Browsing Category

ଓଡିଶା

କଟକର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ପ୍ରକାଶ ଆର

କଟକ : କଟକର ନୂତନ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ୨୦୦୮ ବ୍ୟାଚ ର ଆଇପିଏସ ପ୍ରକାଶ ଆର । ଡ଼ଃ କନୱର ଭିଶାଲ ସିଂ ଙ୍କ ବଦଳି ପରେ ପ୍ରକାଶ ଆର ନେଲେ ଦାୟିତ୍ୱ । ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ କଟକର ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ନୂଆ ଡ଼ିସିପିଙ୍କୁ ସ୍ୱାଗତ

କଳାହାଣ୍ଡିରୁ ବାଘ ଛାଲ ଜବତ, ୨ ଗିରଫ

କଳାହାଣ୍ଡି: ଓଡ଼ିଶା ବନ୍ୟପ୍ରାଣୀ ଲୋଭରେ ପଡୋଶୀ ତସ୍କରୀ । ଅବାଧରେ ଚାଲିଛି ବାଘ ଛାଲ ଡିଲ୍ । ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲା କଳାହାଣ୍ଡିରୁ ଜବତ ହେଲା ବାଘ ଛାଲ । ନର୍ଲା ରେଳ ଷ୍ଟେସନ ପାଖରେ ବିକ୍ରି ପାଇଁ ଡିଲ ବେଳେ ଖବର ପାଇ ମାଡ଼ି ବସିଲା ଏସଟିଏଫ ଟିମ୍ । ୨ ଅଭିଯୁକ୍ତଙ୍କୁ ଗିରଫ

ଚୋରି ହୋଇଥିବା ୭ ଦିନର ଶିଶୁପୁତ୍ର ଉଦ୍ଧାର, ଜଣେ ମହିଳା ଅଟକ

ବାଲେଶ୍ବର : ବାଲେଶ୍ବର ମେଡିକାଲରୁ ଚୋରି ହୋଇଥିବା ୭ ଦିନର ଶିଶୁପୁତ୍ର ଉଦ୍ଧାର ହେଲା । ଶିଶୁପୁତ୍ରକୁ ଉଦ୍ଧର କରିବା ସହ ଜଣେ ମହିଳାଙ୍କୁ ଅଟକ ରଖିଛି ପୋଲିସ । ଚୋରି ଶିଶୁପୁତ୍ରକୁ ରେମୁଣା ଥାନା ଅଧୀନ ଦୁର୍ଗାଦେବୀ ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସୂଚନା

ଲୋକଙ୍କୁ ଫୋନ କରି ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ । ଲୋକଙ୍କୁ ସିଧାସଳଖ କଲ୍ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ନବୀନ । ଯାହା ସାଧାରଣ ଲୋକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ଫୋନ୍ କଲରେ ଲୋକ ମାନଙ୍କ ଠାରୁ

୪ ସଂସଦୀୟ କ୍ଷେତ୍ରର ସମୀକ୍ଷା କଲେ ସିଇଓ

ଭୁବନେଶ୍ୱର : ୪ ସଂସଦୀୟ କ୍ଷେତ୍ରର ସମୀକ୍ଷା କଲେ ସିଇଓ । ରାଜ୍ୟ ମୁଖ୍ଯ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସମ୍ବଲପୁର ଗସ୍ତରେ ଆସି ୪ଟି ଲୋକସଭା ନିର୍ବାଚନମଣ୍ଡଳୀର ସମୀକ୍ଷା କରିଛନ୍ତି l ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ ଓ ବରଗଡ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିଛନ୍ତି । ଏଥିରେ

ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ହେଲେ ମୋନିଦୀପା

ଭୁବନେଶ୍ଵର: ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲଙ୍କୁ ମିଳିଲା ନୂତନ ଦାୟିତ୍ଵ । ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହେଲେ ମୋନିଦୀପା । ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ମୋନିଦୀପାଙ୍କୁ ଦାୟିତ୍ଵ ଦେଲା ବିଜେଡି ।

ବିଜେପିରେ ମିଶିଲେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ

ଗୁରୁବାର (ଗତକାଲି) ବିଜେଡିରୁ ଇସ୍ତଫା ଦେଇଥିବା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଆଜି ବିଜେପିରେ ମିଶିଛନ୍ତି। କତଡ଼ା ନିକଟରେ ବିଜେପିର ବୁଥ୍ ସ୍ତରୀୟ କର୍ମଶାଳା ଚାଲିଥିବା ବେଳେ ଶ୍ରୀ ସାଏ ସେଠାରେ ଦଳରେ ସାମିଲ ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆଠମଲ୍ଲିକର

ବିଜେପିରେ ଯୋଗ ଦେଲେ ଅମରେନ୍ଦ୍ର ଦାସ

ଭୁବନେଶ୍ୱର: ବିଜେପିରେ ଯୋଗଦେଲେ ଜଗତସିଂହପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ । ଶହଶହ କର୍ମୀଙ୍କ ସହ ଆସ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳରେ ଯୋଗଦେଲେ ଅମରେନ୍ଦ୍ର । ଗତକାଲି ବିଜେଡି ଛାଡିଥିଲେ

ବିଜେଡିରୁ ଇସ୍ତଫା ଦେଲେ ସୁନ୍ଦରଗଡ଼ର ବରିଷ୍ଠ ନେତା ସନ୍ତୋଷ ଅମାତ

ସୁନ୍ଦରଗଡ଼: ବିଜେଡି ଛାଡ଼ିଛନ୍ତି ସୁନ୍ଦରଗଡ଼ର ବରିଷ୍ଠ ନେତା ସନ୍ତୋଷ ଅମାତ। ସେ ତାଙ୍କ ଟ୍ବିଟର୍ ହ୍ୟାଣ୍ଡେଲର ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି। ଇସ୍ତଫାର କାରଣ ସମ୍ପର୍କରେ କିଛି ଉଲ୍ଲେଖ କରି ନଥିଲେ

ହାତ ଛାଡିଲେ ପିସିସି ଉପସଭାପତି ବିଶ୍ୱ ଭୂଷଣ ଦାସ

ଭୁବନେଶ୍ବର: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଏହା ପୂର୍ବରୁ କଂଗ୍ରେସକୁ ମିଳିଛି ବଡ ଝଟକା । ଦଳ ଛାଡିଲେ ପିସିସି ଉପ ସଭାପତି ବିଶ୍ୱ ଭୂଷଣ ଦାସ । ସେ ଆଜି ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ତେବେ ସେ ଦଳ ଛାଡିବା ପଛର କାରଣ