Browsing Category

ଓଡିଶା

ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଥି‌ଲେ ମହିଳା, ସିଂହଦ୍ୱାର ନିକଟରେ ଚାଲିଗଲା ଜୀବନ

ପୁରୀ: ପୁରୀର ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ସମ୍ମୁଖ ସିଂହଦ୍ୱାର ନିକଟରେ ଜଣେ ମହିଳା ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଥିବା ଜଣାଯାଇଛି। ତେବେ ମୃତ ମହିଳାଙ୍କ ପରିଚୟ ମିଳିନାହିଁ। ପୁଲିସ ବିଭିନ୍ନ…

ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଆଦାୟ ହୋଇଥିବା ଗୁଆ, ଚାଉଳ ଓ ଦକ୍ଷିଣା ଟଙ୍କା ଶ୍ରୀକ୍ଷେତ୍ରରେ କେବେ ପହଞ୍ଚିବ

ଭୁବନେଶ୍ବର : ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ହେଲେ ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଆଦାୟ ହୋଇଥିବା ଗୁଆ, ଚାଉଳ ଓ ଦକ୍ଷିଣା ଟଙ୍କା ଶ୍ରୀକ୍ଷେତ୍ରରେ ପହଞ୍ଚି ପାରିଲା ନାହିଁ। ଏପରିକି କେବେ…

ଆଜିଠାରୁ ପ୍ରାଣୀଚିକିତ୍ସକଙ୍କ ସମୂହ ଗଣଧାରଣା…

ଫୁଲବାଣୀ : ପ୍ରାଣୀଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣର ଆବଶ୍ୟକତା ସମ୍ପର୍କରେ ଓଡ଼ିଶା ପ୍ରାଣୀଚିକିତ୍ସା ସେବା ସଂଘ ତରଫରୁ ବର୍ଷ ବର୍ଷ ଧରି ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ ନକରିବା ପରିତାପର ବିଷୟ । ଗତ

ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ୍‌ ଗାଡ଼ି; ୪ ମୃତ…

ବରଗଡ଼ : ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ୍‌ ଗାଡ଼ି। ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ବିର୍ଜାମ ଗାଁରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ମୃତାହତ ମଧ୍ୟପ୍ରଦେଶର ହୋଇଥିବା…

ବିଭିନ୍ନ ମୋର୍ଚ୍ଚାର ପ୍ରଭାରୀଙ୍କ ନାମ ଘୋଷଣା କଲା ରାଜ୍ୟ ବିଜେପି…

ଭୁବନେଶ୍ବର : ରାଜ୍ୟ ବିଜେପିର ବିଭିନ୍ନ ମୋର୍ଚ୍ଚା ପ୍ରଭାରୀଙ୍କ ନାମ ଆଜି ଘୋଷଣା କରାଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ସେମାନଙ୍କ ନାମ ଘୋଷଣା କରାଯାଇଛି। ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ଯୁବ ମୋର୍ଚ୍ଚା ପ୍ରଭାରୀ କରାଯାଇଥିବା ବେଳେ…

ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା ଆରମ୍ଭ, ମା’ମାନଙ୍କ ପାଇଁ ଟିକଟ ମୂଲ୍ୟ ୫୦ ପ୍ରତିଶତ ରହିବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କରିଛନ୍ତି। ଏହି ବସଗୁଡିକ ଜିଲ୍ଲା ସଦରମହକୁମାରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ମାନଙ୍କ…

ନିଷ୍ଠୁର ମା’; କାନ୍ଦିବାରୁ ଦୁଇ ଛୁଆଙ୍କୁ କୂଅକୁ ଫିଙ୍ଗିଦେଲା

ଅନୁଗୋଳ : ଜନ୍ମ କଲା ମା’ ହିଁ ସାଜିଲା ପିଶାଚିନୀ। ନିଜ ହାତରେ ହିଁ ନିଜ ମମତାର ତଣ୍ଟି ଚିପି ଦେଲା। ବିବାହର ଦୀର୍ଘ ବର୍ଷ ପରେ ମା’ ହେବାର ସୌଭାଗ୍ୟ ପାଇଥିଲା। ହେଲେ ନିଜେ ହିଁ ସହି ପାରିଲାନି ନିଜ ଖୁସି। ଛୁଆଙ୍କ କାନ୍ଦରେ ଅସହ୍ୟ ହୋଇ ନିଜ କୋଳ ଖାଲି କରିବାକୁ…

ଆଗାମୀ ତିନି ଦିନ ଅଧା ଓଡ଼ିଶାରେ ହେବ ଘନକୁହୁଡ଼ି…!

ଭୁବନେଶ୍ବର : ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଗୁରୁଚାପ ବଳୟ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘନକୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। ଆଗାମୀ ତିନି ଦିନ ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ ଘନ କୁହୁଡ଼ି…

ଜଳକା ନଦୀରେ ଡଲ୍‌ଫିନ୍…

ବାଲେଶ୍ବର : ଜଳକା ନଦୀରେ ଭାସୁଥିଲା ଡଲ୍‌ଫିନ୍। ଗାଁ ଲୋକେ ଧରି ପୋଖରୀରେ ଛାଡ଼ିଥିଲେ। ବନ ବିଭାଗ ଏ ସମ୍ପର୍କରେ ଜାଣିପାରି ପୋଖରୀରୁ ଡଲ୍‌ଫିନ୍‌କୁ ଉଦ୍ଧାର କରି ସମୁଦ୍ରରେ ଛାଡ଼ିଛି। ବାଲେଶ୍ୱର ଜିଲ୍ଲାରୁ ଆସିଛି ଏପରି ଖବର। ବସ୍ତା ଦେଇ ପ୍ରବାହିତ ହୋଇଛି ଜଳକା ନଦୀ। ଆଜି ସକାଳେ ସେହି ନଦୀର…

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଘୋଟାଲା, ତାତିଲେ ଆଶାୟୀ…

ଭୁବନେଶ୍ବର : ପରୀକ୍ଷାର୍ଥୀଙ୍କ ନାଁ ମାହାଲ ମାଣ୍ଡା। ତାଙ୍କ ବାପାଙ୍କ ନାଁ ମାହାଲ ମାଣ୍ଡା ପ୍ରୋ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଇ-ଆଡମିଟ୍ କାର୍ଡରେ ଏଭଳି ଅଜବ ନାଁକୁ ନେଇ ଖପ୍ପା ଓଡ଼ିଶା ଜୁନିଅର ଟିଚର ଆଶାୟୀ। କେବଳ ଏତିକି ନୁହେଁ,…