Browsing Category

ଓଡିଶା

୫ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା

ରାୟଗଡ଼ା: ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା । ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଚାଟିକଣା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯାଇଛି । ଏହାକୁ ନେଇ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି । ଚାଟିକଣା ଷ୍ଟେସନ ସାହି ର ପୁରୁଷୋତ୍ତମ ଗନ୍ତାୟତଙ୍କ ପୁଅ ଋଷି

ପିଟିଦେଲା ହାଇୱା, ଚାଲିଗଲା ୩ ଜୀବନ

ଭୁବନେଶ୍ୱର : ସକାଳୁ ସକାଳୁ ରାଜଧାନୀରେ ଭୟଙ୍କର ସଡକ ଦୁର୍ଘଟଣା । ପିଟିଦେଲା ହାଇୱା, ଚାଲିଗଲା ୩ ଜୀବନ। ପାହାଳ ଥାନା ଅନନ୍ତପୁର ଛକ ନିକଟରେ ଏକ ହାଇୱା ଧକ୍କାରେ ତିନି ଜଣଙ୍କ ମୃତ୍ୟୁ ଘଟିଛି । ତିନି ଜଣ ଯୁବକ ବାଇକରେ ଯାଉଥିବା ବେଳେ ଏକ ହାଇୱା ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା

ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାଖଲ କରିବାରେ ବିଳମ୍ବ: ଓଡିଶା ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। କହିଲେ ସରକାରଙ୍କ ଆଚରଣ ଅତ୍ୟନ୍ତ ଅଳସୁଆମୀ। ସ୍ୱତନ୍ତ୍ର ଲିଭ୍ ପିଟିସନ୍ (SLP) ଦାଖଲ କରିବାରେ ଚାରି ମାସ ବିଳମ୍ବ ପାଇଁ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ଭର୍ତ୍ସନା କରିଛନ୍ତି। କୋର୍ଟ ରାଜ୍ୟର ମନୋଭାବକୁ “ଅତ୍ୟନ୍ତ

ଯୁଦ୍ଧ ର ପ୍ରଭାବ :ହାଣ୍ଡିଶାଳ ଉପରେ ମାଡ଼ ଜାଳେଣି ଗ୍ୟାସ ୬୦ ଟଙ୍କା ବୃଦ୍ଧି…

କେନ୍ଦ୍ର ଓ ରାଜ୍ୟ ସରକାର ଜି.ଏସ.ଟି ଟ୍ୟାକ୍ସ ଛାଡ଼ ପାଇଁ ସାଧରଣ ରେ ଦାବୀ…..!ବ୍ରହ୍ମପୁର ନିଃସର୍ତ୍ତ ନିୟୁଜ : ଯୁଦ୍ଧର ପ୍ରଭାବ ଯୋଗୁଁ ଜାଳେଣି ଗ୍ୟାସରେ ଆଜି ଠାରୁ ଘରୋଇ ଗ୍ୟାସ ସିଲେଣ୍ଡେର ରେ ୬୦ ଟଙ୍କା ବୃଦ୍ଧି ହୋଇଛି। ସାଧରଣ ଲୋକଙ୍କ ହାଣ୍ଡିଶାଳ ଉପରେ ଏହାର ପ୍ରଭାବ ଦେଖିବାକୁ

ଆସିକାରେ ଦୀର୍ଘ ଦିନ ହେଲା ବନ୍ଦ ଥିବା ବିବାଦୀୟ ଚେରମେରିଆ ବେଆଇନ ବାଲି ଘାଟ ପୁଣି ଚାଲିବା ପାଇଁ ପ୍ରସ୍ତୁତି …..!

ଜାଲ ବିଛାଇଲେଣି ବାଲି ମାଫିଆ ଅଦୃଶ୍ୟ ଶକ୍ତି ର ଆଦେଶ କୁ ଅପେକ୍ଷା... ଅଦୃଶ୍ୟ ଶକ୍ତି ଚାପରେ ପ୍ରଶାସନ ଚେପା …..!ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁବେଳେ ଚର୍ଚ୍ଚାରେ ରହିଆସିଛି। ପୂର୍ବରୁ ଦୀର୍ଘ ବର୍ଷ ହେଲା ଜିଲ୍ଲାର ଚୋରା ବାଲି ସମ୍ରାଟ ହାତରେ ଆସିକା ଚେରମେରିଆ ବାଲି

ସଙ୍ଗଠନ ଓ ସରକାରକୁ ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କଲେ ଶାହା

ଭୁବନେଶ୍ବର:ରାଜ୍ୟ ବିଜେପି କାର୍ଯ୍ୟାଳୟରେ  ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୈଠକ। ସଙ୍ଗଠନ ଓ ସରକାର କୁ ନେଇ ବୈଠକରେ ଆଲୋଚନା ହୋଇଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହ ଆଲୋଚନା କରିଥିଲେ ଶାହା।  ରାଜ୍ୟରେ ଯେଉଁ ସବୁ ଇସ୍ୟୁ

ନିର୍ଦ୍ଧାରଣ ହେବ ନିର୍ମାଣ ସାମଗ୍ରୀର ସର୍ବଶ୍ରେଷ୍ଠ ମୂଲ୍ୟ: ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ୱର : ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ନିର୍ମାଣ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିର୍ମାଣ କ୍ଷେତ୍ରରେ ସାମଗ୍ରୀର ଉଚିତ ମୂଲ୍ୟ ନିର୍ଦ୍ଧାରଣ ଓ ସାମଗ୍ରୀର ଗୁଣବତ୍ତା ଉପରେ ଗୁରୁତ୍ୱ ଦିଆଯାଇଥିବା

କୋର୍ଟ ହତାରୁ କଏଦୀ ଫେରାର

ବାଲେଶ୍ୱର : କୋର୍ଟ ହତା ଭିତରୁ କଏଦୀ ଫେରାର । ବାଲେଶ୍ୱର କଷାଫଳ ମେରାଇନ ଥାନା ଅନ୍ତର୍ଗତ ଏକ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ଅଭିଯୁକ୍ତ ସେକ୍ ଇସ୍ତାଖାଦ୍ ଚମ୍ପଟ ମାରିଛି । ଅଭିଯୁକ୍ତକୁ ବାଲେଶ୍ଵର ଜେଲରୁ ଅଣାଯାଇଥିଲା । ପାଖାପାଖି ୧.୩୦ ରୁ ୨ ଟା ମଧ୍ୟରେ କୋର୍ଟ ପରିସରରୁ ଚମ୍ପଟ

ଲାଇନମ୍ୟାନଙ୍କୁ ସମ୍ମାନ; ଟିପିଏସ୍ଓଡିଏଲ୍ ତରଫରୁ ପାଳନ ହେଲା ଲାଇନମ୍ୟାନ୍ ଦିବସ

• ସମଗ୍ର ଦକ୍ଷିଣ ଓଡିଶାରେ ୫୫ତମ ଜାତୀୟ ସୁରକ୍ଷା ମାସ ଆରମ୍ଭ ବ୍ରହ୍ମପୁର, ମାର୍ଚ୍ଚ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ଲାଇନମ୍ୟାନ୍ ଦିବସ ପାଳିତ। ଲାଇନମ୍ୟାନମାନଙ୍କ ତ୍ୟାଗ, ସାହସ ଏବଂ ସେବାକୁ ସମ୍ମାନ ଜଣାଇ କାର୍ଯ୍ୟକ୍ଷେତ୍ରର

ଜାଲିଆତି କରି ୪.୯୭ କୋଟି ଉଠାଇଲେ ଅବସରପ୍ରାପ୍ତ ଶିକ୍ଷକ

ଯାଜପୁର : କୋରାଇ ବିଇଓଙ୍କ ଅଫିସରେ ୫ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ । ଜାଲିଆତି କରି ୪.୯୭ କୋଟି ଉଠାଇଛନ୍ତି ଅବସରପ୍ରାପ୍ତ ଶିକ୍ଷକ । ଅଡ଼ିଟ୍ ରିପୋର୍ଟରେ ଦୁର୍ନୀତି ସ୍ପଷ୍ଟ ଜଣାପଡିବା ପରେ ଯାଜପୁର ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଶିକ୍ଷା ବିଭାଗର ସଚିବ ।