Browsing Category

ଓଡିଶା

ଭୁଶୁଡ଼ିଲା ପୁରୀ ରେଳଷ୍ଟେସନରେ ନିର୍ମାଣାଧୀନ ଛାତ, ୪ ଶ୍ରମିକ ଆହାତ

ପୁରୀ: ପୁରୀରେ ନିର୍ମାଣଧୀନ ଛାତ ଭୁଶୁଡିପଡିଲା  ।ପୁରୀ ରେଲଓ୍ବେ  ଷ୍ଟେସନରେ ନିର୍ମାଣଧୀନ କୋଠା ଛାତ ଭୁଶୁଡିପଡିଲା । ଘଟଣାସ୍ଥଳରୁ ୪ ଶ୍ରମିକଙ୍କୁ ଆହାତ ଅମସ୍ଥାରେ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ୪ ଶ୍ରମିକଙ୍କୁ ପୁରୀ ବଡ ମଡେକାଲରେ ଭର୍ତ୍ତି କରାଯାଇଛି। ନବନିର୍ମିତ କୋଠାର ଛାତ

ଅସହ୍ୟ ଗ୍ରୀଷ୍ମ : ଅନୁଗୋଳରେ ସର୍ବାଧିକ ତାପମାତ୍ରା ୪୪.୭ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୪୪.୬

ଭୁବନେଶ୍ବର : ତାତିରେ ରେକର୍ଡ କଲା ଶିଳ୍ପ ନଗରୀ ଅନୁଗୋଳ। ତା’ ତଳକୁ ଅଛି ରାଜଧାନୀ ଭୁବନେଶ୍ୱର। ଆଜି ଅନୁଗୋଳରେ ସର୍ବାଧିକ ତାପମାତ୍ରା ୪୪.୭ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୪୪.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୩୩ ସହରରେ ତାପମାତ୍ରା ୪୦ଡ଼ିଗ୍ରୀ କିମ୍ବା

୩ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା BJD, କଟିଲା ଦୁଇ ବିଧାୟକଙ୍କ ଟିକେଟ

ଭୁବନେଶ୍ବର : ଆଉ ୩ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ବେଗୁନିଆରୁ ପ୍ରଦୀପ ସାହୁ ଓ ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ପ୍ରାର୍ଥୀ ହୋଇଛନ୍ତି। ଆଜି ସୁଦ୍ଧା ବିଜେଡି ୧୪୪ ଆସନରେ

ନିର୍ବାଚନ ଲଢ଼ିବେ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ୍‌!

କଟକ : କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଝିଅଙ୍କ ସୋଫିଆ ଫିର୍ଦ୍ଦୋସ୍‌ ରାଜନୀତି ଓହ୍ଲାଇବେ। ବିଧାୟକ ପ୍ରାର୍ଥୀ କରିବା ପାଇଁ ଆଜି ତାଙ୍କ ନାଁ ସୁପାରିସ୍‌ କରିଛି ପ୍ରଦେଶ କଂଗ୍ରେସ। ଏନେଇ AICCକୁ ପ୍ରସ୍ତାବ ଦିଆଯାଇଛି। ତାହା ଉପରେ AICC ବିଧିବଦ୍ଧ ନିଷ୍ପତ୍ତି ନେବ ବୋଲି ସୂଚନା

ହାତରେ ଠେଙ୍ଗାଧରି ଚେତାବନୀ ଦେଲେ ମହିଳା

କଟକ : ‘ଗାଁ ରାସ୍ତା ଅବସ୍ଥା ଶୋଚନୀୟ। ପାଣି ଓ ଆଲୋକ ସମସ୍ୟାର ବି’ ସମାଧାନ କରାଯାଉ ନାହିଁ। ବର୍ଷବର୍ଷ ଧରି ପ୍ରଶାସନକୁ ଗୁହାରି କରି ନୟାନ୍ତ ହେଲୁଣି। ଆଉ ନିର୍ବାଚନରେ ଭୋଟ ଦେବୁନି।’ ହାତରେ ଠେଙ୍ଗାଧରି ଏହିଭଳି ଚେତାବନୀ ଦେଇଛନ୍ତି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ

ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ପୁରୀ : ପୁରୀ ସହରରେ ବ୍ୟାପିଛି ଝାଡ଼ାବାନ୍ତି। ଶ୍ରୀକ୍ଷେତ୍ରର ବିଭିନ୍ନ ଅଞ୍ଚଳରେ ଅଣାୟତ୍ତ ହେଲାଣି ଝାଡ଼ାବାନ୍ତି । ଏଯାବତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପୁରୀରେ ୨ ଜଣ ଆଖି ବୁଜି ସାରିଥିବା ବେଳେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣ ମେଡିକାଲରେ

କାଲି ହାଇଭୋଲଟେଜ ପ୍ରଚାର; ମଇଦାନକୁ ଓହ୍ଲାଇବେ ନଡ୍ଡା ଓ ରାହୁଲ

ଭୁବନେଶ୍ବର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଥିବେଳେ କ୍ୟାମ୍ପେନ୍‌ରେ କମ୍ପୁଛି ମଇଦାନ। ପ୍ରଚାର ପାଇଁ ମଇଦାନକୁ ଓହ୍ଲାଉଛନ୍ତି କଂଗ୍ରେସ, ବିଜେପି ଓ ବିଜେଡି ଦଳର ଷ୍ଟାର ପ୍ରଚାରକ। ହେଲେ କାଲି ହେବ ହାଇଭୋଲଟେଜ ପ୍ରଚାର। କାଲି ରାଜ୍ୟରେ ଦୁଇ ହେଭିୱେଟ କରିବେ

୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ନବରଙ୍ଗପୁର ସାଂସଦ ପାର୍ଥୀ ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝି ଏକ ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ବିରୁଦ୍ଧରେ ଗର୍ଜିଛନ୍ତି। ଶାସକ ଦଳ ପାଇଁ ପ୍ରଚାରରେ ଆସି ଭି କେ ପାଣ୍ଡିଆନ କିପରି

ଜଳିଗଲା ୩୬ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌, ସମସ୍ତ ଯାତ୍ରୀ ସୁରକ୍ଷିତ

ମୁମ୍ବାଇ : ଚାହୁଁ ଚାହୁଁ ଜଳି ଗଲା ଯାତ୍ରୀବାହୀ ବସ୍‌। ବସ୍‌ରେ ଥିଲେ ୩୬ ଯାତ୍ରୀ। ଏହି ପୂରା ଘଟଣା ଏକ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ ଜାତୀୟ ରଜପଥରେ ଏକ ଘରୋଇ ବସ୍‌ରେ ଆଜି ସକାଳୁ ହଠାତ୍‌ ଅଗ୍ନିକାଣ୍ଡ