Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଓଡ଼ିଶା ହେବ ଗ୍ଲୋବାଲ ଆଲୁମିନିୟମ ହବ୍ , ୧.୧୦ ଲକ୍ଷ କୋଟିର ପୁଞ୍ଜିନିବେଶ କରିବ ଆଦାନୀ
ଭୁବନେଶ୍ୱର : ଓଡ଼ିଶା ହେବ ଗ୍ଲୋବାଲ ଆଲୁମିନିୟମ ହବ୍ । ଓଡ଼ିଶା ଶିଳ୍ପ ଜଗତରେ ବଡ଼ ଧମାକା ! । ୧.୧୦ ଲକ୍ଷ କୋଟିର ମେଗା ଏମଓୟୁ ସ୍ୱାକ୍ଷରିତ । ଆଦାନୀ ଓ IHCର ମିଳିତ ବାଜି । ଓଡ଼ିଶାରେ ଆଦାନୀ ଓ ୟୁଏଇର ୧.୧୦ ଲକ୍ଷ କୋଟିର ପୁଞ୍ଜିନିବେଶ । ଗଢ଼ାହେବ ବିଶାଳ ଆଲୁମିନିୟମ ପ୍ଲାଣ୍ଟ ।!-->…
ଅଗଷ୍ଟ ୩୦ରେ ନିଟ୍ -ପିଜି ୨୦୨୬ ପରୀକ୍ଷା, ଆସନ୍ତା ୨୧ ରାତି ୧୨ ପର୍ଯ୍ୟନ୍ତ ଫର୍ମ ଫିଲପ୍
ଭୁବନେଶ୍ଵର : ନିଟ୍ -ପିଜି ୨୦୨୬ ପରୀକ୍ଷା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆସନ୍ତା ଅଗଷ୍ଟ ୩୦ରେ ହେବ ପରୀକ୍ଷା । ଦେଶର ସମସ୍ତ ସରକାରୀ ଓ ବେସରକାରୀ ମେଡିକାଲ୍ କଲେଜରେ ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ‘ନୀଟ୍ -ପିଜି ୨୦୨୬’!-->…
ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବି ମିଳିବ ମଧ୍ୟାହ୍ନଭୋଜନ, କେଜିରୁ ପିଜି ନିଃଶୁଳ୍କ ଶିକ୍ଷା
ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମଧ୍ୟ ଏଣିକି ମିଳିବ ମଧ୍ୟାହ୍ନ ଭୋଜନ। ପୂର୍ବରୁ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା। ବୁଧବାର ସଂଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ!-->…
ଘରୋଇ ମେସ୍ରୁ ୪ ଛାତ୍ର ନିଖୋଜ
ବାଲେଶ୍ବର: ଘରୋଇ ମେସ୍ରେ ଅତ୍ୟାଚାର କାରଣରୁ ମେସ୍ ଛାଡ଼ି ପଳାଇଲେ ୪ ଜଣ ଛାତ୍ର । ଯାହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିଭାବକମାନେ । ଘରୋଇ ମେସ୍ରେ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି । ଏହି କାରଣରୁ ସମସ୍ତ ୪ ଛାତ୍ର ମେସ୍ ଛାଡ଼ି ନିଖୋଜ ଥିବା ପୋଲିସ ଆଗରେ ଅଭିଯୋଗ!-->…
ବୀଣାପାଣି ନୋଡାଲ ସ୍କୁଲର ପ୍ରଧାନଶିକ୍ଷକ ସସପେଣ୍ଡ, ମଦ ପିଇ ଲୋକଙ୍କୁ କରୁଥିଲେ ଗାଳି ଗୁଲଜ
ଭଦ୍ରକ: ମଦ ପିଇ ସ୍କୁଲକୁ ଆସୁଛନ୍ତି ପ୍ରଧାନ ଶିକ୍ଷକ। କେବଳ ଏତିକି ନୁହେଁ ସ୍କୁଲ ସମୟରେ ବଜାରକୁ ଯାଇ ମଦ ପିଇ ଲୋକଙ୍କୁ ଗାଳି ଗୁଲଜ କରୁଛନ୍ତି। ଏହି ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ସରକାରୀ ନୋଡାଲ ୟୁପିଏମଇ ସ୍କୁଲ ପ୍ରଧାନ!-->…
ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
କନ୍ଧମାଳ: ସମଗ୍ର ରାଜ୍ୟରେ ଲାଗି ରହିଛି ବର୍ଷାର ପ୍ରକୋପ । ସହରାଞ୍ଚଳରେ ଜଳବନ୍ଦୀ ଓ ଜଳ ଜମିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି)କୁ ହାଇଆଲର୍ଟରେ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଲଗାଣ ବର୍ଷାକୁ ଦୃଷ୍ଟିରେ!-->!-->!-->…
ଭୋଜି କରିବାକୁ ଯାଇ ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡ଼ିଗଲେ ଯୁବକ
ଘଟଗାଁ: ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ । କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳରେ ପର୍ଯ୍ୟଟନସ୍ଥଳୀ ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡ଼ି ଯାଇ ଜଣେ ଯୁବକ ନିଖୋଜ । ନିଖୋଜ ଯୁବକ କେନ୍ଦ୍ରାପଡ଼ା ଜିଲ୍ଲା ଅଞ୍ଚଳର ଚଣ୍ଡିଆ ସାମଲ ବୋଲି ସୂଚନା ମିଳିଛି। ଚଣ୍ଡିଆଙ୍କ ସହ ୭ ଜଣ!-->…
ମହାପ୍ରଭୁଙ୍କ ଅଣସର ନୀତିକୁ ନେଇ ଇନଷ୍ଟାଗ୍ରାମ ପୋଷ୍ଟକୁ ବିରୋଧ, କାର୍ଯ୍ୟାନୁଷ୍ଠାନ ଦାବି
ଭୁବନେଶ୍ବର: ପୁଣି ମହାପ୍ରଭୁଙ୍କ ପ୍ରତି ଅପମାନ । ମହାପ୍ରଭୁ ଶ୍ରୀଜଗନ୍ନାଥ ବର୍ତ୍ତମାନ ଅଣସରରେ ଥିବାବେଳେ ଦଇତlପତି ଓ ପତି ମହାପାତ୍ରଙ୍କ ସେବାୟତଙ୍କ ଦ୍ୱାରା ଗୁପ୍ତ ଚିକିତ୍ସା ଚାଲିଛି । କିନ୍ତୁ କିଛି ଖଳ ପ୍ରକୃତିର ଲୋକ ଶସ୍ତା ଲୋକପ୍ରିୟତା ପାଇଁ ମହାପ୍ରଭୁଙ୍କ ସହ ଖେଳ ଖେଳୁଛନ୍ତି!-->…
ରଥଯାତ୍ରା ପାଇଁ ଗଡ଼ିବ ଗୋନ୍ଦିଆ-ପୁରୀ ସ୍ପେସାଲ ଟ୍ରେନ୍
ଭୁବନେଶ୍ୱର: ଭାରତୀୟ ରେଳପଥ ପକ୍ଷରୁ ଭକ୍ତଙ୍କ ସୁବିଧା ପାଇଁ ମହାରାଷ୍ଟ୍ରର ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ଏକଯୋଡ଼ା ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସ୍ପେଶାଲ ଟ୍ରେନ୍ଗୁଡ଼ିକ ହେଲା, ଗୋନ୍ଦିଆ!-->…
ଟ୍ବିନ ସିଟିରେ ଜାରି ରହିଛି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ଗତକାଲି ଭଳି ଆଜି ବି ଟ୍ବିନ ସିଟିରେ ଜାରି ରହିଛି ବର୍ଷା । ସେପଟେ ଆଜି ରାଜ୍ୟରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣ ଓ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।!-->…