Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଜାମୁ କାଶ୍ମୀରରେ ଆତଙ୍କବାଦୀଙ୍କ ହାମଲା କୁ ଦମନପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର…
ଛତ୍ରପୁର, : ଜାମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୦ ଜଣ ନିର୍ଦ୍ଦୋଷ ହିନ୍ଦୁଙ୍କ ଜୀବନ ହାନି ଘଟିଲା ।ଏହାର ପ୍ରତିବାଦରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଭାରତ ବାସୀ ଙ୍କ ସୁରକ୍ଷା ଓ ହିନ୍ଦୁ ଧର୍ମର ସୁରକ୍ଷା ନିମିତ୍ତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ପାଳଙ୍କୁ!-->…
ନୂଆ ସରକାର ପ୍ରତିଶୋଧ ପରାୟଣ ନହୋଇ ପ୍ରତିଶ୍ରୁତି ପାଳନ କରିବେ ବୋଲି ଆଶା: ଶଶୀଭୂଷଣ ବେହେରା
ଭୁବନେଶ୍ୱର: ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ନେଇ ବିଜେଡ଼ିର ବରିଷ୍ଠ ନେତା ଶଶୀଭୂଷଣ ବେହେରା ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଆଦିବାସୀ ଯୁବକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ମୁଁ ତାଙ୍କୁ ଶୁଭେଛା ଜଣାଉଛି ବୋଲି ସେ କହିଛନ୍ତି। ପ୍ରଥମ ଦିନରୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି!-->…
ବଜ୍ରପାତରେ ଖସିପଡ଼ିଲା ଖିଚିଂ କିଚକେଶ୍ବରୀ ମନ୍ଦିରର କଳସ-ତ୍ରିଶୁଳ-ପତାକା
ରାଇରଙ୍ଗପୁର/ଶୁକ୍ରୁଳି: ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀ ମନ୍ଦିର ଉପରେ ଗୁରୁବାର ଦିନ ବଜ୍ରପାତ ହୋଇଛି। ଫଳରେ ମନ୍ଦିରର ଶୀର୍ଷ ଭାଗରେ ଲାଗିଥିବା କଳସ-ତ୍ରିଶୁଳ-ପତାକା ଖସିପଡ଼ିଛି।ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଶୁକ୍ରୁଳି ବ୍ଲକ୍ ଖିଚିଂ ଠାରେ ଥିବା ମା!-->…
ବାଡ଼ିରେ ପିଟିପିଟି ପତ୍ନୀକୁ ହତ୍ୟା କଲା ସ୍ୱାମୀ
ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ଥାନା ନନ୍ଦୁର ପଞ୍ଚାୟତ ଅଧିନ ଅସୁରିଆ ଗାଁରେ ଗତରାତିରେ ନିଶାସକ୍ତ ଅବସ୍ଥାରେ ବାଡ଼ିରେ ପିଟିପିଟି ପତ୍ନୀକୁ ହତ୍ୟା କଲା ସ୍ୱାମୀ। ଏନେଇ ଖଇରା ଥାନା କେଶ ନମ୍ବର ୧୧୮/୨୪ ରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ ଚଳାଇଛି।!-->…
ଶ୍ରୀମନ୍ଦିର ୪ ଦ୍ବାର ଖୋଲାଯିବା ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସୁଦର୍ଶନ ପଟ୍ଟନାୟକ
ପୁରୀ: ଶ୍ରୀମନ୍ଦିର ୪ ଦ୍ବାର ଖୋଲାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୃତଜ୍ଞତା ଜଣାଇଛନ୍ତି।ସେ ନିଜ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ପ୍ରତିଶ୍ରୁତି ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିରର!-->…
ଖୋଲିଲା କନଷ୍ଟେବଳ ହତ୍ୟାକାଣ୍ଡର ରହସ୍ୟ
ବଲାଙ୍ଗିର : ବହୁ ଚର୍ଚ୍ଚିତ ପୁଲିସ କନଷ୍ଟେବଳ ଶଙ୍କରଭାନୁ ବେହେରା ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ମାମଲାରେ ବଲାଙ୍ଗିର ପୁଲିସ୍ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ରାଜ୍ୟ ବାହାରୁ ଗିରଫ କରାଯାଇଛି। ହୀରା ବ୍ୟବସାୟକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୁଲିସ୍!-->…
ବଦଳିଲା ସରକାର, ପ୍ରତିଶ୍ରୁତି କାର୍ଯ୍ୟକାରୀ ହେବ କେବେ ?
ରାଉରକେଲା: ବଦଳିଲା ସରକାର। କାର୍ଯ୍ୟକାରୀ ହେବ କି ବର୍ଷ ବର୍ଷ ଧରି ଘୋଷଣାରେ ଅଟକିଥିବା ରାଉରକେଲା କମିସନରେଟ୍ ବ୍ୟବସ୍ଥା। ସ୍ଥାପନ ହେବ କି ବହୁ ପ୍ରତୀକ୍ଷିତ ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ଓ ରାଉରକେଲା ମେଡ଼ିକାଲ କଲେଜ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆୟୋଜିତ ବିଶାଳ ଜନସଭାରେ!-->…
ଗେଷ୍ଟହାଉସରୁ କାର୍ଯ୍ୟ ଆରମ୍ଭ କଲେ ନୂଆ ମୁଖ୍ୟମନ୍ତ୍ରୀ: ୧୦୦ଦିନର କାର୍ଯ୍ୟକ୍ରମ ପ୍ରସ୍ତୁତ ପାଇଁ କସରତ
ଭୁବନେଶ୍ବର : ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ମାତ୍ର ୨୪ଘଣ୍ଟା ନପୁରୁଣୁ ଗୋଟିଏପରେ ଗୋଟିଏ ଆଖିଦୃଶିଆ ପଦକ୍ଷେପ ନେବାରେ ଲାଗିଛନ୍ତି । ନୂଆ ସରକାର ଶପଥ ସମାରୋହର ମାତ୍ର ୩ଘଣ୍ଟା ଭିତରେ କ୍ୟାବିନେଟ୍ ବୈଠକ ଡାକି ଓଡ଼ିଶା ଓ ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ୪ଟି ଗୁରୁତ୍ୱପୂର୍ଣ୍ଣ!-->…
NHରେ ସିରିଜ୍ ଦୁର୍ଘଟଣା; ୪ଟି କାର୍କୁ ପିଟିଲା ଟ୍ରକ୍, ଉତ୍ତେଜନା
ଭୁବନେଶ୍ବର : ଭୁବନେଶ୍ୱର ପଳାଶୁଣି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ୪ରୁ ଅଧିକ କାର୍ ଓ ବାଇକ୍କୁ ଧକ୍କା ଦେଇଛି। ଯାହାଫଳରେ କାର୍ ଭିତରେ ବସିଥିବା ଲୋକମାନେ ଆହତ ହୋଇଛନ୍ତି। ଏହାକୁ ନେଇ ଜାତୀୟ ରାଜପଥରେ ଉତ୍ତେଜନା ପ୍ରକାଶ ପାଇଛି। ଭୁବନେଶ୍ୱର କମିଶନରେଟ୍ ପୁଲିସ୍ ଘଟଣା!-->…
ଏଣିକି ଆଉ ଲଗାମଛଡା ହୋଇ ପାରିବେନି ଅଫିସର: କ୍ୟାବିନେଟ ମନ୍ତ୍ରୀ ରବି ନାୟକ
ଭୁବନେଶ୍ବର: ଅଫିସରମାନେ ଏଣିକି ଆଉ ଲଗାମଛଡା ହୋଇ ପାରିବେନି । ମନ୍ତ୍ରୀମାନଙ୍କ ହାତରେ ଲଗାମ ରହିବ । ସରକାର ଠିକ ଭାବରେ ଚାଲିବ ଆଉ ଅଫିସରମାନେ ମଧ୍ୟ ଠିକ ଭାବେ କାମ କରିବେ।ଲୋକଙ୍କର ଆଶା ଆକାଂକ୍ଷାକୁ ଦେଖି ଅଫିସରମାନଙ୍କୁ କାମ କରିବାର ଅଛି ଆଉ ଆମକୁ କାମ କରେଇବାର ଅଛି । ରାଜ୍ୟବାସୀ ଏଇ!-->…