Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୨ ବର୍ଷରେ ପଡ଼ିଆ ଖାଇଲାଣି ୫ କୋଟିର ମୋରମ..!
କଟକ: କଟକର ଐତିହାସିକ ବାଲିଯାତ୍ରାର କଳେବର ଓ ଆକର୍ଷଣ ଯେତିକି ବଢୁଛି, ଭିତ୍ତିଭୂମି ପ୍ରସ୍ତୁତି ଆଳରେ ହେଉଥିବା ଆଖିଖୋସା ଖର୍ଚ୍ଚ ବଡ଼ ଦୁର୍ନୀତିକୁ ହାୱା ଦେଉଛି। ୨୦୨୨ରେ ହୋଇଥିବା ଖର୍ଚ୍ଚକୁ ନେଇ ସନ୍ଦେହ ଆଉ ତଥ୍ୟ ପ୍ରମାଣ ମିଳିବା ପରେ ଏହାର ସ୍ବତନ୍ତ୍ର ଅଡିଟ୍…
ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟି ପିଟି ହତ୍ୟା
ଯୁଗ ଆସି କେଉଁଠି ପହଞ୍ଚିଲାଣି । କିନ୍ତୁ ଏବେ ବି କିଛି ଲୋକଙ୍କ ମନରେ ଭରି ରହିଛି ଅନ୍ଧବିଶ୍ୱାସର ମାୟାଜାଲ । ଆଉ ଏହି ଅନ୍ଧବିଶ୍ୱାଶର କୁପ୍ରଭାବରେ ହନ୍ତସନ୍ତ ହେଉଛନ୍ତି କିଛି ନୀରିହ ଜନ ସାଧାରଣ । ଲୋକମାନେ ଯେତେ ଆଧୁନିକତା ଦିଗକୁ ଗଲେ ମଧ୍ୟ କିଛି କିଛି ସ୍ଥାନରେ…
ପ୍ରେମିକାକୁ ଦେଖିବା ପରେ ସ୍ୱାମୀ ଆଉ ଭଲ ଲାଗିଲାନି, ବୟଫ୍ରେଣ୍ଡ ସହ ମିଶି କଲା ନିର୍ମମ ହତ୍ୟା
ରାୟଗଡା : ସ୍ୱାମୀଠୁ ଭଲ ଲାଗିଲା ପ୍ରେମିକ । ରହିପାରିଲାନି ପ୍ରେମିକକୁ ଛାଡି । ଶୟନେ ସପନେ ଜାଗରଣେ ଖାଲି ଦେଖା ଯାଉଥିଲା ପ୍ରେମିକର ମୁହଁ । ପ୍ରେମିକାକୁ ଦେଖିବା ପରେ ସ୍ୱାମୀ ଆଉ ଭଲ ଲାଗିଲାନି । ବୟଫ୍ରେଣ୍ଡ ସହ ଫେରାର ହେବାକୁ ରଚିଥିଲା ଷଡଯନ୍ତ୍ର ।…
ପୋଲରୁ ୨୦ ଫୁଟ୍ ତଳକୁ ଖସିପଡ଼ିଲା କାର୍, ୩ ଆହତ
ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବଣାଇର ମହୁଲପଦା ଥାନାର ଫୁଲଝର ନଗରିଆ ପୋଲ ତଳକୁ ପ୍ରାୟ ୨୦ ଫୁଟ ତଳକୁ ଖସିଲା କାର । ଫଳରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନେ ହେଉଛନ୍ତି- କେନ୍ଦୁଝର ଜିଲ୍ଲା କାଦଡ଼ିଆ ଗାଁର ଅଜିତ ମାହାନ୍ତ, ଓମକାର…
୩୨ ଜଣ ଆସୋସିଏଟ ପ୍ରଫେସରଙ୍କୁ ପଦନ୍ନୋତି ଦେଲା ଉଚ୍ଚଶିକ୍ଷା ବିଭାଗ…
ଭୁବନେଶ୍ୱର: ଓଡ଼ିଶା ସରକାର ବିଭିନ୍ନ କଲେଜରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଆସୋସିଏଟ ପ୍ରଫେସରଙ୍କ ତାଲିକା ପ୍ରକାଶ କରିଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ୩୨ ଜଣ ଆସୋସିଏଟ ପ୍ରଫେସରଙ୍କୁ ପଦନ୍ନୋତି କରିଛି। ଏନେଇ ଗତକାଲି ଉଚ୍ଚଶିକ୍ଷା ବିଭାଗରୁ…
ପଟିଆକୁ ସ୍ଥାନାନ୍ତର ହେବ କ୍ୟାପିଟାଲ ହସ୍ପିଟାଲ୍…
ଭୁବନେଶ୍ଵର: ବଦଳିବ କ୍ୟାପିଟାଲ ହସ୍ପିଟାଲ ଠିକଣା । ବଢ଼ୁଥିବା ଲୋକସଂଖ୍ୟା ଓ ସଂପ୍ରସାରିତ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ସରକାର କ୍ୟାପିଟାଲ ହସ୍ପିଟାଲକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଯୋଜନା ହୋଇଛି । ଚନ୍ଦ୍ରଶେଖରପୁର-ପଟିଆ ଅଞ୍ଚଳରେ ଏହି କ୍ୟାପିଟାଲ…
ଦୁବାଇ ଗସ୍ତରେ ମିଶନଶକ୍ତି ମହିଳା…
ଭୁବନେଶ୍ଵର: ଓଡ଼ିଶାର ପରିବର୍ତ୍ତନ ସ୍ବରର ଏକ ପ୍ରମୁଖ ଦିଗ ହେଲା ମହିଳା ସଶକ୍ତିକରଣ । ଓଡ଼ିଶାର ସାମାଜିକ ଓ ଆଞ୍ଚଳିକ ରୂପାନ୍ତରଣରେ ମହିଳାମାନଙ୍କ ଭୂମିକାକୁ ହୃଦୟଙ୍ଗମ କରି ଓଡ଼ିଶା ସରକାର ମହିଳା କେନ୍ଦ୍ରୀୟ ନୀତି ଓ କାର୍ଯ୍ୟକ୍ରମକୁ ଗୁରୁତ୍ବ…
ସି ଫୁଡ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ…
ଭୁବନେଶ୍ଵର: ସି ଫୁଡ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ । ପଟିଆ ସ୍ଥିତ ସାଇ ଆନନ୍ଦମ୍ କମ୍ପ୍ଲେକ୍ସରେ ଥିବା ଶ୍ରିରାଗମ୍ ଏକ୍ସପୋର୍ଟସ୍ ପ୍ରାଇଭେଟ ଲିମିଟେଡ୍ ନାଁରେ ଥିବା ସି ଫୁଡ୍ ଅଫିସରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ବାହିନୀ ପକ୍ଷରୁ ନିଆଁ ଆୟତ୍ତ ପାଇଁ…
ତେଲକୋଇ ରେଞ୍ଜରୁ ଆଜି ପୁଣି ଏକ ହାତୀର ମୃତଦେହ ଉଦ୍ଧାର…
କେନ୍ଦୁଝର: ରାଜ୍ୟରେ ଥମିବାର ନାଁ ନେଉନାହିଁ ହାତୀ ମୃତ୍ୟୁ ସଂଖ୍ୟା । ଦିନ କି ଦିନ ଯେଉଁଭଳି ଭାବରେ ହାତୀ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ଯଦି ଏହା ଉପରେ ସଠିକ ରୋକ ଲଗାନଯାଏ ତେବେ ବହୁତ ଶୀଘ୍ର ରାଜ୍ୟରେ ହାତୀ ଲୋପ ପାଇଯିବେ । ତେବେ ଏହାରୀ ଭିତରେ ଆଜି ପୁଣି ଏକ…
ଚାଷ ଜମିକୁ ହାତୀ ଘଉଡାଇବାକୁ ଯାଇ ଗୁରୁତର ହେଲେ ଯୁବକ…
ଗଞ୍ଜାମ : ଥମୁନି ହାତୀ ଆତଙ୍କ । ହାତୀ ମଣିଷ ଲଢେଇ ଭିତରେ କେତେବେଳେ ମଣିଷ ତାର ଜୀବନ ହାରୁଛି ତ ଆଉ କେତେବେଳ ହାତୀର ଜୀବନ ଯାଉଛି । ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଘଟଣା । ଜଗନ୍ନାଥପ୍ରସାଦ ରେଞ୍ଜ ପାଲପଡ଼ା ଵୋଡା ନଦୀ ନିକଟରେ…