Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମଦ ଉଜାଡି ଦେଲା ସୁନା ସଂସାର: ୮ ବର୍ଷର ପୁଅକୁ ପିଟି ପିଟି ମାରିଦେଲା ମା’
ମାଲକାନଗିରି: ଅନ୍ତ ଫାଡି ପୁଅକୁ ଜନ୍ମ ଦେଇଥିଲା ମା’ । କିନ୍ତୁ ମଦ ଆଗରେ ଫିକା ପଡିଗଲା ମାତୃତ୍ଵ । ମଦ ନିଶାରେ ୮ ବର୍ଷର ପୁଅକୁ ପିଟି ପିଟି ମାରିଦେଲା ମା’ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଲିମେଳା ଥାନା ତୁମ୍ବାଗୁଡ଼ା ଗାଁରେ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମୃତ!-->…
ଆମ୍ବେଦକର ଜୟନ୍ତୀ: ଆପ୍ ପାଳନ କଲା ‘ସମ୍ବିଧାନ ବଞ୍ଚାଅ ଓ ତାନାଶାହୀ ହଟାଅ’ ଦିବସ
ଭୁବନେଶ୍ୱର: ଆଜି ହେଉଛି ସମ୍ବିଧାନ ପ୍ରଣେତା ଡ.ବାବାସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ଆମ୍ ଆଦ୍ମୀ ପାର୍ଟି ସାରାଦେଶରେ ପାଳନ କରୁଛି ‘ସମ୍ବିଧାନ ବଞ୍ଚାଅ ଓ ତାନାଶାହୀ ହଟାଅ’ ଦିବସ। ଏହି ପରିପ୍ରେକ୍ଷିରେ ଆମ୍ ଆଦ୍ମୀ ପାର୍ଟି, ଓଡ଼ିଶା ଭୁବନେଶ୍ଵର ସ୍ଥିତ ଲୋୟେର!-->…
ବିଜେଡି ଛାଡ଼ିଲେ ରାଜ୍ୟ ସମ୍ପାଦକ ସରୋଜ ସାହୁ
ବିଜେଡିକୁ ପୁଣି ଲାଗିଛି ଝଟକା। ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳର ଜଣଙ୍କ ଜଣେ ବରିଷ୍ଠ ନେତା ଇସ୍ତଫା ଦେବାରେ ଲାଗିଛନ୍ତି। ଏହିକ୍ରମରେ ଆଜି ବିଜେଡିର ରାଜ୍ୟ ସଂପାଦକ ସରୋଜ କୁମାର ସାହୁ ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
ସେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ନିଜର!-->!-->!-->…
ଡିଭାଇଡରରେ ପିଟି ହେଲା କାର୍, ଚାଲିଗଲା ବାପ-ଝିଅଙ୍କ ଜୀବନ
ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଯଶୋଟିକିରୀ ଛକ ନିକଟ ଏନଏଚ୍ ୧୬ରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଡିଭାଇଡରରେ କାର୍ ଟି ପିଟି ହେବାରୁ ଅକାରଣରେ ଚାଲିଗଲା ବାପ ଓ ଝିଅର ଜୀବନ । ମୃତକ ହେଲେ ସୁଭାଶିଷ ଗାଙ୍ଗୁଲି (୫୫) ଓ ତାଙ୍କ ୪ ବର୍ଷର ଝିଅ କୋଏଲ ଗାଙ୍ଗୁଲି ।
!-->!-->!-->…
ଆଜିଠୁ ଆରମ୍ଭ ହେଲା ସିଂହଦ୍ୱାର ପ୍ରତିହାରୀ ସେବା, ଅଣହିନ୍ଦୁଙ୍କ ପ୍ରବେଶ ଉପରେ ଲାଗିବ ରୋକ
ପୁରୀ: ଆଜିଠୁ ପୁରୀ ଶ୍ରୀମନ୍ଦିର ସିଂହଦ୍ବାରରେ ଆରମ୍ଭ ହେଲା ପ୍ରତିହାରୀ ସେବା । ସକାଳେ ଓ ସନ୍ଧ୍ୟା ପାଇଁ ଦୁଇ ଜଣ ପ୍ରତିହାରୀ ସେବାୟତଙ୍କୁ ସିଂହଦ୍ୱାରରେ ମୁତୟନ କରାଯାଇଛି । ଶ୍ରଦ୍ଧାଳୁଙ୍କୁ ଉପରେ ସେମାନେ ରଖିଛନ୍ତି ନଜର । ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବାକୁ ପ୍ରଶାସନ ଏହି!-->…
ପୁଣି ସିରିଜ୍ ଲୁଟ୍, ୩ଟି ଘରୁ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
କଟକ : ମାତିଛନ୍ତି ଲୁଟେରା । ଥମୁନି ଲୁଟେରାଙ୍କ ବିତ୍ପାତ । ନଜର ରଖୁଛନ୍ତି ସୁଯୋଗ ଖୋଜି ବୁଲୁଛନ୍ତି । ଆଉ ଟିକିଏ ସୁଯୋଗ ପାଇବା ମାତ୍ରେ ଲୁଟ୍ କରୁଛନ୍ତି । କଟକ ଜିଲ୍ଲା ସାଲେପୁର ବ୍ଲକ ଜଗତପୁର ଥାନା ଅଧିନସ୍ଥ ରାମେଶ୍ୱର ପଞ୍ଚାୟତର ଚାହାପଡା ଗାଁ ରେ ଘଟିଛି ଏକ ଅଭାବନୀୟ!-->…
ବିଜେପି ନେତାଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି
ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେପି ନେତା, କର୍ମୀ ଓ ପ୍ରାର୍ଥୀ ମାନେ ମହିଳାଙ୍କ ଚରିତ୍ର ସଂହାର କରୁଛନ୍ତି । ଆଶା ଅଙ୍ଗନୱାଡ଼ି, ମିଶନଶକ୍ତି ମହିଳାଙ୍କ ପରି ତୃଣ ମୂଳ ସ୍ତରରେ କାମ କରୁଥିବା ମହିଳାଙ୍କ ଚରିତ୍ର ସଂହାର କରିବା!-->…
ତଳକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ମୋକିମ, ୧୯ରେ ଶୁଣାଣି
କଟକ: ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ଓଆରଏଚଡିସି) ଋଣ ମାମଲା । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ । ମେ’ ମାସରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା!-->…
କାଲିଠୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୫ରୁ ୬ ଡିଗ୍ରୀ ସେଲସିୟସ୍ ବଢ଼ିବା ସମ୍ଭାବନା
ଭୁବନେଶ୍ୱର : କାଲି ଠାରୁ କଲବଲ କରି ଗ୍ରୀଷ୍ମଲହରୀ । ଓଡ଼ିଶା, ଉପକୂଳ ଆନ୍ଧ୍ରପ୍ରଦେଶ ଓ ୟନମରେ ଗ୍ରୀଷ୍ମଲହରୀ ପ୍ରବାହ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ୧୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମଲହରୀ ଜାରି ରହିବ। ସେପଟେ ଜାରି ରହିଛି ତାତିର ପ୍ରକୋପ । ସକାଳୁ ଅସ୍ତବ୍ୟସ୍ତ କରିଛି!-->…
ଚିଲିକା ମଝିରେ ନିଆଁ; ପୋଡ଼ିଗଲା ଏକର ଏକର ନଳ ବଣ
ଟାଙ୍ଗୀ: ଚିଲିକା ମଝିରେ ଅଗ୍ନିକାଣ୍ଡ । ନିଆଁ ଲାଗି ପୋଡ଼ିଗଲା ଏକର ଏକର ନଳ ବଣ । ଅଗ୍ନିକାଣ୍ଡ ଯୋଗୁଁ ବିପଦରେ ପଡ଼ିଛି ବନ୍ୟ ଜନ୍ତୁଙ୍କ ଜୀବନ । ଖବରପାଇ ବାଲୁଗାଁ ବନ୍ୟାପ୍ରାଣୀ ଡିଏଫଓ ଓ ବନ କର୍ମଚାରୀ ପହଁଚି ନିଆଁକୁ ଆୟତ୍ତ କରୁଛନ୍ତି ।
ତେବେ ଚିଲିକାରେ ଅନେକ ପ୍ରଜାତିର ପକ୍ଷୀ!-->!-->!-->…