Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଓଡିଶାରେ ଗଡିଲା ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ: ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଦେଶକୁ ଉପହାର ଦେଲେ ପ୍ରଧାମନ୍ତ୍ରୀ । ଏକାସାଙ୍ଗରେ ଗଡିଲା ୯ଟି ବନ୍ଦେ ଭାରତ ଏକ୍ସପ୍ରେସ । ଆଜି ୯ଟି ରାଜ୍ୟକୁ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫେରନ୍ସିଂ ଜରିଆରେ କରାଗଲା ଉଦାଘାଟନ । ଏହି ଉଦଘାଟନ ଅବସରରେ…
ବାଲିଯାତ୍ରା ପଡିଆରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ…
ଭୁବନେଶ୍ୱର: ଭୁବନେଶ୍ୱର ବାଲିଯାତ୍ରା ପଡିଆରୁ ମିଳିଲା ଜଣେ ବ୍ୟକ୍ତିଙ୍କ ମୃତଦେହ। ଖୁଦୁରୁକୁଣୀ ପୂଜା କରୁଥିବା ବେଳେ ନଇ ମଝିରେ ଏକ ମୃତଦେହ ଦେଖିଥିଲେ ଯୁବତୀମାନେ । ଏନେଇ ପୋଲିସକୁ ଖବର ଦେବା ପରେ ଦମକଳ ବାହନୀ ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ । ମୃତକ…
ଚିକିତ୍ସା ଅବହେଳାରୁ ଚାଲିଗଲା ୫ ବର୍ଷ ଶିଶୁ କନ୍ୟାର ଜୀବନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା…
ଯାଜପୁର: ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦରରେ ଅଭାବନୀୟ ଘଟଣା। ଏଠାରେ ଚିକିତ୍ସା ଅବହେଳାରୁ ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ବରୀ ବ୍ଲକ…
ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ଦିବସ, ଆଜି କଂସ ବଦ୍ଧ ନୀତି…
ପୁରୀ : ଆଜି ଶ୍ରୀମନ୍ଦିରରେ କଂସ ବଦ୍ଧ ନୀତି । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ଚାଲିଥିବା ଶ୍ରୀକୃଷ୍ଣ ଲୀଳାର ଆଜି ଅନ୍ତିମ ଦିବସ । ଭାଦ୍ରବ ମାସ ଶୁକ୍ଳପକ୍ଷ ନବମୀ ତିଥିରେ କଂସ ମହାରାଜଙ୍କୁ ବଦ୍ଧ କରିବେ ଶ୍ରୀକୃଷ୍ଣ । ବଡ଼ଦାଣ୍ଡରେ…
ଆଗ ପଇସା ପଛେ ସେବା ନା ରେ ଚାଲିଛି ମୋବାଇଲ ନେଟୱାର୍କ…
ସାଧାରଣ ଜନତା ହନ୍ତସନ୍ତ - ଘରୋଇ କମ୍ପାନୀ ମାଲେ ମାଲ...
ଗଞ୍ଜାମ ଜିଲ୍ଲାରେ ଗରିବ ଲୋକଙ୍କ ଚାଉଳ ସହ ଚାଲିଛି ବେପାର.. !
କଂସାରି ଘରର ପାରା ପାଲଟିଛି ପ୍ରଶାସନ …..
ମହୁଲପଲ୍ଲୀ ଗ୍ରାମ ଶଶ୍ମାନରୁ ନରକଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ.. !
୧୪ ତାରିଖରୁ ଯୁବକ ଜଣଙ୍କ ନିଖୋଜ ଥିଲେ, ନିଖୋଜ ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ ସ୍ତ୍ରୀ...
ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ହଷ୍ଟେଲ ରୁମରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର…
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଏକ ହଷ୍ଟେଲ ରୁମରୁ ଶୁକ୍ରବାର ଜଣେ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଜଣେ ହାଉସ ସର୍ଜନ ବୋଲି ଜଣାପଡ଼ିଛି। ମୃତକ କେନ୍ଦୁଝରର ସଚିନ କୁମାର ସାହୁ ଏମବିବିଏସ ଶେଷ କରି…
କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ଅବରୋଧ…
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ କଟକ -ଚାନ୍ଦବାଲି ରାସ୍ତାର ଦୁହୁରିଆ ଛକଠାରେ ୧୨ ଘଣ୍ଟିଆ ରାଜପଥ ଅବରୋଧ କରାଯାଇଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧର ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା…
ଅଜଣା ଜନ୍ତୁ ଆକ୍ରମଣରେ ୩୦ ଛେଳି ମୃତ…
ରାୟଗଡା : ରାୟଗଡା ଜିଲ୍ଲା ଗୁଡାରି ବନାଞ୍ଚଳର ଗଞ୍ଜୁଗୁଡାରେ ଅଜଣା ଜନ୍ତୁ ଆତଙ୍କ । ଅଜଣା ଜନ୍ତୁ ଆକ୍ରମଣରେ ୩୦ଟି ଛେଳିର ମୃତ୍ୟୁ ହୋଇଛି। ରାୟଗଡା, ଗଜପତି ଓ କନ୍ଧମାଳ ଜିଲ୍ଲାର ସୀମାନ୍ତ ଗାଁ ଗୁଡାରି ରେଞ୍ଜର ନୂଆଗଡ ପଞ୍ଚାୟତ ଗଞ୍ଜୁଗୁଡା ଗ୍ରାମ। ଏହି ଗ୍ରାମର…