Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆସନ୍ତା ୨୮ତାରିଖରେ ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ ଅଫିସ ଓ କୋର୍ଟ…
ଭୁବନେଶ୍ଵର: ଆସନ୍ତା ୨୮ତାରିଖରେ ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ ଅଫିସ ଓ କୋର୍ଟ । ଏହି ଦିନକୁ ସରକାରୀ ଛୁଟିଦିନ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ‘ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ’ ଅବସରରେ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି ।
ପୂର୍ବରୁ ରାଜ୍ୟ…
ବାଣୀବିହାର ମେଟ୍ରୋ ଟାଓ୍ବାରରେ ଅଗ୍ନିକାଣ୍ଡ, ଦୁଇ ନାବାଳକ ଉଦ୍ଧାର…
ଭୁବନେଶ୍ବର: ବାଣୀବିହାର ମେଟ୍ରୋ ଟାଓ୍ବାରରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି କୋଠାର ୫ମ ମହଲାରେ ନିଆଁ ଲାଗିଯାଇଥିଲା । ଖବର ପାଇ ମଞ୍ଚେଶ୍ବର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏଥିସହ ଘଟଣାସ୍ଥଳରେ ଫସିଥିବା ଦୁଇ ନାବାଳକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି…
ମୋବାଇଲ ପାଇଁ ନାବାଳକକୁ ହତ୍ୟା…
ସମ୍ବଲପୁର : ମୋବାଇଲ ପାଇଁ ନାବାଳକକୁ ହତ୍ୟା ଅଭିଯୋଗ । ସମ୍ବଲପୁର – ଅଇଁଠାପାଲି ଥାନା ଅନ୍ତର୍ଗତ ପୁରୁଣା ଏସଡିପିଓ କାର୍ଯ୍ୟାଳୟ ପରିସରରେରେ ଏହି ହତ୍ୟାକାଣ୍ଡ ଘଟିଛି । ମୋବାଇଲ ଚୋରିକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ କରମଟୁଲୀ…
ଅନୁଗୁଳରେ ଆଜି ପୁଣି ଜଣଙ୍କୁ ଦଳି ମାରିଲା ହାତୀ…
ଅନୁଗୁଳ: ଥମୁନି ହାତୀଙ୍କ ଦୌରାତ୍ମ୍ୟ । ଦିନକୁ ଦିନ ହାତୀ ମଣିଷ ଲଢେଇ ବଢିବାରେ ଲାଗିଛି । କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ହାତୀର ଜୀବନ ଯାଉଛି । ଏହାରି ମଧ୍ୟରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଅନୁଗୁଳ ବଅଁରପାଳ ବ୍ଳକ ବାଇଝାଲିଆ…
ବ୍ୟାଙ୍କକୁ ଯିବାବେଳେ ବାଟରୁ ବ୍ରାଞ୍ଚ ମ୍ୟାନେଜର ନିଖୋଜ…
ବାଙ୍କି : କୁଆଡେ ଗଲେ ବ୍ୟାଙ୍କ ମ୍ୟାନେଜର… ଦୁଇ ଦିନ ଛୁଟି ସାରି ଆସୁଥିଲେ ବ୍ୟାଙ୍କ କିନ୍ତୁ ବାଟରେ ହୋଇଗଲେ ଉଭାନ । କୁଆଡେ ଗଲେ କେଉଁଠାକୁ ଗଲେ କିଛିର ବି ଖୋଜ ଖବର ମିଳୁନି ଏଯାଏଁ । ବ୍ୟସ୍ତ ହୋଇ ସ୍ତ୍ରୀ ବ୍ରହ୍ମପୁରରୁ ଧାଈଁ ଆସିଛନ୍ତି ଖୋଜିବାକୁ ।…
ସୁନ୍ଦରଗଡରେ ପୁଣି ୧୪ ନୂଆ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୨୪୪କୁ ବୃଦ୍ଧି
ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଳାର ପିଛା ଛାଡୁନି ସ୍କ୍ରବ୍ ଟାଇଫସ୍ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । କମିବାର ନାଁ ଧରୁନି । ପୁଣି ୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୨୪୪ରେ ପହଞ୍ଚିଛି । ୮୬…
ଟଙ୍କା ନ ଦେବାରୁ ସାଙ୍ଗକୁ ମାରିଦେଲା ସାଙ୍ଗ…
ରାଉରକେଲା: ଟଙ୍କା ନ ଦେବାରୁ ସାଙ୍ଗକୁ ମାରିଦେଲେ ସାଙ୍ଗ। ରାଉରକେଲା ଟାଙ୍ଗରପାଲି ହେକେଟ ରୋଡ଼ର କଚଡା ପୁଲିଆ ନିକଟରୁ ଛାତ୍ରର ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣକ ବାଲୁଘାଟର ରୁଦ୍ର ପାଢୀ। ସେ ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲରେ ପଢୁଥିଲ୍। ଆଜି ସକାଳେ…
ଆଇଆଇଟି ଭୁବନେଶ୍ବର କ୍ଯାମ୍ପସରେ ଇ-ରିକ୍ସା ସେବାର ଶୁଭାରମ୍ଭ…
ଭୁବନେଶ୍ୱର: ପରିବେଶ ଅନୁକୂଳ ପରିବହନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ସୋମବାର ଅନ୍ କ୍ୟାମ୍ପସ ଇଲେକ୍ଟ୍ରିକ୍ ରିକ୍ସା ସେବାର ଶୁଭାରମ୍ଭ କରାଯାଇଛି। ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର ଅନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଏହି…
ହାଇକୋର୍ଟ ବିଚାରପତିଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଚିଠି…
କଟକ : ହାଇକୋର୍ଟ ବିଚାରପତିଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଚିଠି । ଗତ ଜୁଲାଇ ୧୨ ତାରିଖରେ ଏହି ଚିଠି ଲେଖିଥିଲେ । ଯେଉଁଥିରେ କଟକ ଫ୍ୟାମିଲି କୋର୍ଟ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଅନୁଭବ ମହାନ୍ତି । ବିଚାର ପ୍ରକ୍ରିୟାରେ ଫ୍ୟାମିଲି କୋର୍ଟ…
ଦଳ ବିରୋଧୀ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବିଜେଡି…
ଭୁବନେଶ୍ୱର: ବିଜୁ ଛାତ୍ର ଜନତା ଦଳର ଜଣେ ଅଫିସ କର୍ମଚାରୀ ଏବଂ ଆଉ ଜଣେ ବିଜୁ ଯୁବ ଜନତା ଦଳରୁ ବହିଷ୍କୃତ ହୋଇଛନ୍ତି।
ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ରବୀନ୍ଦ୍ର ପ୍ରଧାନଙ୍କୁ ଦଳ ବିରୋଧୀ କାମ ପାଇଁ ବିଜେଡିରୁ ନିଲମ୍ବିତ କରାଯାଇଛି ବୋଲି ବିଜେଡି ସାଧାରଣ ସମ୍ପାଦକ…