Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସାଉଦି ଆରବରେ ଫସିଲେ ୬ ଓଡ଼ିଆଙ୍କ ସମେତ ୮ ଜଣ
ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ସାଉଦି ଆରବରେ ଫସିଥିବା ୬ ଜଣ ଓଡିଆଙ୍କ ସମେତ ୮ ଜଣ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ!-->…
ପୋଟେରୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ବେହାଲ, ପାଣି ଘେରରୁ ୧୬୨ ଜଣଙ୍କୁ ଉଦ୍ଧାର
ମାଲକାନଗିରି : ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ହେଲେ ଲୋକଙ୍କ ଦୁଃଖ ବଢିଛି । ଜିଲ୍ଲାର ପୋଟେରୁ ଅଞ୍ଚଳରେ ଅଧିକ କ୍ଷତି ସହିବାକୁ ପଡିଛି । ତେବେ ତଳିଆ ଲୋକଙ୍କୁ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗ ଉଦ୍ଧାର କରି ଆଶ୍ରୟସ୍ଥଳୀରେ ପହଞ୍ଚାଇଛନ୍ତି । ୧୬୨ ଜଣଙ୍କୁ ପାଣି ଘେରରୁ ଉଦ୍ଧାର!-->…
ଋଣ ଭାର ସହିନପାରି ଜୀବନ ହାରିଲେ ଯୁବକ
ସୋର: ଋଣ ଭାର ସହିନପାରି ଜଣେ ଯୁବକ ଜୀବନ ହାରିଥିବା ଜଣାପଡ଼ିଛି। ଯୁବକ ଜଣଙ୍କ ହେଲେ ଦହିସଡା ପଂଚାୟତ ଚାରିଘରିଆ ସାହି ଗ୍ରାମର ରାକେଶ ଜେନା। ରାକେଶ ପୂର୍ବରୁ ଏକ ଚାହା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଗତ ୩ ମାସ ତଳେ ତାଙ୍କ ସ୍ତ୍ରୀଙ୍କ ନାମରେ ଘରୋଇ ଋଣ ନେଇ ଏକ ଡିଜେ!-->…
ଗଣ ଦୁଷ୍କର୍ମ ଘଟଣାରେ ପୀଡିତାଙ୍କ ଗ୍ରାମରେ ରାଜ୍ୟ ମହିଳା କମିଶନର, ୧୫ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ପାଇଁ ଏସପିଙ୍କୁ…
ଢେଙ୍କାନାଳ : ସଦରଥାନା ଭାପୁର ଫାଣ୍ଡି ଅଞ୍ଚଳରେ ଅସହାୟ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣା । ପୀଡିତାଙ୍କ ଗାଁ ଓ ସଖୀ କେନ୍ଦ୍ରରେ ପହଞ୍ଚି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଘଟଣାର ତଦନ୍ତ କରିଛନ୍ତି । ଏଥି ସହ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯାଳୟରେ ପହଞ୍ଚି ସଠିକ ଦିଗରେ ତଦନ୍ତ କରି!-->…
୧୦ ବର୍ଷରେ ଗଲେଣି ୫୫ ବାଘ, ୭ଶହରୁ ଅଧିକ ହାତୀ
ଭୁବନେଶ୍ବର: ଜଙ୍ଗଲରେ ସୁରକ୍ଷିତ ନାହାନ୍ତି ଜୀବଜନ୍ତୁ । ବିଶେଷ କରି ହାତୀ ଓ ବାଘ । ସେ ପ୍ରାକୃତିକ ହେଉକି କୃତ୍ରିମ ଉଭୟରେ ଶହ ଶହ ହାତୀ ଓ ବାଘ ମରୁଛନ୍ତି । ସବୁଠୁ ବେଶୀ ହେଉଛି ଶିକାରୀଙ୍କ ଉପଦ୍ରବ । ବନବିଭାଗକୁ ଚକମା ଦେଇ ନିଜର ଚୋରା କାରବାର ଚଲାଉଛନ୍ତି ଶିକାରୀ । ଯାହାକୁ ନେଇ ଆଜି!-->…
ମେଡିକାଲରେ ବିଦ୍ୟୁତ ତାର ଲାଗି ଗଲା ରୋଗୀଙ୍କ ଜୀବନ
ନୀଳଗିରି : ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ । ବାଲେଶ୍ଵର ନୀଳଗିରି ଉପଖଣ୍ଡ ମେଡ଼ିକାଲରେ ଅବ୍ୟବସ୍ଥା ନେଇଛି ଜୀବନ । ଶୌଚାଳୟ ନିକଟରେ ବିଛା ହୋଇଥିବା କେବୁଲ ତାରରେ ଛନ୍ଦି ହୋଇ ତଳେ ପଡି ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ!-->…
ପୁଣି ଗୃହରେ ଉଠିଲା ମମିତା ମେହେର ପ୍ରସଙ୍ଗ
ଭୁବନେଶ୍ବର: ପୁଣି ଗୃହରେ ଉଠିଲା ସ୍ବାମୀ ଲକ୍ଷ୍ମଣାନନ୍ଦ, ନବ ଦାସ ଓ ମମିତା ମେହେର ହତ୍ୟା ପ୍ରସଙ୍ଗ। ମମିତା ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପ୍ରସଙ୍ଗ ମଧ୍ୟ ଉଠିଛି।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି,!-->!-->!-->…
ଦୟା ନଦୀରୁ ଜଳ ଉଠାଣ ପାଇଁ ତିଆରି ହେବ ୫ ବଡ଼ ପ୍ରକଳ୍ପ
ଭୁବନେଶ୍ବର: ଦୟା ନଦୀରୁ ଜଳ ଉଠାଣ ପାଇଁ ତିଆରି ହେବ ୫ ମେଗା ପାନୀୟ ଜଳ ପ୍ରକଳ୍ପ । ଆଜି ଗୃହରେ ପିପିଲି ବିଧାୟକଙ୍କ ପ୍ଣା୍ନରେ ଏହି ଉତ୍ତର ରଖିଛନ୍ତି ପାନୀୟ ଜଳ ମନ୍ତ୍ରୀ ରବି ନାଏକ ।
ଏନେଇ ମନ୍ତ୍ରୀ କହିଛନ୍ତି, ଦୟା ନଦୀରେ ଜଳଭଣ୍ଡାର ନିର୍ମାଣ ହେବ । ଡେଲାଙ୍ଗରେ ୫ଟି ମେଗା!-->!-->!-->…
ପୋଲଭରମ ପ୍ରକଳ୍ପକୁ ବିରୋଧ : ନବୀନଙ୍କୁ ରିପୋର୍ଟ ଦେଲେ ବିଜେଡିର ପୋଲାଭରମ ପ୍ରକଳ୍ପ ଅନୁଧ୍ୟାନକାରୀ ଟିମ୍
ଭୁବନେଶ୍ୱର : ପାର୍ଲାମେଣ୍ଟରୁ ଆରମ୍ଭ କରି ପଞ୍ଚାୟତ ସ୍ତର ଯାଏଁ ସବୁ ଆଡେ ପୋଲଭରମ ପ୍ରକଳ୍ପକୁ ବିରୋଧ କର । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବିଜେଡି ନେତାଙ୍କୁ ଆଜି ଏହି ପରାମର୍ଶ ଦେଇଛନ୍ତି । ଆଜି ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି, ବିଜେଡିର ପୋଲାଭରମ!-->…
ଓଏସଏସଏସସି ଅଫିସ ଘେରିଲେ ପରୀକ୍ଷାର୍ଥୀ, ଦାବି କଲେ ପୁନଃ ପରୀକ୍ଷା
ଭୁବନେଶ୍ବର: ଭୁବନେଶ୍ବର ଓଟ୍ରିପଲ-ଏସସି ଅଫିସ ଘେରିଲେ ଶହ ଶହ ପରୀକ୍ଷାର୍ଥୀ । ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ଓଟ୍ରିପଲ-ଏସସି ଅଫିସ ଘେରାଉ କରିଛନ୍ତି । ଯୋଗ୍ୟ ପରୀକ୍ଷାର୍ଥୀମାନେ ମେରିଟ୍ ତାଲିକାରୁ ବାଦ୍ ପଡ଼ିବାରୁ ପରୀକ୍ଷାର୍ଥୀମାନେ ପ୍ରତିବାଦ କରି ଦାୟିତ୍ୟହୀନତାକୁ ଦୋଷାରୋପ କରି!-->…