Browsing Category

ଓଡିଶା

ଦିନ ଦ୍ବିପ୍ରହରରେ ବୃଦ୍ଧଙ୍କଠାରୁ ୧ଲକ୍ଷ ୯୯ହଜାର ଟଙ୍କା ଲୁଟ୍‌…

କଣ୍ଟାବାଞ୍ଝି : ଥମୁନି ଲୁଟେରାଙ୍କ ପ୍ରାର୍ଦୁଭାବ । ଦୀର୍ଘ ଦିନର ନୀରବତା ପରେ କଣ୍ଟାବାଞ୍ଝି ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ଲୁଟେରା । ଦିନ ଦ୍ବିପ୍ରହରରେ ଜଣେ ବୃଦ୍ଧଠାରୁ ୧ ଲକ୍ଷ ୯୯ ହଜାର ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୁତ୍ତ । ଲୁଟ୍‌ର ଶିକାର…

ଥାନାରୁ ବାଇକ ଚୋର ଫେରାରକୁ ନେଇ ତାତିଲେ ଲୋକେ, ଥାନାରେ ଭଙ୍ଗାରୁଜା ଓ ଅଧିକାରୀଙ୍କୁ ମାଡ଼…

ଥାନାରୁ ବାଇକ ଚୋର ଫେରାରକୁ ନେଇ ତାତିଲେ ଲୋକେ । ମୟୂରଭଞ୍ଜ ଜିଲ୍ଲା ଘାଘରବେଡ଼ା ଥାନାରେ ଭଙ୍ଗାରୁଜା । ଘାଘରବେଡ଼ା ଥାନା OIC ଓ ASIଙ୍କୁ ମାଡ଼ ମାରିଲେ । ଗତକାଲି ସନ୍ଧ୍ୟାରେ ନରଷଣ୍ଢ ଗାଁରୁ ଜଣେ ଲୋକ ବାଇକ ଚୋରି କରି ପଳାଉଥିବା ବେଳେ ଲୋକମାନେ ଗୋଡ଼ାଇ ଗୋଡ଼ାଇ ତାକୁ…

ତ୍ରିପୁରାରେ ପୁଣି ସହୀଦ ହେଲେ ଆଉ ଜଣେ ଓଡିଆ ଯବାନ…

କଳାହାଣ୍ଡି: ତ୍ରିପୁରାରୁ ଆସିଲା ଦୁଃଖଦ ଖବର । ମାତୃଭୂମି ପାଇଁ ପୁଣି ସହିଦ ହେଲେ ଆଉ ଜଣେ ଓଡ଼ିଆ ଯବାନ । ଆସାମ ତ୍ରିପୁରାରେ କାର୍ଯ୍ୟରତ ଅବସ୍ଥାରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ସହିଦ ଯବାନ ଜଣଙ୍କ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା…

ଲୋକାର୍ପିତ ହେଲା ନନ୍ଦନକାନନ ରୋପଓ୍ବେ , ୧୮ ତାରିଖରୁ ଏହାର ମଜା ନେଇ ପାରିବେ ପର୍ଯ୍ୟଟକ…

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଲା ନୂଆରୂପ। ଆଜି ପ୍ରାଣୀ ଉଦ୍ୟାନରେ ନୂତନ ଜ୍ଞାନକୈାଶଳରେ ନିର୍ମିତ ହୋଇଥିବା ରୋପଓ୍ବେକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଲୋକାର୍ପିତ କରିଛନ୍ତି। ୧୮ ତାରିଖ ଠାରୁ ପର୍ଯ୍ୟଟକମାନେ ଏହାର ମଜା ନେଇ…

କଟକ ମେୟର ଏବଂ କମିଶନରଙ୍କ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ ବିରୋଧୀ କର୍ପୋରେଟର…

କଟକ : ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ ବିରୋଧୀ କର୍ପୋରେଟର । ଆଜି ସକାଳେ ସିଏମସି କାର୍ଯ୍ୟାଳୟରେ ମେୟର ଓ କମିଶନରଙ୍କ ଆସି ଆଲୋଚନା କରିବା ପରେ କର୍ପୋରେଟର ମାନେ ଧାରଣା ପ୍ରତ୍ୟାହୃତ କରିଛନ୍ତି । କିଛି ଦିନ ହେବ ମହାନଗର ନିଗମରେ ଦୁର୍ନୀତି…

ବାଂଲାଦେଶ ଆଡକୁ ମୁହାଁଉଛି ବାତ୍ୟା ‘ମିଧିଲି’

ଭୁବନେଶ୍ୱର:ବାଂଲାଦେଶ ମୁହାଁଉଛି ବାତ୍ୟା ମିଧିଲି । ଉତ୍ତରପଶ୍ଚିମ ଏବଂ ନିକଟବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ମିଧିଲି ଉତ୍ତର-ଉତ୍ତରପୂର୍ବକୁ ମୁହାଁଉଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିଲା ସୂଚନା ଅନୁଯାୟୀ ଗତ ୬ ଘଣ୍ଟା ମଧ୍ୟରେ ଏହାର ବେଗ…

ଥାନା ଆଗରେ ଧାରଣା ଦେଲେ ସାଂସଦ ଜୁଏଲ ଓରାମ…

ସୁନ୍ଦରଗଡ଼: ଆଜି ଅପରାହ୍ନରେ ସୁନ୍ଦରଗଡ଼ ସଦର ଥାନା ଆଗରେ ଧାରଣାରେ ବସିଛନ୍ତି । ଧାରଣାରେ ଓରାମ ସମାଜର ଶତାଧିକ ମହିଳା ଓ ପୁରୁଷ। ଗତ ଅକ୍ଟୋବର ୨୪ରେ ସଦର ଥାନା କରମଡିହି ଇଲକାପଡ଼ାଠାରେ ଆୟୋଜିତ ଓରାମ ସମାଜର କରମା ପୂଜାସ୍ଥଳରେ ପଶି କିଛି ଯୁବକ ଜାତିସୂଚକ ଅପମାନ ଦେଇ…

ଜମୁଛି ଜୁଗାର ଯାତ୍ରା , ଲାଉମୁଣ୍ଡାରେ ହଜାର ହଜାର ଲୋକଙ୍କ ସମାଗମ

ବରଗଡ : ବରଗଡ ଜିଲ୍ଲା ଲାଉମୁଣ୍ଡାର ପ୍ରସିଦ୍ଧ ଯୁଗାର ଯାତ୍ରା । ଦୀର୍ଘ ୬୨ ବର୍ଷ ହେବ ଏହି ଯାତ୍ରା ପାଳିତ ହୋଇଆସୁଛି । ଏହି ବିରାଟ ଯାତ୍ରାକୁ ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରାୟ ୫୦ରୁ ୬୦ ହଜାର ଲୋକ ଏହି ଯୁଗାର ଯାତ୍ରାରେ ସାମିଲ ହୋଇଛନ୍ତି ।…

‘ୟେଶ ୱାର୍ଲଡ’ ମୁଖ୍ୟଙ୍କ ସହ ଓଡ଼ିଶାରୁ ୨ ଜଣଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ…

ଭୁବନେଶ୍ୱର: ଓଡ଼ିଶା କ୍ରାଇମ ବ୍ରାଞ୍ଚର ଇକୋନମିକ ଅଫେନ୍ସ ୱିଙ୍ଗ ବା ଇଓଡବ୍ଲ୍ୟୁ ଆଉ ଏକ କ୍ରିପ୍ଟୋକରେନ୍ସି ଦୁର୍ନୀତିର ପର୍ଦ୍ଦାଫାଶ କରିଛି । ଏହି ଘଟଣାର ମୁଖ୍ୟ କୁହାଯାଉଥିବା ୟେଶ ୱାର୍ଲଡ କ୍ରିପ୍ଟୋ ଟୋକେନର ସନ୍ଦୀପ ଚୌଧୁରୀଙ୍କୁ ଜୟପୁର(ରାଜସ୍ଥାନ )ରୁ ଗିରଫ କରାଯାଇଛି ।…

ବନ୍ଧା ହେଲେ ରସିକିଆ ହାବିଲଦାର…

ଭୁବନେଶ୍ୱର : ପେଶାରେ ହାବିଲଦାର କିନ୍ତୁ ନିଶା ପ୍ରେମରେ ଫସାଇବା । ଖାଲି ପ୍ରେମ ନୁହେଁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ଆଉ ତାପରେ ବାରମ୍ବାର ଗର୍ଭପାତରେ ବି ଓସ୍ତାଦ୍‌ । ନାଁ ପୁଣି ପ୍ରେମସାଗର, ଲାଗୁଛି ନିଜ ନାଁର ଭଲ କି ୟୁଟିଲାଇଜ କରିଛନ୍ତି ଏ…