Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ରାଜ୍ୟର ସବୁ ଗାଁକୁ ପରିକ୍ରମା ଆରମ୍ଭ କଲା ଶ୍ରୀଜଗନ୍ନାଥ ଅର୍ପଣ…
ପୁରୀ,୬।୧: ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜିଠାରୁ ଶ୍ରୀଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି । ଏହି ରଥ ଓଡ଼ିଶାର ପ୍ରତ୍ୟେକ ଗ୍ରାମ ପରିକ୍ରମା କରିବା ସହ ଶ୍ରଦ୍ଧାଳୁଙ୍କ ଠାରୁ…
ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ
ବାଲେଶ୍ବର : ବାଲେଶ୍ୱର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାରେ ହାତୀଖୁଲିଆ ସେକ୍ସନର ଫରେଷ୍ଟର ପଦ୍ମାବତୀ ବେହେରା ଓ ଫରେଷ୍ଟ ଗାର୍ଡ ପ୍ରମିଳା ସେଣଙ୍କୁ ନିଲମ୍ବନ କରାଯାଇଛି। ବାଲେଶ୍ୱର ବନ ବିଭାଗ ପକ୍ଷରୁ କାର୍ଯ୍ୟରେ ଅବହେଳା ପାଇଁ ସେମାନଙ୍କୁ ନିଲମ୍ବନ…
ଗାଡ଼ିରୁ ଓହ୍ଲାଇ ପାଣ୍ଡିଆନ୍ଙ୍କ ପାଇଁ ରାସ୍ତା କ୍ଲିୟର କଲେ ପ୍ରଣବ ଓ ପ୍ରତାପ…
ବାଲେଶ୍ବର : 5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଗସ୍ତ ପାଇଁ ପୂରା ବାଲେଶ୍ୱର ଟାଉନରେ ପୁଲିସ୍ ଛାଉଣୀ କରାଯାଇଥିଲା। ଛକ ଛକରେ ଛିଡ଼ା ହୋଇଥିଲେ ପୁଲିସ୍। ଜନ୍ଦା ପିମ୍ପୁଡ଼ି ଗଳି ପାରୁ ନଥିଲେ! ଏହା ସତ୍ତ୍ୱେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ମନ୍ତ୍ରୀ…
ଷ୍ଟେସନ୍ରେ ହଜିଗଲେ ସ୍ୱାମୀ; ଫେରିବା ବାଟକୁ ଅନାଇଛନ୍ତି ସୁଭଦ୍ରା…
ବାଲେଶ୍ବର : ଗାଁରେ କାମ ମିଳିଲାନି। ତେଣୁ ପରିବାର ପାଇଁ ଦାନା ଯୋଗାଡ଼ କରିବାକୁ ଦାଦନ ଖଟିବାକୁ ଯାଉଥିଲେ ସ୍ୱାମୀ-ସ୍ତ୍ରୀ। ହେଲେ ଭୁବନେଶ୍ୱର ରେଳ ଷ୍ଟେସନ୍ରେ ହଜିଗଲେ ସ୍ୱାମୀ। ଦୁଇ ଦିନ ରାଜଧାନୀରେ ଖୋଜିବା ପରେ ଖାଲି ହାତରେ ଘରକୁ ଫେରିଲେ ସୁଭଦ୍ରା। ଏବେ ଘର…
ବଦଳିଲା ନଗଡ଼ାର ଚିତ୍ର, ଛାଡ଼ିଲାନି ବିବାଦ; ପୁଣି ଜଣେ ଅପପୁଷ୍ଟିର ଶିକାର..!
ଯାଜପୁର : ଅପପୁଷ୍ଟିକୁ ନେଇ ଚର୍ଚ୍ଚାରେ ଥିଲା ଯାଜପୁରର ନଗଡ଼ା। ବହୁ ସମାଲୋଚନା ପରେ ରାଜ୍ୟ ସରକାର ନଗଡ଼ାର ବିକାଶ ପାଇଁ ଲାଗି ପଡ଼ିଥିଲେ। ପାହାଡ଼ ଚିରି ରାସ୍ତା ତିଆରି କରିଥିଲେ। ସରକାରୀ ଗାଡ଼ି ଚଲାଇଲେ। ନଗଡ଼ାବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ। ଏହାଛଡ଼ା ନାନା…
ରାଜ୍ୟପାଳଙ୍କୁ ରାସ୍ତାରେ ଅଟକାଇ ନିଜ ଘର ଦେଖାଇଲେ ମହିଳା…
କେନ୍ଦ୍ରାପଡା : ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ କେତେ କାହାକୁ ନେହୁରା ହେଲେ। ହେଲେ କେହି ଶୁଣିଲେନି। ସବୁଆଡୁ ନିରାଶ ହୋଇ ନିଜର ଭଙ୍ଗାଦଦରା ଝାଟି ମାଟି ଘରେ ପାଳାତିପାତ କରୁଥିଲେ। ଆଜି ଗାଁକୁ ରାଜ୍ୟପାଳ ରଘୁବର ଦାସ ଆସୁଥିବା ବେଳେ ଗାଡ଼ି ଆଗରେ ଛିଡ଼ା ହୋଇ…
୧ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍ ସୁଗର ଜବତ, ଜଣେ ଗିରଫ…
ପୁରୀ : ପୁରୀ ଜିଲ୍ଲା ନିମାପଡ଼ାରୁ ଜଣେ ଯୁବକଙ୍କଠାରୁ ୧ କେଜି ୬୦ ଗ୍ରାମର ବ୍ରାଉନ୍ ସୁଗର ଜବତ କରିଛି ଭୁବନେଶ୍ୱର ଏସ୍ଟିଏଫ୍। ଜବତ ବ୍ରାଉନ ସୁଗରର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହୋଇଥିବା କୁହାଯାଉଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସ୍ଟିଏଫ୍।
ଗିରଫ…
ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ପେଟ୍ରୋଲ ଓ ଡିଜେଲ ପରିବହନ ପ୍ରଭାବିତ…
ଭୁବନେଶ୍ବର: ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ପେଟ୍ରୋଲ ଓ ଡିଜେଲ ପରିବହନ ପ୍ରଭାବିତ ହୋଇଛି। ଏନେଇ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଲୋକେ ଆତଙ୍କିତ ଥିବା ଯୋଗୁଁ ଗତକାଲି…
୬ ମାସରେ ବାଲେଶ୍ଵର ଜିଲ୍ଲାକୁ ଆସିଛି ୧୦୩୮କୋଟି ଅନୁଦାନ: ୫ଟି ଅଧ୍ୟକ୍ଷ
ବାଲେଶ୍ଵର: ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ଦିନିକିଆ ବାଲେଶ୍ଵର ଗସ୍ତରେ ଆସି ଆମ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବା ସହ ଜିଲ୍ଲାକୁ ୧ ନମ୍ବର କରିବାକୁ ଆହ୍ବାନ ଦେଇଛନ୍ତି। ସ୍ଥାନୀୟ ମିଶନ…
ରାୟଗଡ଼ାରେ ଆଇନ୍ମନ୍ତ୍ରୀଙ୍କ ଗାଡ଼ିଧକ୍କାରେ ନାବାଳକର ଦୁଇଗୋଡ଼ ଭାଙ୍ଗିଲା, ଉତ୍ତେଜନା ପରେ ଡାକ୍ତରଖାନାରେ ଭର୍ତ୍ତି
ରାୟଗଡ଼ା: ଆଦିବାସୀ କଲ୍ୟାଣ ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ଆଜି ଜଣେ ୪ ବର୍ଷ ବୟସର ଶିଶୁର ଦୁଇ ଗୋଡ଼ ଭାଙ୍ଗିଛି। ଗୁରୁତର ନାବାଳକ ହେଲା ନବୀନ ଗୁନୁଲୁ। ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିଶୁ ଶରୀରର ବିଭିନ୍ନ ଅଙ୍ଗ ଓ ଦୁଇ ଗୋଡରେ…