Browsing Category

ଓଡିଶା

ଭୁବନେଶ୍ୱର ର ମା’ ମଙ୍ଗଳା ବସ୍ତି ବୁଲିଲେ ବିଲ୍ ଗେଟସ୍‌

ଭୁବନେଶ୍ବର: ଭୁବନେଶ୍ବରରେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟସ । ଗତକାଲି ରାତିରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା । କୃଷି ଓଡିଶା ପରିଦର୍ଶନ କରିବା ସହ ଏକାଧିକ କାର୍ଯ୍ୟକ୍ରମ ରହିଥିବାବେଳେ, ଆଜି ସକାଳୁ

ଭୁବନେଶ୍ବରରେ ଉଦଘାଟନ ହେଲା ମିଶନ ଶକ୍ତି ବଜାର

ଭୁବନେଶ୍ବର : ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଉତ୍ପାଦ ବିକ୍ରି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଭେଟି। ଭୁବନେଶ୍ବରରେ ମିଶନ ଶକ୍ତି ବଜାରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏସଏଚଜି ଉଦ୍ଯୋଗୀଙ୍କ ଆଶାକୁ ମିଶନ ଶକ୍ତି ବଜାର ଆହୁରି ମଜଭୁତ କରିବ ବୋଲି ଆଶା ରହିଛି।

ବାରବାଟୀର ହେବ ନବୀକରଣ : ୩ ବର୍ଷ ମଧ୍ୟରେ ସରିବ କାମ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ/ଭୁବନେଶ୍ବର : ବଦଳିବ ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଭେନ୍ୟୁ ବାରବାଟୀ ଷ୍ଟାଡିୟମ ରୂପ। ବିଶ୍ବସ୍ତରୀୟ କ୍ରିକେଟ ଫିଲ୍ଡର ମାନ୍ୟତା ପାଇବ ବାରବାଟୀ। ଆଜି ବାରବାଟୀ ଷ୍ଟାଡିୟମ ନବୀକରଣର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ସନ୍ଧ୍ୟାରେ ଏକ

ଏଣିକି ପ୍ରତିବର୍ଷ ହେବ ବାଘ ଗଣନା: ପିସିସିଏଫ୍

ଭୁବନେଶ୍ଵର; ଏଣିକି ରାଜ୍ୟରେ ପ୍ରତିବର୍ଷ ହେବ ବାଘ ଗଣନା । କ୍ୟାମେରା ଟ୍ରାପ ଜରିଆରେ ମହାବଳ ବାଘଙ୍କ ସ୍ଥିତି ଉପରେ ରହିବ ନଜର । ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । ସୂଚନା ଅନୁସାରେ, ସର୍ବଭାରତୀୟ ବାଘ ଆକଳନ-୨୦୨୨ରେ ରାଜ୍ୟରେ ମୋଟ୍ ବାଘ ସଂଖ୍ୟା ୧୭

ବାପାକୁ ପିଟିପିଟି ହତ୍ୟା କଲା ପୁଅ

ସମ୍ବଲପୁର: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଘେନୁୁପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି।  ବାପକୁ ହତ୍ୟା କରିଛି  ପୁଅ। ବାପକୁ ପିଟିପିଟି ହତ୍ୟା କରିବା ପରେ ଅଭିଯୁକ୍ତ ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକଙ୍କ ନାଁ ଲିଙ୍ଗରାଜ କୁମୁରା ହୋଇଥିବାବେଳେ ଅଭିଯୁକ୍ତ ପୁଅ ହେଉଛନ୍ତି ଅମୂଲ୍ୟ

କାଲିଠୁ ପୁଣି ବର୍ଷା, ୯ଟି ଜିଲ୍ଲାକୁ ବର୍ଷା ଚେତାବନୀ

ଭୁବନେଶ୍ୱର : କାଲିଠୁ ପୁଣି ବର୍ଷା । ଭିଜିବ ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲା ସହ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା । କେତେକ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ ୯ଟି ଜିଲ୍ଲାକୁ ବର୍ଷା ଚେତାବନୀ ଦିଆଯାଇଛି ।

୮୫୧୧ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମିଳିବ ମୌଳିକ ଆଇଟି ଦକ୍ଷତା

ହିଞ୍ଜିଳିକାଟୁ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ଶ୍ରେଣୀ କଲ୍ୟାଣ ବିଭାଗ ଅଧୀନରେ ଥୂବା ରାଜ୍ୟର ୮୫୧୧ଟି ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଓକାକ୍ ମାଧ୍ୟମରେ ଆଉଟସୋସିଂରେ କମ୍ପ୍ୟୁଟର ଆସିଷ୍ଟାଣ୍ଟଙ୍କ ଦ୍ୱାରା

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ୱର : ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ । କାଲି ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀଙ୍କୁ ଦର୍ଶନ କରିବା ସହିତ ପ୍ରସାଦ ସେବନ କରିବେ । ଅପରାହ୍ନ ୨:୩୦ ସମୟରେ ପାଣ୍ଡରଶିଳ ଗାଁରେ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟର ରେ ପହଁଚିବେ

ଆସନ୍ତା ୫ ବର୍ଷରେ ଖୋଲିବ ୫ ହଜାର ମିଶନ ଶକ୍ତି ବଜାର

ଭୁବନେଶ୍ଵର: ନିର୍ବାଚନ ପୂର୍ବରୁ ମିଶନ ଶକ୍ତି ମାଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର । ମିଶନ ଶକ୍ତି ମହିଳା ମାନଙ୍କୁ ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ। ଯେଉଁମାନେ ପୂର୍ବରୁ ଋଣ ବାବଦ ସୁଧ ଭରିଥିବେ, ସେମାନଙ୍କ ସୁଧ ଟଙ୍କା ପେରସ୍ତ ହେବ । ମୋଟ ୧୪୫କୋଟି ଟଙ୍କା