Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବଲାଙ୍ଗିରରେ ବିଜେପି ଉପରେ ଗର୍ଜିଲେ; ବିଜେଡି ନାଁ ଧରିଲେନି
ବଲାଙ୍ଗିର : ନିର୍ବାଚନ ପ୍ରଚାର ନିମନ୍ତେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ବଲାଙ୍ଗିରର କୋଶଳ କଳାମଣ୍ଡଳରେ ଜନ ଆଶୀର୍ବାଦ ସଭାରେ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧି। ହେଲେ ରାଜ୍ୟ ସରକାର ବା ମୁଖ୍ୟମନ୍ତ୍ରୀ କି ବିଜେଡି ବିରୋଧରେ ପଦେ ବି କହିନାହାନ୍ତି। ଏପରିକି ମୁଖ୍ୟମନ୍ତ୍ରୀ!-->…
ଓଡ଼ିଶାରେ ବିଜେପି ସରକାର ଆସିଲେ ରୋଜଗାର ପାଇଁ ଲୋକଙ୍କୁ ବାହାରକୁ ଯିବାକୁ ପଡ଼ିବନି: ଶାହ
ଭୁବନେଶ୍ବର/ସୋରଡ଼ା: ଓଡ଼ିଶାରେ ରୋଜଗାର ଅଭାବ କାରଣରୁ ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟରେ ବିଜେପି ସରକାର ଆସିଲେ ରୋଜଗାର ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଗଂଜାମ ଜିଲ୍ଲା ସୋରଡ଼ାରେ ‘ବିଜୟ ସଂକଳ୍ପ ସମାବେଶ’ରେ ଜୋର ଦେଇ ଏହା!-->…
ଭୁବନେଶ୍ୱରରେ ଜେ.ପି. ନଡ୍ଡା
ଭୁବନେଶ୍ବର:ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସାରିଛନ୍ତି ନଡ୍ଡା। ରାତି ୭ଟା ୫୦ ମିନିଟରେ ଭୁବନେଶ୍ୱରର ଏକ ହୋଟେଲରେ ବିଜେପି ମହିଳା କାର୍ଯ୍ୟକର୍ତ୍ତା ମାନଙ୍କ ସହ ନଡ୍ଡାଙ୍କ ବୈଠକ ରହିଛି।ରାଜ୍ୟ ବିଜେପି ତାର ନିର୍ବାଚନୀ!-->…
ନବୀନ ବାବୁ ବ୍ୟାଗ୍ରେ ଷ୍ଟିକର ମାରି ନିଜେ ଚାଉଳ ଦେଉଛନ୍ତି ବୋଲି କହୁଛନ୍ତି: ଶାହ
ଭୁବନେଶ୍ବର: ଗରିବଙ୍କୁ ଚାଉଳ ଦେବା ପ୍ରସଙ୍ଗ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଗଂଜାମ ଜିଲ୍ଲା ଆସିକା ଲୋକସଭା ଅଧୀନ ସୋରଡ଼ାରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବିଜୟ ସଂପର୍କ ସମାବେଶରୁ ନବୀନଙ୍କୁ ସିଧା ନିଶାନା କରିଛନ୍ତି। ସେ କହିଛନ୍ତି, ଗରିବ!-->…
ଭୋଟରଙ୍କ ସୁବିଧା ପାଇଁ ଉନ୍ମୋଚିତ ହୋଇଛି ‘ମୋ ବୁଥ୍ ଆପ୍’
ଭୁବନେଶ୍ବର: ଭୋଟରଙ୍କ ସୁବିଧା ପାଇଁ ଉନ୍ମୋଚିତ ହୋଇଛି ‘ମୋ ବୁଥ୍ ଆପ୍’। ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏହାକୁ ଉନ୍ମୋଚନ କରିଛନ୍ତି।ସହରାଞ୍ଚଳ ଭୋଟରଙ୍କୁ ସଚେତନ କରାଯିବା ଉଦ୍ଦେଶ୍ୟରେ ’ମୋ ବୁଥ୍ ଆପ୍’ ଗଠନ କରାଯାଇଛି। ଏହି ଆପ୍ ଓ ୱେବସାଇଟ ମାଧ୍ୟମରେ ବୁଥ୍!-->…
ଆସନ୍ତା ଜୁଲାଇରୁ ବିଜେଡି ସରକାର ମାଗଣା ବିଜୁଳି ଦେବେ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବିଜେଡି ସରକାର ମାଗଣା ବିଜୁଳି ଦେବେ। ଆସନ୍ତା ଜୁଲାଇ ମାସ ଠାରୁ ବିଜୁଳି ମାଗଣାରେ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏକ ଜନସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରିୟ ଭାଇ ଓ ଭଉଣୀ ମାନେ। ଆପଣ ମାନକୁ ଜୁହାର। ଏତେ ଦୂରରୁ ଆପଣ ମାନେ!-->…
୧ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ
ବୌଦ୍ଧ : ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚଳାଇ ଥିଲେ ମାଫିଆ ମାନେ। ଠିକ୍ ସେଇ ସମୟରେ ଅବକାରୀ ବିଭାଗ ହଠାତ୍ ଚଢାଉ କରିଥିଲା। ପୁଲିସ ଗାଡ଼ିକୁ ଦେଖି ଜଙ୍ଗଲ ଭିତରେ କୋଟି କୋଟି ଟଙ୍କାର ଗଞ୍ଜେଇ ଛାଡ଼ି ଡିଆଁମାରି ଥିଲେ ମାଫିଆ।ବୌଦ୍ଧ ଜିଲ୍ଲା ବଘିଆପଡ଼ା ପାଣ୍ଡି!-->…
ଆଗାମୀ ୪୮ ଘଣ୍ଟା ପରେ ପୁଣି ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା
ଭୁବନେଶ୍ବର: ଆଗାମୀ ୪୮ ଘଣ୍ଟା ପରେ ପୁଣି ବଢିବ ତାତି। ଏନେଇ ପାଣିପାଗ କେନ୍ଦ୍ର ଭୁବନେଶ୍ୱରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୪୮ ଘଣ୍ଟା ପରେ ରାଜ୍ୟରେ ୨ରୁ ୪ ଡିଗ୍ରି ତାପମାତ୍ରା ବଢିବା ନେଇ ଆକଳନ କରାଯାଇଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା ୬୪!-->…
ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର,୧୪।୫: ମଇଦାନରେ ଶକ୍ତି ପ୍ରଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୬ତାରିଖରେ ରାଜଧାନୀ ଦେଖିବ ବିଜେଡି ସୁପ୍ରିମୋଙ୍କ ଶକ୍ତି ପ୍ରଦର୍ଶନ। କାରଣ ଗୁରୁବାର ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ ।
ରୋଡ ଶୋ’ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି!-->!-->!-->…