Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନିର୍ମାଣାଧିନ ବ୍ରିଜରୁ ଖସିଲା ବୋଲେରୋ, ୨ ମୃତ
ସମ୍ବଲପୁର: ନିର୍ମାଣାଧିନ ବ୍ରିଜରୁ ଖସିଲା ବୋଲେରୋ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ସମ୍ବଲପୁର ଏନ୍ଏଚ୍ ୫୫ ଝାଙ୍କରପାଲୀ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତାହତଙ୍କ ପରିଚୟ ମିଳିନାହିଁ।
ଗତକାଲି ବିଳମ୍ବିତ ରାତିରେ ଛତିଶଗଡର!-->!-->!-->…
୨୨ ସରକାରୀ ବିଦ୍ୟାଳୟ କୁ ସାତ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ…
ଫୁଲବାଣୀ: ସରକାରୀ ବିଦ୍ୟାଳୟରେ ଶିକ୍ଷାର ମାନ ବୃଦ୍ଧି ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିଦ୍ୟାଳୟ ସ୍କୁଲରେ ରୂପାନ୍ତରିତ ହୋଇଛି।ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି। ହେଲେବି ଶିକ୍ଷାଦାନରେ ଗୁଣାତ୍ମକ ମାନ ବୃଦ୍ଧି ହୋଇପାରୁ ନାହିଁ। ଗତ!-->!-->!-->…
ସୀମାନ୍ତରେ ମାଓବାଦୀ ଙ୍କ ପ୍ରେସର ବମ ବିସ୍ପୋରଣ ରେ ଜଣେ ଯୁବକ ଗୁରୁତର…
ମାଲକାନଗିରି,୨।୬ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଯବାନ ଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିବା ଏକ ବୋମା ବିସ୍ପୋରଣରେ ଜଣେ ନିରୀହ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ବିଜାପୁର ଏସପି ଜିତେନ୍ଦ୍ର ଯାଦବଙ୍କ ସୂଚନା ଅନୁଯାଇ ଜିଲ୍ଲାର ତେରେମ ଥାନା!-->!-->!-->…
ଶିକ୍ଷୟିତ୍ରୀଙ୍କୁ ହତ୍ୟା ଘଟଣାରେ ସ୍ୱାମୀ ଗିରଫ
ନୟାଗଡ଼ : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତିପୁର ଗାଁରେ ଶିକ୍ଷୟିତ୍ରୀ ପଦ୍ମିନୀ ପ୍ରଧାନଙ୍କୁ ଶୁକ୍ରବାର କରାଯାଇଥିବା ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ୍।ଆଜି ପୁଲିସ ପଦ୍ମିନୀଙ୍କ ସ୍ୱାମୀ ତପନ ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶିକ୍ଷୟିତ୍ରୀ!-->…
ପୁରୀ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ୧୭ ଆକ୍ରାନ୍ତଙ୍କ ଚିକିତ୍ସା ଜାରି
ଭୁବନେଶ୍ବର/ପୁରୀ: ବହୁଚର୍ଚ୍ଚିତ ପୁରୀ ନରେନ୍ଦ୍ର ପୋଖରୀ ନିକଟରେ ଗତ ବୁଧବାର ଦିନ ରାତି ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ଆଜି ପୁଣି ୨ ଜଣଙ୍କର ମୃତ୍ୟୁ ଘଟିଛି।ଏଥି ସହିତ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୧୭ ଜଣ ବିଭିନ୍ନ ହସ୍ପିଟାଲରେ!-->…
ବୁଥ୍ ବାହୁଡ଼ା ମତ: ଓଡ଼ିଶାରେ ବିଜେଡି-ବିଜେପି କଡ଼ା ମୁକାବିଲା
ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଶନିବାର ଶେଷ ହୋଇଛି। ଆସନ୍ତା ୪ ତାରିଖରେ ଏହାର ଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମର ସହାୟତାରେ ସର୍ଭେ ସଂସ୍ଥାଗୁଡ଼ିକ ବୁଥ୍ ବାହୁଡ଼ା ମତ ପ୍ରକାଶ କରିଛନ୍ତି। ଏଥର ଓଡ଼ିଶା ବିଧାନସଭା!-->…
ବିକାଶ ର ନଗ୍ନ ଚିତ୍ର : ଗାଁ କୁ ନାହିଁ ରାସ୍ତା ,ନା ଅଛି ପିଇବା ପାଣିର ସୁବିଧା…
ଶୁଣିବା ହେଉ ହେ ସରକାର...
ପୁଣି ମାଓଗଡ଼ରେ ଶୁଭିଲା ମାଓବାଦୀ ଙ୍କ ପଦଧ୍ଵନି : କାଲିମେଳା ଡାକ୍ତରଙ୍କୁ ମାଓବାଦୀଙ୍କ ଅପହରଣ ଅଭିଯୋଗ…
ମାଲକାନଗିରି ୨/୦୬ କାଲିମେଳାରେ ଜଣେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ମାଓବାଦୀ ଗତକାଲି ବିଳମ୍ଭିତ ରାତିରେ ଅପହରଣ କରିନେଇଥିବା ଜଣା ପଡ଼ିଛି। ଅପହୃତ ଡାକ୍ତରଙ୍କ ନାଁ ଅମ୍ଲାନ କୁମାର ଭୋଇ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ମାଓବାଦୀମାନେ ସରକାରୀ କ୍ଵାର୍ଟରରେ ସିପିଆଇ ମାଓବାଦୀ ବୋଲି!-->!-->!-->…
ଫୁଲବାଣୀର ୨୩୦ଟି ବୁଥ ପାଇଁ ୨୩ ରାଉଣ୍ଡ ହେବ ଗଣତି…
ଫୁଲବାଣୀ ବିଧାନସଭା ଆସନରେ ଏଥରକ ୧,୪୫,୧୨୪ ଜଣ କରିଛନ୍ତି ମତଦାନ..
ଫୁଲବାଣୀ : ଚଳିତ ବର୍ଷ ର ଅନୁଷ୍ଠିତ ସାଧାରଣ ନିର୍ବାଚନ ପାଇଁ ୪ ତାରିଖ ରେ ହେବ ଭୋଟ ଗଣତି।ଫୁଲବାଣୀ ନିର୍ବାଚନ ମଣ୍ଡଳୀ ପାଇଁ ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ନେଇ ଆୟୋଜିତ!-->!-->!-->!-->!-->…
ଯୁକ୍ତ୨ ନାମଲେଖା: ୭ରୁ ଆବେଦନ
ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ ଯୁକ୍ତ୨ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତ ବିଷୟରେ ନାମଲେଖା ନିମନ୍ତେ ଆସନ୍ତା ୭ତାରିଖଠାରୁ ପ୍ରକ୍ରିୟା ଆରମ୍ବ ହେବ। ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଇଚ୍ଛୁକ ଛାତ୍ରୀଛାତ୍ରମାନେ!-->…