Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କିଏ ଆଉ ଦଳ ଛାଡ଼ିବେ : ବଡ଼ ବୟାନ ଦେଲେ ବରିଷ୍ଠ ବିଜେଡି ନେତା ଅମର ଶତପଥୀ
ଭୁବନେଶ୍ୱର,୭।୯: ଏମ୍ପିମାନେ ଦଳ ଛାଡିଲେ ବଡ ପ୍ରଭାବ ପଡ଼ିବ । ଏହା କହିଛନ୍ତି ବରିଷ୍ଠ ବିଜେଡି ନେତା ଅମର ଶତପଥୀ । ଏଭଳି ବଡ ବୟାନ । ଦେଇ ସେ କହିଛନ୍ତି, ମୋ ପାଖେ ତଥ୍ୟ ନାହିଁ, କିଏ ଆଉ ଦଳ ଛାଡିବେ । ଏ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେନେଇ ଆମକୁ ଆତ୍ମନିରୀକ୍ଷଣ କରିବାର ଆବଶ୍ୟକତା!-->…
ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା
ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ରାଜ୍ୟ ବାହାରେ ଥିବା ମହିଳା ବି ଏବେ ସୁଭଦ୍ରା ଯୋଜନାର ଲାଭ ପାଇପାରିବେ।
!-->!-->!-->…
ବିଜେଡିରେ ବହୁତ ବରିଷ୍ଠ ନେତା ଓ କର୍ମୀ ଅସନ୍ତୁଷ୍ଟ ଅଛନ୍ତି: ମମତା ମହାନ୍ତ
ଭୁବନେଶ୍ବର : ସୁଜିତ କୁମାର ରାଜ୍ୟସଭା ଓ ପରେ ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ବିଜେପିରେ ମିଶିଛନ୍ତି। ଏହାକୁ ନେଇ ଆଜି କଡ଼ା ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ। ସେ କହିଛନ୍ତି, ବିଜେଡିରେ ବହୁତ ବରିଷ୍ଠ ନେତା ଓ କର୍ମୀ ଅସନ୍ତୁଷ୍ଟ ଅଛନ୍ତି। ହୁଏତ ସେମାନେ!-->…
ଫୁଡ୍ ଷ୍ଟଲରେ ଚଢ଼ାଉ କଲା ସିଏମସି; ନଷ୍ଟକଲା ବାସି ଖାଦ୍ୟ
କଟକ : କଟକ ରାଣୀହାଟ ଛକର ରାସ୍ତାକଡ଼ରେ ଥିବା ବିଭିନ୍ନ ଫୁଡ୍ ଷ୍ଟଲରେ ଚଢ଼ାଉ କରି ଖାଦ୍ୟମାନ ଯାଞ୍ଚ କରିଛି ସିଏମସି। କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ସମେତ ଅନ୍ୟ ଅଫିସର୍ ଏହି ଯାଞ୍ଚରେ ସାମିଲ ହୋଇଥିଲେ।ରାଣୀହାଟ, କଲେଜ ଛକ, ଯୋବ୍ରା!-->…
ଭୁବନେଶ୍ୱରରେ ବୁକିଂ, ଢେଙ୍କାନାଳରେ ଫିଙ୍ଗି ଦେଇ କାର୍ ନେଇଗଲେ
ଭୁବନେଶ୍ୱରରେ ଉବେରରେ କାର୍ ବୁକିଂ କରିଥିଲେ। ଆଉ ଢେଙ୍କାନାଳ ଜଙ୍ଗଲରେ ଚାଳକକୁ ମାଡ଼ ମାରି ଫିଙ୍ଗି ଦେଲେ। ପରେ କାର୍ ନେଇ ପଳାଇ ଯାଇଥିଲେ ୩ ଦୁର୍ବୃତ୍ତ। ଲୁଟ୍ର ପ୍ରାୟ ୧୧ ଦିନ ପରେ ପୁଲିସ୍ କାର ଜବତ କରିବା ଦୁଇ ଲୁଟେରାଙ୍କୁ ଗିରଫ କରିଛି। ଗିରଫ କାର୍ ଲୁଟେରାମାନେ ଭୁବନେଶ୍ୱର!-->…
୧.୩୨ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଏମ୍ଭିଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୂଆପଡ଼ା ମୋଟର ଭେଇକିଲ ଇନ୍ସପେକ୍ଟର (MVI) ବିଜୟ କୁମାର ବେହୁରିଆ। ନଗଦ ୧ଲକ୍ଷ ୩୨ ହଜାର ଟଙ୍କା ନେଇ ନୂଆପଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ।ଏକ ଘରୋଇ ଗାଡ଼ିରେ ବିଜୟ କୁମାର ବେହୁରିଆ ଭୁବନେଶ୍ୱର ଅଭିମୁଖେ!-->…
ଅଯଥା ଭିଡ଼ କରନ୍ତୁ ନାହିଁ କି ନିଜେ ହଇରାଣ ହୁଅନ୍ତୁ ନାହିଁ: ପ୍ରଭାତୀ ପରିଡା
ଭୁବନେଶ୍ୱର: ରାଜ୍ୟରେ ଲୋକାଭିମୁଖୀ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ ପରଠାରୁ ଆଧାର କେନ୍ଦ୍ର, ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ଆଦି ବିଭିନ୍ନ ସ୍ଥାନରେ ଭିଡ ଦେଖିବାକୁ ମିଳୁଛି। କେତେବେଳେ ସର୍ଭର ଡାଉନ ତ କେତେବେଳେ ଅନ୍ୟାନ୍ୟ ସମସ୍ୟା ଯୋଗୁ ସେବା ସଂସ୍ଥାଗୁଡିକ ସମୟ ନେଉଛନ୍ତି।!-->…
ଜବାହାର ନବୋଦୟ ବିଦ୍ୟାଳୟରେ ରାଗିଂ ଅଭିଯୋଗ ଘଟଣା, ୯ ଛାତ୍ରଛାତ୍ରୀ ନିଲମ୍ବିତ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ତରବୋଡ ଜବାହାର ନବୋଦୟ ବିଦ୍ୟାଳୟରେ ରାଗିଂ ଅଭିଯୋଗ ଘଟଣା । ୯ ଛାତ୍ରଛାତ୍ରୀ ନିଲମ୍ବିତ । ନିଲମ୍ବନ କଲେ ଅଧ୍ୟକ୍ଷ । କାର୍ଯ୍ୟାନୁଷ୍ଠାନ ପରେ ଆନ୍ଦୋଳନରୁ ଓହରିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏନେଇ ସୂଚନା ଦେଇଛନ୍ତି ନୂଆପଡ଼ା ଉପଜିଲ୍ଲାପାଳ । ଗୁରୁ!-->…
ଭଦ୍ରକରେ ଟେକ୍ସଟାଇଲ ଓ ପାରାଦୀପରେ ମେଗା ଫିଡ କ୍ରାକର ପ୍ଲାଣ୍ଟ: ଶ୍ରମ ମନ୍ତ୍ରୀ
ଭୁବନେଶ୍ୱର: ଭଦ୍ରକରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ ପାର୍କ l ଏଥିସହ ପାରାଦୀପରେ ମେଗା ଫିଡ୍ କ୍ରାକର୍ ପ୍ଲାଣ୍ଟ ମଧ୍ୟ ପ୍ରତିଷ୍ଠା ହେବ l ପ୍ଲାଣ୍ଟର ବାୟୋ ପ୍ରଡକ୍ଟ ଭଦ୍ରକ ଟେକ୍ସଟାଇଲ ପାର୍କରେ ବ୍ୟବହାର କରାଯିବ । ଆଇଓସିଏଲ ସହ ମିଳିତ ଭାବେ ଏହି କାମ ହେବ ବୋଲି ବିଧାନସଭାରେ ବିବୃତ୍ତି!-->…
ରାଜଧାନୀରେ ମାତିଛନ୍ତି ଜମି ଜବର ଦଖଲକାରୀ, ୩ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ
ରାଜଧାନୀରେ ମାତିଛନ୍ତି ଜମି ଜବରଦଖଲକାରୀ । ୩ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ଇନ୍ଫୋସିଟି ଥାନା ନିକଟସ୍ଥ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ଘରକୁ ଜବର ଦଖଲ କରିବା ପାଇଁ ଉଦ୍ୟମ କରିଥିଲେ ୧୦ ରୁ ୧୫ ଦୁର୍ବୃତ୍ତ । ଏହି ଦୁର୍ବୃତ୍ତ ମାନେ ଜେସିବି ଲଗାଇ ଘର ଗେଟ ପାଚେରୀ ଭାଙ୍ଗିଥିଲେ!-->…