Browsing Category

ଓଡିଶା

ଛତିଶଗଡ଼ରେ ପୁଣି ବଡ଼ ନକ୍ସଲ ଏନକାଉଣ୍ଟର, ୮ ହାର୍ଡକୋର ମାଓବାଦୀ ନିପାତ

ଛତିଶଗଡ଼ରେ ପୁଣି ବଡ଼ଧରଣର ନକ୍ସଲ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ହାର୍ଡକୋର ମାଓବାଦୀ ନିପାତ । ଗଙ୍ଗଲୁର ଥାନା ଅନ୍ତର୍ଗତ ପିଡ଼ିଆ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିଥିଲା। ସୂଚନା ଆଧାରରେ ବିଜାପୁର ଜିଲ୍ଲା ପୋଲିସ ଏବଂ CRPFର କୋବ୍ରା ଯବାନ ସର୍ଚ୍ଚ

୭ ଜିଲ୍ଲାକୁ କାଳବୈଶାଖୀ ସତର୍କତା

ଭୁବନେଶ୍ୱର:ଆଗାମୀ ୩ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନ ହେବାର ଆଶଙ୍କା ରହିଛି। ଏନେଇ ଟ୍ଲିନସିଟି ସମେତ ୭ ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କଲା ପାଣିପାଗ ବିଭାଗ। ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ସମେତ କନ୍ଧମାଳ, ମୟୁରଭଞ୍ଜ ଏବଂ

ପକୁଡ଼ି ଖାଇ ଶିଶୁ ଓ ମହିଳାଙ୍କ ସମେତ ୧୫ ଜଣ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପଞ୍ଚମହଲା ଅନ୍ତର୍ଗତ ଜଗନ୍ନାଥପାଲି ଗ୍ରାମରେ ଶୁକ୍ରବାର ଦିନ ପକୁଡ଼ି ଖାଇ ପନ୍ଦରରୁ ଊର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇଛନ୍ତି। ସମସ୍ତ ଅସୁସ୍ଥ ଲୋକଙ୍କୁ ଉଲୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ସୂଚନା

‘ଷଷ୍ଠଥର ପାଇଁ ଯଦି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନ ହେବେ, ତା’ହେଲେ ମୁଁ ରାଜନୀତିରୁ ସନ୍ୟାସ ନେବି’

ଭୁବନେଶ୍ୱର: ଆଜି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ଧୂଆଁଧାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ଭିକେ ପାଣ୍ଡିଆନ । ଏହି ଅବସରରେ ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ର ଏବଂ ଝାରସୁଗୁଡ଼ା ବିଧାନସଭା ପ୍ରାର୍ଥୀ ଦୀପାଳି ଦାସ ଓ

ତିନି ବ୍ରାଉନ୍ ସୁଗର ବେପାରୀଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

ତିନି ଜଣ ବ୍ରାଉନ୍ ସୁଗର ବେପାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ସ୍ଥିତ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ଜଜ୍‌ଙ୍କ କୋର୍ଟ। ଏହା ସହିତ ଦୋଷୀମାନଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଦାରିଦ୍ର୍ୟ ଓ ମାନବ ବିକାଶ ନିରୀକ୍ଷଣ ସଂସ୍ଥାର କାହାଣୀ ଭିତ୍ତିକ ମୂଲ୍ୟାଙ୍କନ ନୀତି ଆୟୋଗ ସମ୍ମିଳନୀରେ ପ୍ରସଂଶିତ

ଭୁବନେଶ୍ବର:ଓଡ଼ିଶା ସରକାରଙ୍କ ଦାରିଦ୍ର୍ୟ ଓ ମାନବ ବିକାଶ ନିରୀକ୍ଷଣ ସଂସ୍ଥା (PHDMA) ର ସଦସ୍ୟ ସଚିବ ରୂପା ରୋଶନ ସାହୁ PHDMAର ଗୁଣାତ୍ମକ ନିରୀକ୍ଷଣ ଆଭିମୁଖ୍ୟ କିପରି ନୀତି ନିର୍ଧାରଣରେ ସହାୟକ ହୁଏ, ସେହି ବିଷୟରେ ଭାରତ ସରକାରଙ୍କ ନୀତି ଆୟୋଗର ଉନ୍ନୟନ ନିରୀକ୍ଷଣ ଓ ମୂଲ୍ୟାୟନ

ବିଜେଡିର ଇସ୍ତାହାରକୁ ଧମେନ୍ଦ୍ରଙ୍କ କଟାକ୍ଷ: ଫମ୍ପା ପ୍ରତିଶ୍ରୁତି

ସମ୍ବଲପୁର: ବିଜେଡିର ନିର୍ବାଚନୀ ଇସ୍ତାହାରକୁ କଟାକ୍ଷ କରି କହିଲେ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଘୋଷଣାପତ୍ରରେ କିଛି ନୂଆ ନାହିଁ, ଲୋକଙ୍କୁ ଦେଇଛନ୍ତି ଫମ୍ପା ପ୍ରତିଶ୍ରୁତି, ୨୪ ବର୍ଷ ପରେ ମୌଳିକ ସମସ୍ୟାର କିଛି ବି ସମାଧାନ ହୋଇନାହିଁ । ଗତକାଲି ବିଜେଡି ତାର ଇସ୍ତାହାର ପତ୍ର ଜାରି

କୋର୍ଟରେ ହାଜର ହେଲେନି ଅନୁଭବ, ବ୍ୟକ୍ତିଗତ କାରଣ ଦର୍ଶାଇ ମାଗିଲେ ସମୟ

କଟକ: ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ କରାଯାଇଥିବା ଘରୋଇ ହିଂସା ମାମଲାର ଶୁଣାଣିରେ ଆଜି କୋର୍ଟରେ ହାଜର ହୋଇଥାନ୍ତେ ଅନୁଭବ । ହେଲେ ଆଜି କଟକ ଜେଏମଏଫସି ସ୍ୱତନ୍ତ୍ର କୋର୍ଟରେ ହାଜର ହେଲେନି ସାଂସଦ ଅନୁଭବ ମହାନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ଓକିଲଙ୍କ ଜରିଆରେ କୋର୍ଟଙ୍କୁ ସମୟ ମାଗିଲେ

୨୦୩୪ ସୁଦ୍ଧା ଓଡ଼ିଶା ହେବ ଶ୍ରେଷ୍ଠ ରାଜ୍ୟ: ବିଜେଡି

ଭୁବନେଶ୍ବର: ନିର୍ବାଚନୀ ଇସ୍ତାହାରକୁ ନେଇ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ ବିଜେଡି କହିଛି ଯେ ଘୋଷଣାପତ୍ରରେ ସବୁ ବର୍ଗର ଲୋକଙ୍କୁ ଗୁରୁତ୍ୱ ଦିଆଯାଇଛି। ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ବ୍ୟବସ୍ଥା ରହିଛି। ୨୦୩୪ ସୁଦ୍ଧା ଓଡ଼ିଶା ହେବ ଏକ ନମ୍ବର

କଲରା ପତରିଆ ବାଘ ଆକ୍ରମଣରେ ଜଣେ ମୃତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଅଞ୍ଚଳ ମାନକୁଣ୍ଡା ଜଙ୍ଗଲରେ କଲରା ପତରିଆ ବାଘ ଆକ୍ରମଣରେ ଜଣେ ବ୍ୟକ୍ତି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଛି। ସୂତ୍ରରୁ ପ୍ରକାଶ ଯେ ନାକାଟିଦେଉଳ ରେଞ୍ଜ ଅନ୍ତର୍ଗତ ସାହେବୀ