Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ, ଅଭିଯୁକ୍ତ ଗିରଫ…
ଭୁବନେଶ୍ବର: ଚାକିରି କରାଇଦେବା ନାଁରେ ବଡ଼ଧରଣର ଠକେଇ ଅଭିଯୋଗ ଆସିଛି। ଜଣେ ପୂର୍ବତନ ମନ୍ତ୍ରୀଙ୍କ ସଂପର୍କୀୟ ବୋଲି ପରିଚୟ ଦେଇ ଅଭିଯୁକ୍ତମାନେ ଲକ୍ଷାଧିକ ଟଙ୍କା ଠକିଥିବା ଜଣାପଡ଼ିଛି। ଅଭିଯୁକ୍ତମାନଙ୍କୁ କଟକ ସାଇବର ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା…
ନକଲି ସାର୍ଟିଫିକେଟ ଦର୍ଶାଇ ଚାକିରି କରୁଥିବା ବିଜ୍ଞାନ ଶିକ୍ଷକ ଗିରଫ…
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ପୁଣି ନକଲି ପ୍ରମାଣପତ୍ର ଦେଇ ଚାକିରି କରିଥିବା ଆଉ ଜଣେ ସ୍କୁଲ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଗିରଫ ଶିକ୍ଷକ ହେଲେ ଭକ୍ତ କୁମାର ସେଠ । ସେ ବିଜ୍ଞାନ ଶିକ୍ଷକ ଭାବେ ଅଗଷ୍ଟ ୨୦୨୨ ମସିହାରେ ଆଗଲପୁର ବ୍ଲକ ଡୁଡୁକା ପଲ୍ଲିଶ୍ରୀ…
ବରଗଡ଼ ଜିଲ୍ଲାରେ ଆୟୋଜିତ ହେବ ଜାତୀୟସ୍ତରୀୟ ହସ୍ତତନ୍ତ ସମ୍ମିଳନୀ…
ଭୁବନେଶ୍ବର : ପଶ୍ଚିମ ଓଡିଶାର କୋଣ ଅନୁକୋଣରେ ଥିବା ହସ୍ତତନ୍ତ ଶିଳ୍ପ ତଥା ବୁଣାକାରଙ୍କୁ ମିଳିବ ଜାତୀୟସ୍ତରରେ ବାଣିଜ୍ୟିକ ଲୋକପ୍ରିୟତା । ସ୍ଥାନୀୟ ଅର୍ଥନୀତି ତଥା ବଜାର ସୃଷ୍ଟିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନୂଆ ବର୍ଷରେ ବରଗଡ ଜିଲ୍ଲାରେ ଆୟୋଜିତ ହେବ…
ଝୁଲନ୍ତା ଅବସ୍ଥାରେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର…
ସୋର : ମୋବାଇଲ ଆଜିର ସମୟରେ ମୋବାଇଲ ଯୁବପୀଢିଙ୍କୁ ବିପଦଗାମୀ କରୁଛି । ଆଜି ମଧ୍ୟ ସେମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ସୋର ଥାନା ଅରଡା ଗାଁରେ । ଅନଲାଇନ୍ ଗେମ ଯୋଗୁଁ ଜଣେ ଛାତ୍ରର ଜୀବନ ଯାଇଛି । ମୃତକ ଯୁକ୍ତ ଦୁଇରେ ପାଠ ପଢୁଥିବା ଆଶିଷ କୁମାର…
କାର୍କୁ ଧକ୍କା ଦେଇ ଭ୍ୟାନ୍କୁ ପିଟିଲା ତେଲ ଟ୍ୟାଙ୍କର, ୪ ମୃତ…
ଦିଲ୍ଲୀ଼-ଜୟପୁର ରାଜପଥରେ ଗତକାଲି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ କାର୍ ଓ ତେଲ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ କାର୍ରେ ଥିବା ୩ ଜଣ ଜୀଅନ୍ତା ଜଳି ଯାଇଛନ୍ତି। କାର୍କୁ ପିଟିବା ପରେ ଟ୍ୟାଙ୍କରଟି ଏକ ଭ୍ୟାନ୍କୁ ବି ପିଟିଥିଲା। ଫଳରେ ଭ୍ୟାନ୍…
ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ପାଣ୍ଡିଆନ ସାର : ପ୍ରଣବ ପ୍ରକାଶ…
ନବୀନ ଓଡ଼ିଶା ଓ ଫାଇଭ-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡିସାଇପଲ । ଯାହା ଜଣେ ପୁଅ କରିପାରିବ ନାହିଁ,ତାହା ଜଣେ ଡିସାଇପଲ କରିପାରିବ। ଏହା କହିଛନ୍ତି ଯାଜପୁର ବିଧାୟକ ତଥା ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।…
ଯାତ୍ରୀବାହୀ ବସରେ ବାଣ ନେଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ: ଡେପୁଟି ଫାୟାର ଅଫିସର…
ଭୁବନେଶ୍ୱର: କୋଲକାତାରୁ ଓଡ଼ିଶା ଆସୁଥିବା ବସରେ ଗତ ରାତିରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ପରେ ଚେତିଛନ୍ତି ଓଡ଼ିଶାର ଅଗ୍ନିଶମ ବିଭାଗ ଓ ପରିବହନ ବିଭାଗ । ଯାତ୍ରୀବାହୀ ବସରେ ବାଣ ନେଉଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଖାଲି ବସରେ ନୁହେଁ ଅନ୍ୟ କୌଣସି ପବ୍ଲିକ୍…
ବଡବଡୁଆ ଡାକିବାପାଇଁ ଶ୍ରୀମନ୍ଦିର ନିକଟରେ ସ୍ଥାନ ଚିହ୍ନଟ…
ପୁରୀ: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି । ସେଥିପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ସବୁଆଡେ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଝିଲମିଲ ଆଲୋକରେ ଝଲସୁଛି ସାରା ଅଞ୍ଚଳ । ଦୀପାବଳି ଦିନ ପୟାଶ୍ରାଦ୍ଧ ପଡିଥାଏ । ଏଥିପାଇଁ ପୁରୀରେ ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥାଏ…
ଆସନ୍ତା ୨୭ତାରିଖରୁ ଐତିହାସିକ ବାଲିଯାତ୍ରା, ଆଜି ଠାରୁ ପ୍ଲଟ୍ ନିଲାମ ପ୍ରକ୍ରିୟା ଆରମ୍ଭ…
କଟକ : ଆସନ୍ତା ନଭେମ୍ବର ୨୭ ତାରିଖରେ ରହିଛି କାର୍ତ୍ତିକ ପୂର୍ଣ୍ଣିମା । ଆଉ ସେହିଦିନ ଠାରୁ ଆରମ୍ଭ ହେବାକୁ ଯାଉଛି କଟକ ର ଐତିହାସିକ ବାଲିଯାତ୍ରା । ଏଥିଲାଗି ପୁରା ସଜେଇ ହେବାକୁ ଲାଗିଛି ବାଲିଯାତ୍ରା ପଡିଆ । ପ୍ରଶାସନ ବି ତାର ପ୍ରସ୍ତୁତି ଆରମ୍ଭ…
୧୪ରେ ବଙ୍ଗୋପସାଗରରେ ଲଘୁଚାପ: ୧୫ରୁ ବର୍ଷା ସମ୍ଭାବନା…
ଭୁବନେଶ୍ୱର:ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ନଭେମ୍ବର ୧୪ ତାରିଖ ସୁଦ୍ଧା ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର । ଏହା ନଭେମ୍ବର ୧୬ ତାରିଖ ସୁଦ୍ଧା କେନ୍ଦ୍ରୀୟ-ଦକ୍ଷିଣ ବଙ୍ଗୋପ ସାଗରରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ଘନୀଭୂତ ହେବା ପୂର୍ବରୁ ଏହା…