Browsing Category

ଓଡିଶା

ବିଜେଡି ଛାଡ଼ି ବିଜେପିରେ ମିଶିଲେ ‍‍ବବିଙ୍କ ଭିଣୋଇ ଅରିନ୍ଦମ ରାୟ

ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ଅଭିନେତା ଅରିନ୍ଦମ ରାୟ। ସେ ହେଉଛନ୍ତି ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଭିଣୋଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ସେ ବିଜେପିରେ ଯୋଗ ଦେଇଥିବା କହିଛନ୍ତି।ଅରିନ୍ଦମ ଆଜି ବିଜେଡିରୁ

କ୍ୟାଡ଼ର ମାଓବାଦୀ ଙ୍କ ଅତ୍ୟାଚାର ରେ ଦୁଇଜଣ କୁଖ୍ୟାତ ମାଓବାଦୀ ଏସପି ଙ୍କ ନିକଟରେ ଆତ୍ମସମର୍ପଣ…

ମାଲକାନଗିରି :-- ଆଜି ମାଲକାନଗିରି ଏସପି ଙ୍କ ନିକଟରେ ଦୁଇଜଣ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏହି ଦୁଇ ଜଣଙ୍କ ନାମ ହେଲା କଡ଼ତି ହୁରା ଏବଂ ଗଙ୍ଗା କାର୍ଯ୍ୟାମୀ । ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମା ଅଞ୍ଚଳ

ମୁଖ୍ୟମନ୍ତ୍ରୀ ଦ୍ୱାରା ପାହାଳଥାନର ନୂତନ ଗୃହ ଉଦଘାଟିତ

ଭୁବନେଶ୍ବର : କମିଶନରେଟ ପୋଲିସ ପାହାଳ ଥାନାର ନୂତନ ଗୃହକୁ ଭରଚୁଆଲ ମାଧ୍ୟମରେ ବୁଧବାର ଅପରାହ୍ନରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ଥାନର ଅତ୍ୟାଧୁନିକ ନୂତନ ଗୃହ ନିର୍ମାଣ ପାଇଁ ସାଢ଼େ ୪କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ୧୧ ହଜାର ୫୦୦ ବର୍ଗ ଫୁଟ ବିଲଡିଙ୍ଗରେ

ଝଙ୍କଡ ସାରଳାପୀଠରେ ୧୦ ଘଟ ପରମ୍ପରାର ଶୁଭାରମ୍ଭ

ଝଙ୍କଡ଼ : ପବିତ୍ର ମୀନସଂକ୍ରାନ୍ତି, ଗୁରୁବାର ଠାରୁ, ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠରେ , ଦଶଘଟ ପରମ୍ପରାର ଶୁଭାରମ୍ଭ ହୋଇଛି। ଏହି ଉପଲକ୍ଷେ ଅପରାହ୍ନରେ , କନକପୁର ଦେଉଳି ଗ୍ରାମ ସ୍ଥିତ ବାବା କନକେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣ ରେ, ମା ବୃନ୍ଦାବତୀ ଙ୍କ ମଣ୍ଡପ ଉପରେ ଦଶଘଟ ପୂଜା

ଦୟା ନଦୀରୁ ମଣିଷ କଙ୍କାଳ ଉଦ୍ଧାର

ଭୁବନେଶ୍ବର : ଦୟା ନଦୀରୁ ମଣିଷ କଙ୍କାଳ ଉଦ୍ଧାର କରାଯାଇଛି। ଭୁବନେଶ୍ୱର ଉପକଣ୍ଠ ଧଉଳି ଖଟୁଆପଡ଼ା ନିକଟ ଦୟା ନଦୀରୁ ଏହି କଙ୍କାଳ ଉଦ୍ଧାର ହୋଇଛି। ତେବେ ଏହା ପୁରୁଷ ଲୋକର କଙ୍କାଳ ନା ଜଣେ ମହିଳାଙ୍କର ତାହା ସ୍ପଷ୍ଟ ହୋଇନାହିଁ।ଆଜି ସକାଳେ ଅଖା ଭିତରେ ରଶିରେ ବନ୍ଧା ହେବା ଅବସ୍ଥାରେ

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ବର: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଯେଉଁଥିପାଇଁ ତାତିରେ ଲାଗିବ ବ୍ରେକ୍‌। ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ। ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ଏପରି ତାପମାତ୍ରା ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଛାତ୍ର କଂଗ୍ରେସର ନବୀନ ନିବାସ ଘେରାଉ: ପୁଲିସ-ଛାତ୍ର କଂଗ୍ରେସ କର୍ମକର୍ତ୍ତା ଧସ୍ତାଧସ୍ତି

ଭୁବନେଶ୍ବର: ଆଜି ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ‘ଛାତ୍ର ଆଣିବେ ପରିବର୍ତ୍ତନ’ କାର୍ଯ୍ୟକ୍ରମରେ ଆଜି ଛାତ୍ର କଂଗ୍ରେସର କର୍ମକର୍ତ୍ତା ଏକ ବିକ୍ଷୋଭ ସମାବେଶରେ ରାଜମହଲ ଛକ ନିକଟରୁ ବାହାରି ଶିଶୁ ଭବନ ଛକ ଦେଇ ନବୀନ ନିବାସ ଅଭିମୁଖେ

୩୨ ବର୍ଷର ଲଢ଼େଇ, ମୃତ୍ୟୁ ପରେ ମିଳିଲା ନ୍ୟାୟ

କଟକ: ଦୀର୍ଘ ୩୨ ବର୍ଷର ନ୍ୟାୟିକ ଲଢ଼େଇ ଏବଂ ମୃତ୍ୟୁର ୪ ବର୍ଷ ପରେ ଜଣେ ବ୍ୟକ୍ତିଙ୍କୁ ହାଇକୋର୍ଟରୁ ନ୍ୟାୟ ମିଳିଛି। ନ୍ୟାୟ ପାଇଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ପୁଲିସ କନଷ୍ଟେବଳ ଚାକିରି କରିଥିବା ସ୍ବର୍ଗତ ଦୁର୍ଯୋଧନ ବେହେରା। ସାମାନ୍ୟ କଥାକୁ ନେଇ ତାଙ୍କୁ ଚାକିରିରୁ ବହିଷ୍କାର

ମାଲକାନଗିରି ସବୁବେଳେ, ସବୁ କାମରେ ମୋର ପ୍ରଥମ ପସନ୍ଦ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରବାର ଦିନ ମାଲକାନଗିରି ଜିଲ୍ଲା ବଡପଡାରେ ନୂତନ ଅତ୍ଯାଧୁନିକ ଶିକ୍ଷା ସୌଧର ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମାଲକାନଗିରି ସବୁବେଳେ, ସବୁ କାମରେ ମୋର ପ୍ରଥମ ପସନ୍ଦ ହୋଇ ରହିଆସିଛି। ଟଙ୍କିକିଆ ଚାଉଳ ହେଉ, ବିଜୁ

ଏମ୍‌ସ ଭୁବନେଶ୍ୱରକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏସିଆ ସେଫ୍‌ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନସୋର୍ଟିୟମ୍ ପୁରସ୍କାର

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ମର୍ଯ୍ୟାଦାଜନକ ଏସିଆ ସେଫ୍ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନ୍ସୋର୍ଟିୟମ୍ କ୍ୟୁଆଇପି ପୁରସ୍କାର ୨୦୨୩ରେ ସମ୍ମାନିତ ହୋଇଛି ଏମ୍‌ସ ଭୁବନେଶ୍ୱର। ହସ୍‌ପିଟାଲରେ ବ୍ୟବହୃତ ବିଭିନ୍ନ ଯାନ୍ତ୍ରିକ ଉପକରଣର ଗୁଣବତ୍ତା ଏବଂ ପ୍ରତିରୋପଣ