Browsing Category

ଓଡିଶା

ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସ୍‌ ଧର୍ମଘଟ…

ଭୁବନେଶ୍ୱର : ଅକ୍ଟବୋର ୧୦ରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ରାଜ୍ୟବ୍ୟାପୀ ହେବ ଘରୋଇ ବସ୍‌ ଧର୍ମଘଟ। ଅଲ୍‌ ଓଡ଼ିଶା ବସ୍‌ ମାଲିକ ସଂଘ ସାଧାରଣ ପରିଷଦରେ ହୋଇଛି ଏହି ନିଷ୍ପତ୍ତି। ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ବସ୍‌ ଯୋଜନାକୁ ପରିଷଦରେ ତୀବ୍ର ବିରୋଧ କରାଯାଇଛି। ଯେହେତୁ ଆସନ୍ତା ୨ ତାରିଖରେ…

ଅଧ୍ୟାପକ କଲେଜରେ ୭ ଘଣ୍ଟା ରହିବା ବାଧ୍ୟ…

ଭୁବନେଶ୍ବର: ପୁଣି କଡ଼ାକଡି ହେବ ଅଧ୍ୟାପକଙ୍କ ଉପସ୍ଥାନ । ଡିଗ୍ରୀ କଲେଜ ଅଧ୍ୟାପକ କଲେଜରେ ୭ ଘଣ୍ଟା ରହିବା ବାଧ୍ୟ । ଏଥିପାଇଁ ବାୟୋମେଟ୍ରିକ ବ୍ୟବସ୍ଥା କଡାକଡି କରାଯିବ । ଶିକ୍ଷାର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ପାଠପଢାରେ ସୁବିଧା ପାଇଁ ଏହା କରାଯାଇଛି ବୋଲି ବିଧାନସଭାରେ କହିଛନ୍ତି…

ପତ୍ନୀଙ୍କ ସହ ବିଜେପିରେ ସାମିଲ ହେଲେ ଅର୍କକେଶରୀ ଦେଓ…

ଭୁବନେଶ୍ୱର: ପଦ୍ମ ଧରିଲେ ଅର୍କ କେଶରୀ ଦେଓ ।   ବୁଧବାର  ବିଜେପିରେ ସାମିଲ ହୋଇଛନ୍ତି  କଳାହାଣ୍ଡି ପୂର୍ବତନ ବିଜେଡି ସାଂସଦ ଅର୍କ କେଶରୀ  । ପତ୍ନୀ ମାଳବିକା ଦେବୀଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ବିଜେଡି ସାଂସଦ । ଭୁବନେଶ୍ୱରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ…

ଆସନ୍ତା ୫ ଦିନ ଯାଏ ରାଜ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା…

ଦିନେ ପରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ତା ପରେ ହୋଇପାରେ ଲଘୁଚାପ । ବାୟୁମଣ୍ଡଳରେ ୧.୫ କିଲୋମିଟର ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।୨୪…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା: ମହିଳା ଆଟେଣ୍ଡାଣ୍ଟ ସସପେଣ୍ଡ…

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ  ।  ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟ ନିଲମ୍ବିତ ହୋଇଛନ୍ତି  । ଦାୟିତ୍ବରେ ଅବହେଳା ପାଇଁ ହସ୍ପିଟାଲ ନିର୍ଦ୍ଦେଶକ ତାଙ୍କୁ ସସ୍‌ପେଣ୍ଡ କରିଛନ୍ତି  । ଆବଶ୍ୟକ ପଡିଲେ ଦୋଷୀଙ୍କ ବିରୋଧରେ ମଧ୍ୟ କଡା…

କଣ୍ଟେନର ଦୁର୍ଘଟଣାଗ୍ରସ୍ତ, ଲୁହା ବାଡ଼ ଭାଙ୍ଗି ରେଲୱେ ଟ୍ରାକ ଉପରେ ଚଢ଼ିଗଲା…

ବାଲେଶ୍ବର: ଟେଷ୍ଟ ଡ୍ରାଇଭ୍ କାରକୁ ବଞ୍ଚାଇବାକୁ ଯାଇ ରେଳ ଲାଇନ୍ ଉପରେ ଚଢିଗଲା କଣ୍ଟେନର। ବାଲେଶ୍ବର ୧୬ ନମ୍ବର ଜାତୀୟ ରାଜପଥ ବାମପଦା ନିକଟରେ ଦୁର୍ଘଟଣା। ଲୁହା ବାଡ଼ ଭାଙ୍ଗି ଟ୍ରାକ ଉପରେ କଣ୍ଟେନରଟି ଚଢ଼ି ଯାଇଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ଘଟିଥିବା ସ୍ଥାନ…

୩ ଟଙ୍କା ପାଇଁ ଗ୍ରାହକଙ୍କୁ ଅପମାନିତ କଲେ ଦୋକାନୀ, ଏବେ ଗଣିବେ ୨୫ ହଜାର…

ସମ୍ବଲପୁର : ଟଙ୍କେ/ଦୁଇ ଟଙ୍କା ବା ୫ ଟଙ୍କା ପାଇଁ ଅନେକ ସମୟରେ ଦୋକାନୀ-ଗ୍ରାହକ ମୁହାଁମୁହିଁ ହେଉଥିବା ଘଟଣା ପ୍ରାୟ ସମସ୍ତଙ୍କ ନଜରକୁ ଆସିଥିବ । ହେଲେ ଏଇ ଝଗଡା ଯେ କେତେ ମହଙ୍ଗା ପଡିପାରେ ତାହାର ଏକ ଉଦାହାରଣ ଏବେ ଦେଖିବାକୁ ମିଳିଛି । ଜଣେ ଦୋକାନୀ ମାତ୍ର ୩ ଟଙ୍କା ପାଇଁ ଜଣେ…

ଅତିରିକ୍ତ ୩ ବର୍ଷ ଜେଲରେ ରହିଲେ ଯୁବକ

ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। କାରଣ ସତରେ କ’ଣ ଏମିତି ହୋଇପାରେ? ଆଜ୍ଞ ହଁ, ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଜଣେ ଯୁବକ ଅତିରିକ୍ତ ୩ ବର୍ଷ କାଳ ବନ୍ଦୀ ଜୀବନ ବିତାଇଛନ୍ତି। …

କ୍ରୀଡା ଉତ୍ସବକୁ ଯିବାବେଳେ ଘାଟିରେ ଓଲଟି ପଡିଲା ବସ: ଚାଲିଗଲା ଖେଳ ଶିକ୍ଷକଙ୍କ ଜୀବନ…

ନବରଙ୍ଗପୁର: ଘାଟିରେ ଓଲଟି ପଡିଲା ବସ । ପିଲାଙ୍କୁ ନେଇ କ୍ରୀଡା ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ ଖେଳ ସାର । ବାଟରେ ଚାଲିଗଲା ଜୀବନ । ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।  ଦୁର୍ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ । ମିଳିଥିବା ସୂଚନା…

ବୃଦ୍ଧାଙ୍କୁ ହାଣିଲେ ଡକାୟତ, ଲୁଟିନେଲେ ୮ ଲକ୍ଷ ଟଙ୍କା ସହ ସୁନା ଗହଣା…

ସୋର : ହାଣି ଲୁଟିନେଲେ ସୁନା ଓ ଟଙ୍କା। ବୃଦ୍ଧାକୁ ହାଣି ୮ ଲକ୍ଷ ଟଙ୍କା ଓ ଶହେ ଗ୍ରାମ ସୁନା ଲୁଟି ନେଇଛନ୍ତି ଡ଼କାୟତ। ବାଲେଶ୍ବର ଜିଲ୍ଲା ଗୋପାଳପୁର ଥାନା ଯୁଣିଆ ବଜାରରେ ଏହି ଲୁଟ୍ ହୋଇଛି। ଗୁରୁତର ବୃଦ୍ଧା ଡାକ୍ତରଖନାରେ ଭର୍ତ୍ତି । ଖବର ଅନୁଯାୟୀ ଯୁଣିଆ ବଜାର…