Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜ୍ୟ ବିଜୁ ସେତୁ ଯୋଜନାର ଉପଦେଷ୍ଟାଙ୍କ ନାମରେ ଠକେଇ ଅଭିଯୋଗ କଲେ ଡାକ୍ତର
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଜଣେ ବିଜେଡି ନେତାଙ୍କ ନାମରେ ଉପଖଣ୍ଡ ଚିକିତ୍ସାଳୟର ଜଣେ ଡାକ୍ତର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଡାକ୍ତର ଜଣକ ହେଉଛନ୍ତି ସିନିୟର୍ ମେଡିସିନ ସ୍ପେଶାଲିଷ୍ଟ ସାଗର ଚନ୍ଦ୍ର ନାଏକ। ଡାକ୍ତର ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ ସେ ୨୦୧୮!-->…
୧୦ ନୁହେଁ, ୧୨ରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ତାରିଖ ବଦଳିଛି। ଜୁନ୍ ୧୦ ପରିବର୍ତ୍ତେ ଜୁନ୍ ୧୨ରେ ହେବ ଶପଥ ଗ୍ରହଣ ସମାରୋହ। ବିଜେପି ରାଜ୍ୟ ମୁଖପାତ୍ର ଯତୀନ ମହାନ୍ତି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୧ ତାରିଖରେ ବିଧାୟକ ଦଳ ବୈଠକ ବସିବ। ସେଠାରେ!-->…
‘ଯେଉଁମାନେ କଂସ, ସେମାନଙ୍କୁ ଓଡ଼ିଶାବାସୀ ଜବାବ ଦେଇଛନ୍ତି’
ଭୁବନେଶ୍ବର : ଜେଲ୍ରୁ ବାହାରିବା ପରେ ଗର୍ଜିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଆଉ କହିଛନ୍ତି, ଯେଉଁମାନେ କଂସ, ଯେଉଁମାନେ ଅନ୍ୟାୟ, ଅତ୍ୟାଚାର ଓ ବ୍ୟାଭିଚାର କରି ଏକ ଛତ୍ରବାଦ ଶାସନ ଚଳାଇଥିଲେ, ଓଡ଼ିଶାବାସୀ ସେମାନଙ୍କୁ ଜବାବ ଦେଇଛନ୍ତି। ଧର୍ମର ଜୟ ହୋଇଛି ବୋଲି ସେ କହିଛନ୍ତିସର୍ତ୍ତ!-->…
ଆର୍ଜିଏଚ୍ରେ ମେସିନ ଖତ ଖାଉଛି, ରୋଗି ହଇରାଣ
ରାଉରକେଲା: ଅନେକ ସମୟରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଧୋକା ଦେଉଛି ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)। ନୂଆ ସରକାର ଦାୟିତ୍ବ ନେବା ପରେ ସମାଧାନର ବାଟ ଫିଟିବ ବୋଲି ଆଶା କରାଯାଉଛି। ଗୋଟିଏ କି ଦୁଇଟି ବିଭାଗରେ ଅନେକ ବିଭାଗରେ ମାସ ମାସ ଧରି ସମସ୍ୟା ଲାଗି ରହୁଛି।!-->…
ଭୁବନେଶ୍ବରରେ ମୋଦି ପୁଣି କରିବେ ରୋଡ୍ ସୋ’
ଭୁବନେଶ୍ବର: ମାସକ ବ୍ୟବଧାନରେ ରାଜଧାନୀ ଭୁବନେଶ୍ବରବାସୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍ ସୋ’ ଦେଖିବେ। ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଆରମ୍ଭ ହେବାର ଅଳ୍ପ ସମୟ ପୂର୍ବରୁ ମୋଦୀ ରୋଡ୍ ସୋ’ କରିବେ। ମୋଦୀଙ୍କ ଏହି ରୋଡ୍ ସୋ’ ଆସନ୍ତା ୧୨!-->…
ଧର୍ମେନ୍ଦ୍ର, ଅଶ୍ୱିନୀ ଓ ଜୁଏଲ ହେବେ ମନ୍ତ୍ରୀ, ପାଇଛନ୍ତି ଫୋନ୍ କଲ୍!
ଭୁବନେଶ୍ବର : ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ଏହା ସହିତ ସେ ତୃତୀୟ ଥର ପାଇଁ ଲଗାତାର ଭାବେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ମୋଦିଙ୍କ ସହିତ ତାଙ୍କ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମଧ୍ୟ ଶପଥ ନେବେ। ଏନ୍ଡିଏର ୫୨ରୁ ୫୫ ଜଣ ସାଂସଦ ମନ୍ତ୍ରୀ!-->…
ରାଜନୀତି ଛାଡ଼ିଲେ ପାଣ୍ଡିଆନ୍, ବିଜେଡି କର୍ମୀଙ୍କୁ ହାତ ଯୋଡ଼ି ଭୁଲ୍ ମାଗିଲେ
ଭୁବନେଶ୍ବର : ବିଜେଡିର ଶୋଚନୀୟ ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କଲେ ଭି.କେ ପାଣ୍ଡିଆନ୍। ଆଜି ସୋଶାଲ୍ ମିଡ଼ିଆରେ ଭିଡିଓ ବାର୍ତ୍ତା ଜାରି କରି ବିଜେଡିରୁ ଅବସର ନେଉଥିବା ଘୋଷଣା କରିଛନ୍ତି। ଏଥିସହ ହାତ ଯୋଡ଼ି ବିଜେଡି କର୍ମକର୍ତ୍ତାଙ୍କୁ ଭୁଲ୍ ମାଗିଛନ୍ତି ଭିକେ ପାଣ୍ଡିଆନ୍।ଭିଡିଓ!-->…
ଫୁଲବାଣୀ ବିଧାୟକ ଉମାଚରଣଙ୍କୁ ମନ୍ତ୍ରୀ ପଦବୀ ପାଇଁ କୁଇ ସମାଜର ଦାବୀ।
ଫୁଲବାଣୀ : ଚଳିତ ୨୦୨୪ ନିର୍ବାଚନରେ ଫୁଲବାଣୀ ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପିର ଉମାଚରଣ ମଲ୍ଲିକଙ୍କୁ ରାଜ୍ୟ ମନ୍ତ୍ରୀ ପରିଷଦରେ ସ୍ଥାନୀତ କରିବା ପାଇଁ କୁଇ ସମାଜ ସେଵା ସମିତି ପକ୍ଷରୁ ଦାବୀ କରାଯାଇଛି। ଏ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ!-->…
କେନ୍ଦୁଝର ବନଖଣ୍ଡରେ ଅଛନ୍ତି ୧୩୫ଟି ହାତୀ
କେନ୍ଦୁଝର: ରାଜ୍ୟରେ ହାତୀ ଗଣନା ଶେଷ ହୋଇଛି। ରିପୋର୍ଟ ଅନୁସାରେ ରାଜ୍ୟରେ ୨୦୯୮ଟି ହାତୀ ରହିଥିବା ବେଳେ କେନ୍ଦୁଝର ବନଖଣ୍ଡରେ ୧୩୫ଟି ହାତୀ ରହିଥିବା ଜଣାପଡ଼ିଛି। ଏଥିରୁ ଛୋଟବଡ଼ ୨୮ଟି ଦନ୍ତା, ୫୮ଟି ମାଈ, ୨୮ଟି ଛୁଆ, ମଧ୍ୟବୟସ୍କ ମାଖନା ହାତୀ ୨ଟି, ଅପ୍ରାପ୍ତ ବୟସ୍କ (ଜୁଭେନାଇଲ) ୧୯ଟି!-->…
କୁଟ୍ଟେଙ୍କ ନିଲମ୍ବନ ହଟିଲା; ଆଶିଷ ସିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିଶ
ଭୁବେନଶ୍ବର : ସାଧାରଣ ନିର୍ବାଚନରେ ବିଜେଡି ସପକ୍ଷରେ କାର୍ଯ୍ୟକରି ନିଲମ୍ବିତ ହୋଇଥିବା ପ୍ରଭାବଶାଳୀ ଆଇପିଏସ ଡିଏସ୍ କୁଟ୍ଟେଙ୍କ ନିଲମ୍ବନକୁ ନିର୍ବାଚନ କମିଶନ ସର୍ତ୍ତମୂଳକ ଭାବେ ହଟାଇ ଦେଇଛନ୍ତି। ଏହାସହିତ ଆଇପିଏସ୍ ଆଶିଷ ସିଂଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ!-->…