Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରଜରେ ନନ୍ଦନକାନନରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ, ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ୱର: ରଜରେ ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଜ ପର୍ବରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ୨୭,୧୯୨ ଜଣ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଆସିଥିଲେ। ଯେତେବେଳେ ସଂଲଗ୍ନ ରାଜ୍ୟ ଉଦ୍ଭିଦ ଉଦ୍ୟାନ!-->…
ବଜ୍ରାଘାତରେ ଜଳିଗଲେ ଦୁଇ ଚାଷୀ
ଆଠଗଡ଼ : ତିଗିରିଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗାଁ ଗହିରରେ ଅଘଟଣ l ବଜ୍ରାଘାତରେ ଜଳିଗଲେ ଦୁଇ ଜଣ l କାଳ ବୈଶାଖୀ ଘଡଘଡି ବର୍ଷା ଯୋଗୁ କୁଡିଆ ଭିତରେ ଆଶ୍ର୍ରୟ ନେଇଥିବା ବେଳେ ଦୁଇ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାଯାଇଛି l ବିଲକୁ କାମ କରିବା ପାଇଁ ଯାଇଥିବା ବେଳେ ବର୍ଷା ଘଡଘଡି!-->…
ଗାଁ କମିଟି ନିଷ୍ପତ୍ତି ନମାନିବାରୁ ୪ ପରିବାରକୁ ଗାଁରୁ ବାସନ୍ଦ, ବ୍ୟାରିକେଡ ହଟାଇଲା ପୋଲିସ
ପୋଲସରା : ଗ୍ରାମ କମିଟି ନିଷ୍ପତ୍ତି ନମାନିବାରୁ ରାସ୍ତାରେ ବ୍ୟାରିକେଡ । ୪ ପରିବାର ଗାଁରୁ ବାସନ୍ଦ ହୋଇଥିିବା ଅଭିଯୋଗ । ପରିବାର ରହୁଥିବା ରାସ୍ତାରେ ବାଡ଼ ବାନ୍ଧି ଯାତାୟତ ବନ୍ଦ କଲେ ଗ୍ରାମବାସୀ। ୩ଦିନ ଧରି ଗୃହବନ୍ଦୀ ରହିଲେ ୪ ପରିବାର । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା!-->…
ଇନଷ୍ଟାଗ୍ରାମରେ ସେକ୍ସ ରାକେଟ, ୪ ଜଣଙ୍କୁ ବାନ୍ଧିଲା ତମାଣ୍ଡୋ ପୋଲିସ
ଭୁବନେଶ୍ୱର : ଇନଷ୍ଟାଗ୍ରାମରୁ ଫଟୋ ଚୋରି କରି ଚଳାଉଥିଲେ ସେକ୍ସ ରାକେଟ । ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖାଇ ଗ୍ରାହକଙ୍କୁ କରୁଥିଲେ ଟାର୍ଗେଟ । ବୁକିଂ ଚାର୍ଜ, କ୍ୟାବ୍ ଚାର୍ଜ ଓ ସର୍ଭିସ ଚାର୍ଜ ନାଁରେ ଆଦାୟ କରୁଥିଲେ ଟଙ୍କା । ରାଜଧାନୀରେ ସକ୍ରିୟ ଥିବା ଏଭଳି ଏକ ହାଇଟେକ୍ ଏସ୍କର୍ଟ ରାକେଟର!-->…
କୋର୍ଟଙ୍କ ଆଦେଶ ପାଳନରେ ପୁଲିସର ଅବହେଳା
କଟକ:ନ୍ୟାୟାଳୟଙ୍କ ଆଦେଶ ଓ ଗିରଫ ପରୱାନା କାର୍ଯ୍ୟକାରୀ କରିବାରେ ରାଜ୍ୟର ବିଭିନ୍ନ ଥାନା ପୁଲିସର ଅବହେଳାକୁ ନେଇ ଓଡ଼ିଶା ହାଇକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଏପରି ଅବହେଳା ଯୋଗୁଁ ନିମ୍ନ ଅଦାଲତରେ ମାମଲାଗୁଡ଼ିକ ଅନାବଶ୍ୟକ ଭାବେ ବିଳମ୍ବିତ ହେଉଥିବା ବେଳେ ପୀଡ଼ିତମାନେ!-->…
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ
ଭୁବନେଶ୍ବର : ଆସନ୍ତା ୧୯ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୟୂରଭଞ୍ଜ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ଶନିବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି!-->…
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନିର୍ମାଣ ହେବ ୮.୮ ନିୟୁତ ଯାତ୍ରୀ କ୍ଷମତା ବିଶିଷ୍ଟ ଟର୍ମିନାଲ-୩
ଭୁବନେଶ୍ୱର: ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଗତ ୧୨ ବର୍ଷ ମଧ୍ୟରେ ବିମାନ ଉଡ଼ାଣ ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଆର୍ଥିକ ବର୍ଷ ୨୦୧୪-୧୫ରେ ୧୦, ୭୬୫ ବିମାନ ଉଡ଼ାଣ କରୁଥିବା ବେଳେ ୨୦୨୫-୨୬ ସୁଦ୍ଧା ଏହି ସଂଖ୍ୟା ୩୮,୪୧୬ରେ ପହଞ୍ଚିଛି। ୨୦୨୫-୨୬!-->…
ପାଇଖାନା ପ୍ୟାନରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର
ଆନନ୍ଦପୁର : ପାଇଖାନା ପ୍ୟାନ୍ ଭିତରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର । କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ମହିଳା ୱାର୍ଡରେ ଥିବା ପାଇଖାନା ପ୍ୟାନ ଭିତରୁ ଉଦ୍ଧାର କରାଯାଇଛି । ଆଜି ସକାଳୁ ୱାର୍ଡର ମହିଳା ନର୍ସ ପାଇଖାନା ଭିତରେ ନବଜାତ ପଡ଼ିଥିବା ଦେଖି କର୍ତ୍ତୃପକ୍ଷଙ୍କୁ!-->…
ମାଓ ଡମ୍ପ ଠାବ : ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଜବତ
ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନାରେ ମାଓ ଡମ୍ପ ଠାବ କରିଛି ସୁରକ୍ଷା ବାହିନୀ । ଆମ୍ବାଡୋଲା ଥାନା ଅନ୍ତର୍ଗତ ଧେପଗୁଡ଼ା ରିଜର୍ଭ ଫରେଷ୍ଟରେ ଲୁଚାଇ ରଖିଥିଲେ ମାଓବାଦୀ । DVF ଓ SOG ଟିମ୍ ର ମିଳିତ ଅଭିଯାନରେ!-->…
ଅଜଣା ଗାଡି ଧକ୍କାରେ ୨ ଭାଇଙ୍କ ମୃତ୍ୟୁ
ବାଂଶପାଳ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା କୁଆଁର ଠାରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ୨ ଭାଇଙ୍କ ମୃତ୍ୟୁ ହୋଇଛି । ପୃଥକ ଦୁର୍ଘଟଣାରେ ୫ ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ!-->…