Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୧୮ରେ ଖୋଲିବ ସ୍କୁଲ; ପ୍ରଥମ ଦିନରୁ ମିଳିବ ମଧ୍ୟାହ୍ନ ଭୋଜନ
ଭୁବନେଶ୍ବର : ଗ୍ରୀଷ୍ମ ଛୁଟି ପରେ ଆସନ୍ତା ଆସନ୍ତା ୧୮ ତାରିଖରୁ ଖୋଲିବ ସ୍କୁଲ୍। ସ୍କୁଲ୍ ଖୋଲିବାର ପ୍ରଥମ ଦିନରୁ ହିଁ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ପିଏମ୍ ପୋଷଣ ରାଜ୍ୟ ନୋଡାଲ!-->…
କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ ସାହିତ୍ୟ ଏବଂ ଯୁବ ପୁରସ୍କାର ଘୋଷିତ
ନୂଆଦିଲ୍ଲୀ : କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦାନ କରାଯାଉଥିବା ବାଲ୍ ପୁରସ୍କାର ଓ ଯୁବ ପୁରସ୍କାର ଘୋଷଣା କରାଯାଇଛି। ଆଜି ଗୁଜରାଟର ନର୍ମଦା ଜିଲ୍ଲାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ବୈଠକରେ ଏହି ଘୋଷଣା କରାଯାଇଛି।୨୦୨୪ ବର୍ଷ ପାଇଁ କେନ୍ଦ୍ର!-->…
ପୋଲିସ ତଦନ୍ତ କୁ ନେଇ ଉଠିଲା ଆଙ୍ଗୁଠି : ପାଉଁଶ ତଳର ନିଆଁ ନେଲା ଉଗ୍ର ରୂପ…
ମାରାଣ ଅସ୍ତ୍ର ଥିବା ଗାଡିକୁ ପୋଲିସ ଛାଡିଲା କାହିଁକି...???
ଗ୍ରାମବାସୀଙ୍କୁ ଭୁଆ ବୁଲାଇ ଗ୍ୟାସ ସିଲିଣ୍ଡର ଲୁଟିନେଲେ ବିତରକ…
ମାଲକାନଗିରି : କେନ୍ଦ୍ରସରକାରଙ୍କ ବହୁବିଧ ଯୋଜନା ମଧ୍ୟରୁ ଉଜାଲା ଗ୍ୟାସ ପ୍ରତି ଘରକୁ ଯୋଗାଇବା ଏକ ଚ୍ୟାଲେଞ୍ଜ ହୋଇପଡ଼ିଥିଲା l ଦୀର୍ଘ ଦିନ ହେବ ଗ୍ରାମଞ୍ଚଳର ମହିଳାମାନେ ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହୀତ କରିବା ସହ ନିଜନିଜର ରୋଷଇକାମ ସମ୍ପାଦନ କରୁଥିଲେ ଯାହାଦ୍ୱାରା ଦିନକୁ ଦିନ!-->!-->!-->…
‘ଏକାଧିକ ସିମ୍ ବ୍ୟବହାର କରୁଥିଲେ ଦେବାକୁ ହେବ ଶୁଳ୍କ’ ସମ୍ପୂର୍ଣ୍ଣ ମିଥ୍ୟା
ଭୁବନେଶ୍ବର : ଅନେକ ସମୟରେ ଜନସାଧାରଣଙ୍କୁ ମିଥ୍ୟା ସୂଚନା ଜରିଆରେ ବିଭ୍ରାନ୍ତ କରିବା ନୂଆ କଥା ନୁହେଁ। ସେମିତି ଏକ ସମ୍ବାଦ ଗତ ୨/୩ ଦିନ ହେବ ଲୋକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷ କରି ଯେଉଁମାନେ ୧ରୁ ଅଧିକ ସିମ ବ୍ୟବହାର କରୁଛନ୍ତି ଓ ସେଥିମଧ୍ୟରୁ ବହୁ ସମୟ ଧରି ରିଚାର୍ଜ!-->…
ଓଡିଆ ଅସ୍ମିତା, ଅସ୍ତିତ୍ୱ ଓ ପରମ୍ପରାକୁ ଆମେ ଭୁଲିନୁ, ଆଗକୁ ଏହା ଉପରେ ଆହୁରି ଗୁରୁତ୍ୱ ଦିଆଯିବ-ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ସମୟ ଥିଲା ଅପରାହ୍ନ। ରାଜ୍ୟ ସଂଗ୍ରହାଳୟରେ ହଜାର ହଜାର ପୁଅ, ଝିଅ ଓ ଦର୍ଶକମାନଙ୍କ ଭିଡ। ପାରମ୍ପରିକ ଲୋକକଳା, ଲୋକନୃତ୍ୟ, ଲୋକବାଦ୍ୟରେ ଭରି ଉଠୁଥିଲା ସଂଗ୍ରହାଳୟ ପରିସର। ଏହି ସମୟରେ ଆସି ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ହୁଳହୁଳି, କରତାଳି ଓ ପାରମ୍ପରିକ!-->…
ପାନ ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ଦୁଇଜଣଙ୍କ ଜୀବନ
କାକଟପୁର: ଅସ୍ତରଙ୍ଗ କାକଟପୁର ନିକଟ ଜଗନ୍ନାଥପୁରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ପାନ ବୋଝେଇ ପିକ୍ଅପ୍ ଭ୍ୟାନ୍। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତଙ୍କୁ!-->…
ମହାପ୍ରଭୁଙ୍କ ନୀତିରେ ବିଳମ୍ବ
ପୁରୀ,୧୪ା୬: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ଶୁକ୍ରବାର ବିଳମ୍ବ ହୋଇଛି। ରାତ୍ର ପହୁଡ଼ ବିଳମ୍ବ ହେବାରୁ ଦ୍ବାର ଫିଟା ନୀତି ବିଳମ୍ବ ହୋଇଥିବା ଜଣାପଡ଼ିଛି। ତେବେ ଦ୍ବାର ଫିଟା ନୀତି ବିଳମ୍ବ ହେବାରୁ ମଙ୍ଗଳ ଆଳତି ମଧ୍ୟ ବିଳମ୍ବ ହୋଇଛି। ନୀତି ବିଳମ୍ବରେ ଚାଲିଥିବାରୁ ସାଧାରଣ ଦର୍ଶନ!-->…
ରାସ୍ତାରେ ଯାଉଥିବା ବେଳେ ମା’, ଝିଅଙ୍କୁ ଆକ୍ରମଣ
ସମ୍ବଲପୁର,୧୪।୬: ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଦାନୀପାଲି ଗାଁରେ ଏକ ଅଭାବନୀୟ ଘଟିଣା ଘଟିଛି। ରାସ୍ତାରେ ଯାଉଥିବା ବେଳେ ମା’ଏବଂ ଝିଅଙ୍କୁ ଜଣେ ଯୁବକ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।!-->…
ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇ ଜଳିଗଲା କାର୍
କରଞ୍ଜିଆ : ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇ ଜଳିଗଲା କାର୍। ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ କାର ଭିତରେ ଥିବା ୩ ଜଣ ଯୁବକଙ୍କ ଜୀବନ ବଞ୍ଚି ଯାଇଛି। ତେବେ ସେମାନଙ୍କ ଭିତରୁ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗ ଜନକ ଥିବା ଜଣାପଡ଼ିଛି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ!-->…