Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନୀଳ ଗାଡ଼ିଆରେ ମହିଳାଙ୍କର ମୃତଦେହ ଉଦ୍ଧାର…
ପୁରୀ: ପୁରୀ ଜିଲ୍ଲା ତାଳବଣିଆରେ ଅଘଟଣ। ତାଳବଣିଆ ମଝୀ ଜଙ୍ଗଲର ନୀଳ ଗାଡ଼ିଆରେ ଏକ ମୃତଦେହ ଭାସୁଥିବା ପରିଲକ୍ଷିତ ହୋଇଛି। ଭାସୁଥିବା ମୃତଦେହଟି ଏକ ମହିଳାଙ୍କର ବୋଲି ଆନୁମାନ କରାଯାଉଛି। କିନ୍ତୁ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ତେବେ ଏହି…
ଆସନ୍ତାକାଲି ଠାରୁ କଂଗ୍ରେସ ଆରମ୍ଭ କରିବ ଘରେ ଘରେ ହାତ କାର୍ଯ୍ୟକ୍ରମ…
ଭୁବନେଶ୍ୱର: ଆସନ୍ତାକାଲି ଠାରୁ କଂଗ୍ରେସ ଆରମ୍ଭ କରିବ ଘରେ ଘରେ ହାତ କାର୍ଯ୍ୟକ୍ରମ। ଯାହାକୁ ନେଇ ଦଳୀୟ ନେତା ବେଶ ଉତ୍ସାହିତ। ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ପାଇଁ ଦଳ ପକ୍ଷରୁ କେବେଠୁ ପ୍ରସ୍ତୁତି କରାଯାଉଛି। ରାଜ୍ୟର ପ୍ରତ୍ୟେକ ପଂଚାୟତ ଓ ଗାଁ ଗାଁରେ ଏହି…
ନିର୍ବନ୍ଧ ପୂର୍ବରୁ ଚାଲିଗଲା ଯୁବ ଡାକ୍ତର ଅମିତ ବିଷୋୟୀଙ୍କ ଜୀବନ…
ଭୁବନେଶ୍ୱର : ଆଉ ଦିନ କେଇଟା ପରେ ପଡିଥାନ୍ତା ହାତଗଣ୍ଠି । ସେଥିପାଇଁ ଚାଲିଥିଲା ପ୍ରସ୍ତୁତି । ଆସନ୍ତା ଡିସେମ୍ବର ୧୦ତାରିଖରେ ନିର୍ବନ୍ଧ ଆଉ ଫ୍ରେବୁଆରୀ ୨୮ରେ ବାହାଘର ପାଇଁ ତାରିଖ ବି ଧାର୍ଯ୍ୟ ହୋଇସାରିଥିଲା । ବାପା ମାଙ୍କର ଗୋଟିଏ ପୁଅ ହୋଇଥିବାରୁ ଖୁବ୍…
ସର୍ଚ୍ଚ ଅପରେଶନ ସମୟରେ ଆଇଇଡି ବୋମା ବିସ୍ଫୋରଣରେ ଯବାନ ଆହତ…
ମାଲକାନଗିରି,୨୪।୯ ମାଲକାନଗିରି ସୀମାନ୍ତ ଛତିଶଗଡରେ ମାଓବାଦୀଙ୍କ ଦ୍ଵାରା ଲଗା ଯାଇଥିବା ଆଇଇଡି ବୋମା ବିସ୍ଫୋରଣରେ ଜଣେ ଡିଆରଜି ଯବାନ ଗୁରୁତ୍ତର ଆହତ ହୋଇଛନ୍ତି । ଆହତ ଯବାନ ଜଣକ ହେଲେ ଆସିଷ୍ଟାଣ୍ଟ କନେଷ୍ଟବଳ ସନ୍ନୁ । ଘଟଣା ରୁ ପ୍ରକାଶ ବିଜାପୁର ଜିଲ୍ଲା ଜଙ୍ଗଲା ଥାନା ଅଞ୍ଚଳରେ!-->!-->!-->…
ଆଗାମୀ ୨ ଦିନ ପାଇଁ ବଜ୍ରପାତ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି…
ଭୁବନେଶ୍ୱର: ସେପ୍ଟେମ୍ବର ୨୯ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇ ନଥିବା ବେଳେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଏବଂ ବଙ୍ଗୋପସାଗରର ପୂର୍ବ ମଧ୍ୟଭାଗରେ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ କରିଛି…
ପଶ୍ଚିମବଙ୍ଗରୁ ଅପହରଣ ହୋଇଥିବା ଛାତ୍ର ବାଲେଶ୍ୱରରୁ ଉଦ୍ଧାର, ୧୨ ଗିରଫ…
ବାଲେଶ୍ୱର : ଶାନ୍ତିନିକେତନରୁ ଅପହରଣ, ତାଳସାରୀରୁ ଉଦ୍ଧାର। ଓଡ଼ିଶା ପୋଲିସ ସହାୟତାରେ ପଶ୍ଚିମବଙ୍ଗ ପୋଲିସ ଅପହୃତ ଯୁବକ ପାନ୍ନାକାରାଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୋଗ ଅନୁଯାୟୀ ଚୁଟି ବ୍ୟବସାୟରେ ଟଙ୍କା ନେଣଦେଣକୁ…
ନବଜାତ ଶିଶୁପୁତ୍ରକୁ ମେଡିକାଲ ପାଇଖାନା ପାଖରେ ଫିଙ୍ଗି ଚାଲିଗଲା ମା’
ବାଲେଶ୍ଵର: ନିଷ୍ଠୁର ହୋଇଗଲା ଜନ୍ମକଲା ମାଆ । ନବଜାତ ଶିଶୁପୁତ୍ରକୁ ମେଡିକାଲ ପାଇଖାନା ପାଖରେ ଫିଙ୍ଗି ଚାଲିଗଲା ନିଷ୍ଠୁର ମା । ମେଡିକାଲ ପାଇଖାନା ନିକଟରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର । ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜ୍ ଏବଂ ହସ୍ପିଟାଲରେ ।…
CBI ଚାର୍ଜଫ୍ରେମକୁ ନେଇ ମୁହଁ ଖୋଲିଲେ ପ୍ରଭାତ ବିଶ୍ୱାଳ…
ଭୁବନେଶ୍ୱର : CBI ଚାର୍ଜଫ୍ରେମ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ । କହିଛନ୍ତି ରାଜନୈତିକ କ୍ୟାରିୟରରେ କୌଣସି ପ୍ରଭାବ ପଡ଼ିବନି । ତେବେ ଶୁଣାଣି ଶେଷ ନହେବା ଯାଏ ଭୋଟ ରାଜନୀତିରେ ଅଂଶଗ୍ରହଣ କରିବିନି । ଚାର୍ଜଫ୍ରେମରେ ଠକେଇ…
ଓଡିଶାରେ ଗଡିଲା ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ: ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଦେଶକୁ ଉପହାର ଦେଲେ ପ୍ରଧାମନ୍ତ୍ରୀ । ଏକାସାଙ୍ଗରେ ଗଡିଲା ୯ଟି ବନ୍ଦେ ଭାରତ ଏକ୍ସପ୍ରେସ । ଆଜି ୯ଟି ରାଜ୍ୟକୁ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫେରନ୍ସିଂ ଜରିଆରେ କରାଗଲା ଉଦାଘାଟନ । ଏହି ଉଦଘାଟନ ଅବସରରେ…
ବାଲିଯାତ୍ରା ପଡିଆରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ…
ଭୁବନେଶ୍ୱର: ଭୁବନେଶ୍ୱର ବାଲିଯାତ୍ରା ପଡିଆରୁ ମିଳିଲା ଜଣେ ବ୍ୟକ୍ତିଙ୍କ ମୃତଦେହ। ଖୁଦୁରୁକୁଣୀ ପୂଜା କରୁଥିବା ବେଳେ ନଇ ମଝିରେ ଏକ ମୃତଦେହ ଦେଖିଥିଲେ ଯୁବତୀମାନେ । ଏନେଇ ପୋଲିସକୁ ଖବର ଦେବା ପରେ ଦମକଳ ବାହନୀ ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ । ମୃତକ…