Browsing Category

ଓଡିଶା

ବନ୍ଦ ହେଲା ହୀରାକୁଦର ୧୦ ଗେଟ୍, ୧୪ ଗେଟ୍ ଦେଇ ଜଳ ନିଷ୍କାସିତ…

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ ବନ୍ଦ ହୋଇଛି । ଫଳରେ ବର୍ତ୍ତମାନ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ବାମ ପାର୍ଶ୍ବରେ ୮ଟି ଏବଂ ଡାହାଣ ପାର୍ଶ୍ବରେ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ସୋମବାର ସକାଳ…

କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ପରିମଳ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ସିଂଙ୍କ ଝୁଲନ୍ତା ମୃତଦେହ ତାଙ୍କ ନିଜ ଗ୍ରାମ ଜୟନ୍ତୀନାପୁର ବୈତରଣୀ ନଦୀକୂଳରେ ଏକ ଜାମୁ ଗଛରୁ ଉଦ୍ଧାର କରାଯାଇଛି। ନିକଟରେ ତାଙ୍କ ବାଇକ ଓ ହେଲମେଟ୍ ରହିଥିବାବେଳେ ଏକ…

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବଡ଼ଗାଁ ଫରେଷ୍ଟ ରେଞ୍ଜ ଟିମିନା କିଷାନପଡ଼ାରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବିପିନ ଟପୋ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଟିମିନା କିଷାନପଡ଼ାର ବିପିନ ଟପୋ ଶୋଇଥିବା ବେଳେ ହାତୀ ଘର…

୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ…

ଲମତାପୁଟ : ଲମତାପୁଟ ପୋଲିସକୁ ପୁଣି ସଫଳତା । ୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏହାସହ ଏକ ସ୍କର୍ପିଓ କାର୍‌ ଜବତ ସହ ମାଫିଆଙ୍କୁ ଗିରଫ କରିଛି ପୋଲିସ । ଖବର ଅନୁଯାୟୀ, ଝାଡଖଣ୍ଡରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ପାଇଥିଲା ଲମତାପୁଟ ପୋଲିସ । ଯାହାପରେ କଲେଜ ଛକ…

ପାର୍କରେ ଘାସ କାଟିବାବେଳେ ଚାଲିଗଲା ମହିଳାଙ୍କ ଜୀବନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର କୁଞ୍ଜ ଛକ ଠାରେ ଥିବା ସ୍ମାର୍ଟପାର୍କରେ ଅଭାବନୀ୍ୟ ଘଟଣା ଘଟିଛି । ପାର୍କରେ କାମ କରୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ଖଦାଳପଡାର ବାସନ୍ତୀ ଦାସ ବୋଲି ଜଣାପଡିଛି ।…

ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା କାର୍…

ଭଞ୍ଜନଗର: ବାପ୍ ରେ କି ନିଆଁ । ବିଚ୍ ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା କାର୍ । ନିଆଁର ଦାଉ ଦେଖିଲେ ଯେକେହିବି ଅନୁମାନ କରିପାରୁବ କଣ ଅବସ୍ଥା ହୋଇଥିବ ସେଥିରେ ବସିଥିବା ଯାତ୍ରୀମାନଙ୍କର । ଏଭଳି ଅଘଟଣକୁ ଏଡାଇବା ଭାରି ମୁସ୍କିଲ୍ । ତେବେ ରାସ୍ତାରେ ଯାଉଥିବା ଚଳନ୍ତା କାର୍…

ଦୁର୍ଘଟଣାଗ୍ରସ୍ତ ଗୁରୁତର ରୋଗୀର ମୃତ୍ୟୁକୁ ନେଇ ତୁମୁଳକାଣ୍ଡ

ଭୁବନେଶ୍ବର: ଦୁର୍ଘଟଣାଗ୍ରସ୍ତ ଗୁରୁତର ରୋଗୀର ମୃତ୍ୟୁକୁ ନେଇ ତୁମୁଳକାଣ୍ଡ। ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଗୁରୁତର ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ଆଣିଥିଲେ । ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ଭିତରକୁ ନଛାଡି ବାରଣ କରିଥିଲେ । ଏନେଇ ଉଭୟ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ…

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି । ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯାଇ ନୂଆଲୁଗା ଓ ଚନ୍ଦନ ଲାଗି କରାଯିବ ।…

ଥାନାରେ ସ୍ତ୍ରୀ କଲା ଅଭିଯୋଗ, ପୋଲିସ୍ ମାଡରେ ସ୍ୱାମୀ ଗୁରୁତର…

ବାଙ୍ଗିରିପୋଷି: ଇଏ କି ନ୍ୟାୟ ବ୍ୟବସ୍ଥା । ଏକ ପାଖିଆ କଥା ଶୁଣି ଜଣଙ୍କୁ କଣ କେବେ ଦଣ୍ଡ ଦିଆଯାଇପାରେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରେ । ସ୍ତ୍ରୀର ଅଭିଯୋଗକୁ ଭିତ୍ତି କରି ସ୍ୱାମୀକୁ ପୋଲିସ ମାଡ଼ ମାରି…