Browsing Category

ଓଡିଶା

ବିଦ୍ୟାଳୟରେ ଉପସ୍ଥାନ ବଢ଼ାଇବା ପାଇଁ ଯାତାୟତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ବର: ସ୍କୁଲ ଯିବାର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ବିଦ୍ୟାଳୟରେ ଉପସ୍ଥାନ ବଢାଇବା ପାଇଁ ଆରମ୍ଭ ହେଲା ନିଆରା ବ୍ୟବସ୍ଥା। ୩୦ ଜିଲ୍ଲାର ୩୫ ହଜାର ୭୬ ଜଣ ଛାତ୍ରଛାତ୍ରୀ ପାଇବେ ଏହି ସୁବିଧା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ସରକାରୀ ବିଦ୍ୟାଳୟ ଜନବସତିରୁ ବହୁ ଦୂର ଥିବାରୁ

ଇଂଜେକ୍ସନ ଦେଇ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ଉଦ୍ୟମ

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗବଯୋର ଗାଁ ନିକଟରେ ଅଘଟଣ। ସ୍କୁଲ ଯିବା ବାଟରେ ଛାତ୍ରଙ୍କୁ ଇଂଜେକସନ୍ ଦେଲେ ଦୁର୍ବୃତ୍ତ। ୧୦ମ ଶ୍ରେଣୀ ଛାତ୍ରଙ୍କୁ ଇଂଜେକସନ୍ ଫୋଡ଼ି ଦେଲେ ୫ ଦୁର୍ବୃତ୍ତ। ଚେତାଶୂନ୍ୟ ଅବସ୍ଥାରେ ଛାତ୍ରଙ୍କୁ ସୁବର୍ଣ୍ଣପୁର ମେଡିକାଲରେ ଭର୍ତ୍ତି। ୫ ଯୁବକଙ୍କ

ସଇଁତଳାରେ ଡେଙ୍ଗୁ ଆତଙ୍କ : ଜଣେ ମୃତ, ୧୮ ଆକ୍ରାନ୍ତ

ଟିଟିଲାଗଡ଼ : ସଇଁତଳାରେ ଡେଙ୍ଗୁ ଆତଙ୍କ ।  କିଛି ଦିନ ପୂର୍ବେ ଡେଙ୍ଗୁ ଆକ୍ରାନ୍ତରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ୧୮ ଜଣ ଆକ୍ରାନ୍ତ ହୋଇଛନ୍ତି । ୧୮ ଜଣକ ମଧ୍ୟରୁ ୧୧ ଜଣକର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି

୩ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ଲଗାତାର ନକ୍ସଲ ଉପରେ ସୁରକ୍ଷାକର୍ମୀଙ୍କ ହମଲାରେ ନକ୍ସଲ ବିଳବିଳାଉଛନ୍ତି ଓ ଆତଙ୍କିତ ମଧ୍ୟ ହେଲେଣି। ଫଳରେ ଶତାଧିକ ନକ୍ସଲଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆତ୍ମସମର୍ପଣ କଲେଣି। ଏହି କ୍ରମରେ ଆଜି ଦନ୍ତେଵାଡା ଜିଲ୍ଲା ପୁଲିସ ନିକଟରେ କଟେକଲ୍ୟାଣ ଓ

ଲୋକଙ୍କ ଅଭିଯୋଗ ଶୁଣୁନି ଜଗତସିଂହପୁର ପୋଲିସ, ଥାନାକୁ ଆସି ପେନ୍, ପେପର ଦେଲେ ବିଧାୟକ

ଜଗତସିଂହପୁର: ଲୋକଙ୍କ ସରକାରରେ ଚାଲିବ ନାହିଁ ପୋଲିସର ନାଲି ଆଖି। ନିଜେ ମୁଖ୍ୟମନ୍ତ୍ରୀ ସର୍ବସମ୍ମୁଖରେ ଲୋକଙ୍କୁ ଭଲ ବ୍ୟବହାର ଦେଖାଇବା ପାଇଁ ପୋଲିସ ଡିଜିଙ୍କୁ ପରାମର୍ଶ ଦେଇସାରିଛନ୍ତି। ଏପରି ସ୍ଥିତିରେ ଜଗତସିଂହପୁର ପୋଲିସ ଯେଉଁଭଳି ଭାବେ ଲୋକଙ୍କୁ ଖରାପ ବ୍ୟବହାର ଦେଖାଯାଉଛି ତାହା

ସୋର ଟ୍ରିପିଲ ମର୍ଡର ଘଟଣାରେ ୮ ଅଟକ, ଜଙ୍ଗଲରୁ ମାରଣାସ୍ତ୍ର ଜବତ

ସୋର : ସୋର ଟ୍ରିପିଲ ମର୍ଡର ଘଟଣା । ତିନି ଜଣଙ୍କୁ ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣାରେ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ୧୫ରୁ ଅଧିକ ଲୋକଙ୍କ ସଂପୃକ୍ତି ଥିବା ପୋଲିସ ତଦନ୍ତରୁ ସୂଚନା ମିଳିଛି । ଗତକାଲି ମୃତଦେହ ଠାବ ପରେ ପୋଲିସ ୭ ଜଣଙ୍କୁ ଅଟକ ରଖି ତଦନ୍ତ କରିଥିଲା ।

ଏ ବର୍ଷ ରାଜ୍ୟରେ ଲାଗିବ ୫ କୋଟି ଗଛ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର: ଏ ବର୍ଷ ରାଜ୍ୟରେ ମୋଟ ୫ କୋଟି ଗଛ ଲଗାଇବା ପାଇଁ ଟାର୍ଗେଟ କରିଛି ବନ ବିଭାଗ। ଶିକ୍ଷାନୁଷ୍ଠାନ, ଘରୋଇ ଅନୁଷ୍ଠାନ, ଛାତ୍ରଛାତ୍ରୀ ଭଳି ସମସ୍ତଙ୍କୁ ବଣ୍ଟାଯିବ ଚାରା। ସମସ୍ତେ ଅତି କମ୍ ରେ ଗୋଟିଏ ଗଛ ଲଗାଇବାକୁ ଅନୁରୋଧ କରାଯାଇଛି। ବୃକ୍ଷରୋପଣରେ ଓଡ଼ିଶା ହେବ ନମ୍ବର ଏକ। ଏଭଳି

ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ରେ ଥାନାରେ ଏତଲା

ଭୁବନେଶ୍ୱର: ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଲିଖିତ ଅଭିଯୋଗ । କ୍ୟାପିଟାଲ ଥାନାରେ ଅଭିଯୋଗ କଲେ ଆଇନଜୀବୀ ସତ୍ୟ ଶିବସୁନ୍ଦର ମହାନ୍ତି। ସରକାରୀ ବାସଭବନରେ ଅନୁମତି ନନେଇ ନିର୍ମାଣ କରିଥିବା ଅଭିଯୋଗରେ ଏତଲା ଦାୟର କରାଯାଇଛି। ସ୍ବତନ୍ତ୍ର କମିଟି ଗଢ଼ି ଏହାର

୪୬ ବର୍ଷ ପରେ ଖୋଲାଯିବ ରତ୍ନଭଣ୍ଡାର, ସରକାର ଦେଇଥିବା ଦାୟିତ୍ୱକୁ ସଠିକ ଭାବେ ତୁଲାଇବି : ଜଷ୍ଟିସ ବିଶ୍ବନାଥ ରଥ

ପୁରୀ : ବିଜେପି ସରକାର ଆସିବା ପରେ ରତ୍ନଭଣ୍ଡାର ଖୋଲିବା ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢିଯାଇଛି । କେବେ ଖୋଲିବ ରତ୍ନ ଭଣ୍ଡାର ଏ ନେଇ ଚର୍ଚ୍ଚା ଲାଗି ରହିଛି। ରତ୍ନଭଣ୍ଡାର ଖୋଲିବା ପାଇଁ ୧୬ ଜଣିଆ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ

ମୋହନ ମାଝୀଙ୍କୁ ଥାନାରେ ଖରାପ ବ୍ୟବହାର ଦେଖାଇ ଚର୍ଚ୍ଚାକୁ ଆସିଥିବା ଆଇଆଇସିଙ୍କ ବଦଳି

କଟକ: କେନ୍ଦୁଝରର ଆଇଆଇସି ତ୍ରିନାଥ ସେଠୀଙ୍କର ଗଜପତିକୁ ବଦଳି ହୋଇଛି। କଟକ ପୋଲିସ ମୁଖ୍ୟାଳୟରୁ ଏହି ବଦଳି ଆଦେଶ ହୋଇଛି। ସେହିପରି ଭଦ୍ରକ ଥାନାର ଆଇଆଇସି ଅମିତ କୁମାର ଭୂୟାଁ କେନ୍ଦୁଝର ଥାନାକୁ ବଦଳି ହୋଇଛନ୍ତି। ତ୍ରିନାଥ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ବିଜେଡି ସରକାରରେ ଥିବା ବେଳେ