସରକାର ଆସନ୍ତାକାଲି ହେବାକୁ ଥିବା କ୍ୟାବିନେଟ୍ ବୈଠକ ସମ୍ପର୍କରେ!-->…
ଓଡ଼ିଶା ଫୁଟବଲ ସଂଘ ସଭାପତି ପଦ ଛାଡ଼ିଲେ ଦେବାଶିଷ ସାମନ୍ତରାୟ
ଭୁବନେଶ୍ବର: ଓଡ଼ିଶା ଫୁଟବଲ ସଂଘ(ଏଫଏଓ) ସଭାପତି ପଦରୁ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଇସ୍ତଫା ପତ୍ର ପୋଷ୍ଟ କରି ଏଫଏଓ ସଭାପତି ପଦ ଛାଡ଼ିଥିବା ସୂଚନା ଦେଇଛନ୍ତି। ବ୍ୟସ୍ତତା ଓ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଉଛି ବୋଲି ଓଡ଼ିଶା!-->…
ଓଡ଼ିଶାରେ ଲାଗୁ ହେଲା ପିଏମ୍ ଶ୍ରୀ ସ୍କୁଲ୍
ଭୁବନେଶ୍ବର : ଓଡ଼ିଶାରେ ପିଏମ୍ ଶ୍ରୀ ଯୋଜନା (ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ) କାର୍ଯ୍ୟକାରୀ ହେବ। ସେଥିପାଇଁ ଆଜି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଏବଂ ଓଡ଼ିଶା ରାଜ୍ୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର!-->…
ଗ୍ରାହାମ୍ ଷ୍ଟେନ୍ସ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଜବାବ ତଲବ
ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଜବାବ ତଲବ। ଓଡ଼ିଶା ସରକାରଙ୍କଠାରୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ୬ ସପ୍ତାହ ଭିତରେ ଜବାବ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କାରଣ ଗତ ୨୪ ବର୍ଷର ଜେଲ୍ ଜୀବନ କାଟିଥିବାରୁ ମୁକ୍ତି!-->…