Browsing Category

ଓଡିଶା

ମହାପ୍ରଭୁଙ୍କ ଦର୍ଶନ କଲେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ

ପୁରୀ : ମହାପ୍ରଭୁଙ୍କ ଦର୍ଶନ କଲେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ। ପୁରୀ ଶ୍ରୀମନ୍ଦିରରେ ପ୍ରାୟ ଘଣ୍ଟାଏ ବିତେଇବା ସହ ମହାପ୍ରସାଦ ସେବନ କରିଛନ୍ତି । ସାଇନା କହିଛନ୍ତି, ଶ୍ରୀଜିଉଙ୍କ ଉପରେ ସମସ୍ତଙ୍କ ଆସ୍ଥା ରହିଛି । ଆଳତି ଦର୍ଶନ କରିବାର ସୌଭାଗ୍ୟ ପାଇ ଖୁବ୍ ଖୁସି। 

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍‌ସ ଭୁବନେଶ୍ୱରରେ କାର୍ଯ୍ୟକରୁଛି ସ୍ୱତନ୍ତ୍ର ୟୁନିଟ୍

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ କାରଣରୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ହିଟ୍‌ ଷ୍ଟ୍ରୋକ୍ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍‌ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍ ଷ୍ଟ୍ରୋକ୍ ୟୁନିଟ୍‌ କାର୍ଯ୍ୟକାରୀ ହୋଇଛି। ଅସହ୍ୟ ଗ୍ରୀଷ୍ମ କାରଣରୁ ଦେଖାଯାଉଥିବା ସନ୍‌ ଷ୍ଟ୍ରୋକ୍‌ ତଥା

ଶିମିଳିପାଳରେ ବାଘ ସୁରକ୍ଷିତ

ଶିମିଳିପାଳ : ଶିମିଳିପାଳରେ ବାଘ ସୁରକ୍ଷିତ। କିଛି ଦିନ ଧରି ଶିମିଳିପାଳରେ ନିଆଁ ଲାଗିଛି। ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି ହେଲେ କୋର୍ ଏରିଆରେ ବାଘ ସୁରକ୍ଷିତ ରହିଛନ୍ତି। ଆଜି ଏନେଇ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ। ଏଥିସହ ସେ ଏକ ଛୋଟ ବାଘ

ଗୋପବନ୍ଧୁଙ୍କ ଷଠିଘରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ କଂଗ୍ରେସ ପକ୍ଷରୁ ନିର୍ବାଚନ ପ୍ରଚାର ଆରମ୍ଭ

ସୁଆଣ୍ଡୋ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ କଂଗ୍ରେସ ଦଳର ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଓ ସତ୍ୟବାଦୀ ବିଧାନସଭା ପ୍ରାର୍ଥୀ ମନୋଜ ରଥ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ଓଡିଶାର ପ୍ରଥମ କଂଗ୍ରେସ ସଭାପତି ପୁଣ୍ୟାତ୍ମା ଗୋପବନ୍ଧୁ

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର ରାଉତରାୟଙ୍କ ଫଟୋ ଦେଖିବାକୁ ମିଳିଛି । ଯାହାକୁ ନେଇ ଆଲୋଚନା ତୀବ୍ର ହୋଇଛି। କେବଳ ଏତିକି ନୁହେଁ ଫଟୋରେ ବିଜେଡି ସୁପ୍ରିମୋ ନବୀନ

ଗୁଗଲରେ ଚାକିରି ଖୋଜୁ ଖୋଜୁ ଆକାଉଣ୍ଟରୁ ୬୦ ହଜାର ଗାଏବ

ବାଲେଶ୍ବର : ଗୁଗଲରେ ପାର୍ଟ ଟାଇମ୍‌ ଚାକିରି ଖୋଜିବା ମହଙ୍ଗା ପଡ଼ିଲା। ଭଲ ଦରମା ଆଶାରେ ବିଭିନ୍ନ ଲିଙ୍କରେ କ୍ଲିକ୍‌ କରୁ କରୁ ସାଇବର ଠକଙ୍କ ହାବୁଡ଼ରେ ପଡ଼ିଗଲେ ଯୁବକ । ଆଉ ଆକାଉଣ୍ଟରୁ ଥରକୁ ଥର କରି କଟିଗଲା ୬୦ ହଜାର ଟଙ୍କା। ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଅଇଁରୀ

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

ମୋହନା : କୋଟିଏ ଟଙ୍କାର ଗଞ୍ଜେଇ ଚାଲାଣ ବେଳେ ଜବତ କରିଛି ପୁଲିସ। ଚାଲାଣରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିଫ ଅବିଯୁକ୍ତ ମାନେ ହେଲେ ମୋହନା ଥାନା ଚଢ଼ିଆପଦା ଗାଁ ରମେଶ ସ୍ଵାଆଲ୍ ସିଂ ଓ ଅନ୍ୟ ଜଣେ ଦିଗପହଣ୍ଡି ଥାନା ବଡଡ଼ୁମ୍ବୁଳା ଗାଁର ହେମନ୍ତ ସ୍ୱାଇଁ।ଗଜପତି ଜିଲ୍ଲା

ଶୁକ୍ରବାର ଓ ଶନିବାର ୪୫ ଡିଗ୍ରୀ ପାର କରିବ ତାତି

ଭୁବନେଶ୍ବର : ଅସମ୍ଭାଳ ହେଉଛି ତାତି। ଆଗକୁ ଆହୁରି ବଢ଼ିବ। ଭୟଙ୍କର ରୂପ ଧାରଣ କରିବ ତାତି। ଅସ୍ତବ୍ୟସ୍ତ କରିବ ଜୀବନ ଯାତ୍ରା। ଆଜି ପରି ଆଗାମୀ ୪ ଦିନ ଘାଣ୍ଟିବ ତାତି। ସେଥିପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଶୁକ୍ରବାର ଓ ଶନିବାର ଭୟଙ୍କର

ଧର୍ମେନ୍ଦ୍ର-ପାଣ୍ଡିଆନ୍-ବୈଜୟନ୍ତଙ୍କୁ ଜେଡ୍ ସ୍କେଲ ସୁରକ୍ଷା

ଭୁବନେଶ୍ୱର: ଏକ ସମୀକ୍ଷା ବୈଠକ ପରେ ଓଡିଶା ପୁଲିସ୍ ପକ୍ଷରୁ ନିର୍ବାଚନ ପୂର୍ବରୁ ରାଜ୍ୟର କେତେକ ପ୍ରତିଷ୍ଠିତ ରାଜନେତାଙ୍କ ସୁରକ୍ଷା କଭରକୁ ନବୀକରଣ କରାଯାଇଛି। ଏହା ଅନ୍ତର୍ଗତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୫ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଏବଂ ବିଜେପିର ରାଷ୍ଟ୍ରୀୟ

ରାଜ୍ୟର ୩୩ଟି ସହରରେ ଦିନ ତାପମାତ୍ରା ୪୦ଡିଗ୍ରିରୁ ଅଧିକ, ଝାରସୁଗୁଡ଼ାରେ ୪୩.୮ ଡିଗ୍ରି ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ଆଜି ସକାଳ ୮ଟାରୁ ଅପରାହ୍‌ଣ ୪ଟା ଯାଏଁ ପ୍ରବଳ ଖରା ଓ ତତଲା ପବନ ପ୍ରବାହିତ ହୋଇଛି। ରାଜ୍ୟର ୩୩ଟି ସହରରେ ଦିନ ତାପମାତ୍ରା ୪୦ଡିଗ୍ରିରୁ ଅଧିକ ରେକର୍ଡ କରାଯାଇଛି। ଏଥିରେ ଝାରସୁଗୁଡ଼ାର ତାପମାତ୍ରା ଶୀର୍ଷସ୍ତରକୁ ଛୁଇଁଛି। ୪୩.୮ ଡିଗ୍ରି