Browsing Category

ଓଡିଶା

ବ୍ୟାଙ୍କ ଲକର ତାଡ଼ି ୧୪ ଲକ୍ଷ ଟଙ୍କା ଲୁଟ୍…

ବାଙ୍କୀ : ବ୍ୟାଙ୍କ ଲକର ତାଡ଼ି ୧୪ ଲକ୍ଷ ଟଙ୍କା ଲୁଟ୍ । ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଡମପଡା ଶାଖାରୁ ଲକର ଭାଙ୍ଗି ଲୁଟିନେଲେ ୧୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା । ଗତ କାଲି ରାତିରେ ବ୍ୟାଙ୍କ ଶାଖାରେ ଦୁର୍ବୃତ୍ତ ମାନେ ତାଲା ଓ ସିସିଟିଭିକୁ…

‘BSKY ନବୀନ କାର୍ଡ’ ଶୁଭାରମ୍ଭ : ଉପକୃତ ହେବେ ୯୦ ପ୍ରତିଶତ ଲୋକ

ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା –ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଲୋକ ଉପକୃତ ହେବେ । ପଇସା ଅଭାବରୁ …

ଶିମିଳିପାଳରେ ବାଘଙ୍କ ସୁରକ୍ଷା ଲାଗି ମୂତୟନ ହେବ ୧୪ ଅଲ ଓ୍ବେଦର କଷ୍ଟମାଇଜ୍ ବୋଲେରୋ…

ମୟୁରଭଞ୍ଜ: ଶିମିଳିପାଳରେ ବ୍ୟାଘ୍ର ସୁରକ୍ଷା ଲାଗି ନୂଆ ପଦକ୍ଷେପ । ମୂତୟନ ହେବେ ୧୪ ଅଲ ଓ୍ବେଦର କଷ୍ଟମାଇଜ୍ ବୋଲେରୋ । ସବୁଜ ରଙ୍ଗରେ ଏସବୁ ଗାଡିକୁ ସ୍ବତନ୍ତ୍ର ଭାବରେ ଶମିଳିପାଳ ପାଇଁ ଡିଜାଇନ୍ କରାଯାଇଛି । ଏବଂ ଏଗୁଡିକର ରିମୋଟ୍…

ଅଂଶୁପା ଡାକବଙ୍ଗଳାରେ ରାଜ୍ୟପାଳ ରଘୁବର ଦାସଙ୍କ ଦରବାର

ବାଙ୍କୀ : ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ବାଙ୍କୀ ବ୍ଲକ ଅନ୍ତର୍ଗତ ସରଣ୍ଡା ଅଂଶୁପା ପୂର୍ତ୍ତ ଡାକବଙ୍ଗଳାରେ ଗୁରୁବାର ଏକ ବୈଠକ କରିଛନ୍ତି। ଏହି ବୈଠକରେ ରାଜ୍ୟପାଳ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ସମସ୍ୟା ବୁଝିବା ସହିତ…

ପୁଲିସ୍‌ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ…

ପୁରୀ: କୁଖ୍ୟାତ ଅପରାଧୀ କାଳୁ ଭୋଳକୁ ପୁରୀ ପୁଲିସ୍‌ ଏନ୍‌କାଉଣ୍ଟର କରିଛି। ଗୁଳିମାଡ଼ରେ କାଳୁ ଆହତ ହୋଇଛି। ତାକୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ କହିଛି ଯେ, ଆଜି ସତ୍ୟବାଦୀ ଥାନା ଅଧୀନ ସୁଆଣ୍ଡୋ ଗ୍ରାମ ନିକଟ ସାଗର ସ୍ନାନ ମେଳଣ…

ନକଲି ସାର୍ଟିଫିକେଟ ଦେଇ ବନ୍ଧା ହେଲେ ଡାକ୍ତର…

ବ୍ରହ୍ମପୁର : କେତେବେଳେ ଯାନୀ ତ କେତେବେଳେ ଶାସନୀ। ମାଟ୍ରିକ ସାର୍ଟିଫିକେଟରେ ଯାନୀ ତ ବ୍ୟାଙ୍କ ପାସବୁକ୍‌ରେ ରହିଛି ଶାସନୀ ସଂଜ୍ଞା । ଜାଲ ଆଦିବାସୀ ସାର୍ଟିଫିକେଟ ବଳରେ ଡାକ୍ତରୀ ଚାକିରି କରିଥିବା ଏପରି ଜଣେ ଡାକ୍ତରଙ୍କୁ ବାନ୍ଧିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା…

ପାତାଳୀ ନଦୀରେ ବୁଡ଼ିଲା ଡଙ୍ଗା , ୧ ମୃତ ୪ ନିଖୋଜ

କୋରାପୁଟ : ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନଦୀ ପାର ହୋଇ ଯାଉଥିଲେ। ହେଲେ ନଦୀ ମଝିରେ ବୁଡ଼ିଗଲା ଡଙ୍ଗା। ଆଉ ଚାଲିଗଲା ଜଣଙ୍କ ଜୀବନ। ଅନ୍ୟ ୪ ଜଣ ନିଖୋଚ ଅଛନ୍ତି। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି। ଉଦ୍ଧାର କାର୍ଯ୍ୟ…

ସ୍ୱାସ୍ଥ୍ୟସେବାରେ ଯୋଗଦେଲେ ଆଉ ୨୪୭୩ ନୂଆ ଡାକ୍ତର…

ଭୁବନେଶ୍ବର : ରାଜ୍ୟ ସ୍ୱାସ୍ଥ୍ୟସେବାରେ ଆଜି ଆଉ ୨୪୭୩ଜଣ ନୂଆ ଡାକ୍ତର ଯୋଗ ଦେଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି ୨୪୭୩ଜଣ ଡାକ୍ତରଙ୍କୁ ଆଜି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହି ସମସ୍ତ ଡାକ୍ତର ରାଜ୍ୟ…

ଟ୍ରକ୍‌ରେ ପିଟିହେଲା ପିକ୍‌ନିକ୍‌ ବସ୍‌, ୭ ଗୁରୁତର

ବଲାଙ୍ଗୀର,୨୮ା୧୨:ବଲାଙ୍ଗୀର-ସୋନପୁର ରାସ୍ତାର ଖମ୍ବଶିରିପାଲି ଛକରେ ଗୁରୁବାର ସକାଳୁ ଏକ ଦୁର୍ଘଟଣା ଘଟିଛି। ଟ୍ରକ୍‌ ପଛରେ ପିକ୍‌ନିକ୍‌ ବସ୍‌ଟି ପିଟି ହେବାରୁ ୭ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସୂଚନାଯୋଗ୍ୟ,…