Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କଟକରେ ତ୍ରିମୁଖୀ ଲଢ଼େଇ, ପ୍ରଚାର ଜୋରଦାର
କଟକ : କମ୍ପୁଛି ପ୍ରଚାର ମଇଦାନ । ପ୍ରତିଶ୍ରୁତିର ବର୍ଷା କରୁଛନ୍ତି ପ୍ରାର୍ଥୀ । କଟକ ଚୌଦ୍ୱାର ଓ କଟକ ସଦର ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ ପ୍ରଚାର ଜୋର । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର କସରତ । କିଏ ପାଇବ ଜନତାଙ୍କ ସମର୍ଥନ ? ପ୍ରଚାର ମାଧ୍ୟମରେ ପ୍ରତିଯୋଗିତା!-->…
ୟୁରିଆ ଅଖାରେ ଯାଉଥିଲା ୭ କୋଟି ଟଙ୍କା, ଦୁର୍ଘଟଣା ଯୋଗୁ ରାସ୍ତାରେ ବିଛାଡି ହୋଇ ପଡ଼ିଲା
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ପୋଲିସ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛି। ପୂର୍ବ ଗୋଦାବରୀ ଜିଲ୍ଲାରେ ଏକ ଦୁର୍ଘଟଣା ସମୟରେ ରାସ୍ତାରେ ବିଛାଡି ହୋଇ ପଡ଼ିଥିବା ବାକ୍ସଗୁଡ଼ିକରୁ କୋଟି କୋଟି ଟଙ୍କା ଜବତ ହୋଇଛି। ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ!-->…
କାଗଜ ନଦେଖି ନବୀନ ଓଡ଼ିଶାର ୩୦ଟି ଜିଲ୍ଲାର ନାଁ କହିପାରିବେ କି ?
ଫୁଲବାଣୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫୁଲବାଣୀ ସଂକଳ୍ପ ସମାବେଶ ବା ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ। ନବୀନଙ୍କୁ ତୀବ୍ର ସମାଲୋଚନା କରିବା ସହିତ ତାଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛନ୍ତି ମୋଦି। କାଗଜ ନଦେଖି ଓଡ଼ିଶାର ୩୦ଟି ଜିଲ୍ଲାର!-->…
ଏଥର ନିର୍ବାଚନରେ ଓଡ଼ିଶା ଇତିହାସ ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭୁବନେଶ୍ବର: କନ୍ଧମାଳ ଅଭିମୁଖେ ଯାତ୍ରା କରିବା ଆଗରୁ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, ଏହା ସ୍ପଷ୍ଟ ଯେ ଏଥର ନିର୍ବାଚନରେ ଓଡ଼ିଶା ଇତିହାସ ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବରରେ ଗତକାଲି ରୋଡ ସୋ’ର କିଛି ଝଲକ ମଧ୍ୟ!-->…
ଓଡ଼ିଶାରେ ସିଏମ୍ଙ୍କ ଉପରେ ଜଣେ ସୁପର ସିଏମ୍ ଅଛନ୍ତି : ମୋଦୀ
ବରଗଡ଼: ୨୫ ବର୍ଷରେ ଏକ ପୀଢ଼ି ଯୌବନପ୍ରାପ୍ତ ହୋଇଥାଏ। କିନ୍ତୁ ୨୫ ବର୍ଷ ଭିତରେ ଓଡ଼ିଶାରେ ବିଜେଡି ଗରିବୀ ହଟେଇପାରିଲାନି। ସାରା ଓଡ଼ିଶାରେ ବିଜେଡି ବିରୋଧରେ ଲୋକଙ୍କ ମନରେ କ୍ରୋଧ ଅଛି। କେତେ ଦିନ ଆଉ ସହିବା? ବୋଲି ଲୋକେ କହୁଛନ୍ତି। ବିଜେଡି ସରକାର ଭାତହାଣ୍ଡିକୁ ଖାଲି କରିଦେଇଛି।!-->…
ରତ୍ନଭଣ୍ଡାର କଥା ଉଠାଇ ନବୀନ ପଟ୍ଟନାୟକଙ୍କ ସରକାରକୁ ସମାଲୋଚନା କଲେ ମୋଦି
ଫୁଲବାଣୀ : ଶୁକ୍ରବାରଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଫୁଲବାଣୀରେ ଅନୁଷ୍ଠିତ ସଂକଳ୍ପ ସମାବେଶରେ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ଶ୍ରୀମନ୍ଦିର ରତ୍ନଭଣ୍ଡାର କଥା ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ନବୀନ ସରକାରଙ୍କୁ ତୀବ୍ର!-->…
ଏବେ ନବୀନଙ୍କୁ ବିଦାୟ ଦେବାର ବେଳ ଆସିଯାଇଛି : ମୋଦି
ବଲାଙ୍ଗୀର : ‘ବିଜେଡି ସରକାର ବିଦାୟ ନେବ। କାଉଣ୍ଟ ଡାଉନ୍ ଆରମ୍ଭ ହୋଇସାରିଛି। ପୂରା ଓଡ଼ିଶା ଗୋଟିଏ ସ୍ୱରରେ କହୁଛି ଯେ ରାଜ୍ୟରେ ପ୍ରଥମ ଥର ପାଇଁ ହେବ ଡବଲ ଇଞ୍ଜିନ ସରକାର।’ ଶନିବାର ବଲାଙ୍ଗିରରେ ଆୟୋଜିତ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଥା କହିଥିଲେ। ଫୁଲବାଣୀରେ!-->…
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍ ଶୋ’
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତା’ପରେ କଡ଼ା ସୁରକ୍ଷା ମଧ୍ୟରେ ବିମାନବନ୍ଦରରୁ ବାହାରିଲେ ମୋଦି।
!-->!-->!-->…
ଦୁଇ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା, ଅନେକ ଯାତ୍ରୀ ଆହତ
ବୀରମହାରାଜପୁର/ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଧୀନ ହିକୁଡ଼ି ଫାଣ୍ଡିର ଡୁଡୁପାଲି ବୁଲାଣିରେ ଆଜି ରାତିରେ ଦୁଇଟି ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ନିୟନ୍ତ୍ରଣ ହରାଇ ଦୁଇଟି ବସ୍ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଉଭୟ ବସ୍ର ଅନେକଗୁଡ଼ିଏ!-->…
ଅକ୍ଷୟ ତୃତୀୟାରେ ଆରମ୍ଭ ହେଲା ମହାପ୍ରଭୁଙ୍କ ରଥ ନିର୍ମାଣ
ଆଜି ପବିତ୍ର ଅକ୍ଷୟ ତୃତୀୟାରେ ହୋଇଛି ଅଖି ମୁଠି ଅନୂକୂଳ। କ୍ଷେତରେ ବିହନ ବୁଣାର ଅନୁକୂଳ ସହ ଚାଷ କାମର ଶୁଭାରମ୍ଭ କରିଛି ଚାଷୀ। ସେହିପରି ଏହି ପବିତ୍ର ଦିନରେ ପୁରୀରେ ଘୋଷଯାତ୍ରା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରଥ ନିର୍ମାଣ।
ମଧ୍ୟାହ୍ନ ଧୂପ ବଢ଼ିବା ପରେ ମହାପ୍ରଭୁଙ୍କ!-->!-->!-->…