Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବୃଦ୍ଧାକୁ ଦଳି ଦେଲା ହାତୀ
ବଣାଇ: ଶୌଚ କରିବାକୁ ଯାଉଥିବା ବେଳେ ସାମ୍ନାକୁ ଆସିଲା ହାତୀ । ନିର୍ମମ ଭାବେ ବୃଦ୍ଧାଙ୍କୁ ମାରିଲା । ରାଉରକେଲା ବନଖଣ୍ଡର ବାଙ୍କି ବନାଞ୍ଚଳ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଛଅ ଟିକିଆ ହାତୀ ଦଳ ଆସିଥିବା ବେଳେ ବନ ବିଭାଗ ତାଙ୍କୁ ଘଉଡାଇଥିଲେ । ସେମାନଙ୍କ ମଧ୍ୟରୁ ଗୋଟିଏ ହାତୀ!-->…
ITDA ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଏକକାଳୀନ ୯ଟି ସ୍ଥାନରେ ରେଡ୍
ଭୁବନେଶ୍ବର: ITDA ଯନ୍ତ୍ରୀଙ୍କ ବିଲଡିଂ ନିଶା । ବାଲିଗୁଡା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ କଟକ ଭିଜିଲାନ୍ସର ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲିଗୁଡ଼ା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଘରେ!-->…
ବିଦ୍ୟୁତ ଖୁଣ୍ଟରେ ଚଢ଼ି କାମ କରୁଥିବା ବେଳେ ଚାଲିଗଲା ଆଉଟ୍ ସୋର୍ସିଂ କର୍ମଚାରୀଙ୍କ ଜୀବନ
ଭଞ୍ଜନଗର: ଭଞ୍ଜନଗରରେ ଘଟିଛି ବଡ଼ ଅଘଟଣ । ବିଦ୍ୟୁତ ଖୁଣ୍ଟରେ ଚଢ଼ି କାମ କରୁଥିଲେ ହେଲେ ଜୀବନ ଚାଲିଯିବ ବୋଲି ଜାଣିନଥିଲେ । ଏକଥା ଆପଣ ବି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ବିଦ୍ୟୁତ ଖୁଣ୍ଟରେ କାମ କରୁଥିବା ବେଳେ ଭଞ୍ଜନଗର ଟିପିଏସଓଡିଏଲ୍ ର ଜଣେ ଆଉଟ୍ ସୋର୍ସିଂ କର୍ମଚାରୀଙ୍କ ମୃତ୍ୟୁ!-->…
ବଜ୍ରାଘାତରେ ଦମ୍ପତିଙ୍କ ମୃତ୍ୟୁ
ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ରୁଟିଶିଳା ଗ୍ରାମରେ ବଜ୍ରାଘାତରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଦମ୍ପତି ହେଲେ ବାଣେଶ୍ୱର ନାଏକ(୫୮) ଓ ତାଙ୍କ ସ୍ତ୍ରୀ ସଞ୍ଜୁଲତା ନାଏକ(୫୦)।
ଉଭୟ ସ୍ୱାମୀ-ସ୍ତ୍ରୀ ନିଜର ବାଇଗଣ ଚାଷ!-->!-->!-->…
ଇସ୍କନର ବେଆଇନ ରଥଯାତ୍ରା ବିରୋଧରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜ
ପୁରୀ : ଇସ୍କନର ବେଆଇନ ରଥଯାତ୍ରା ବିରୋଧରେ ବଡ଼ ପଦକ୍ଷେପ । ପରମ୍ପରା ରକ୍ଷା ପାଇଁ ଗଜପତିଙ୍କ ଅପିଲ୍! । ବିଦେଶରେ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଗଜପତି ମହାରାଜା!। ଶ୍ରୀଜଗନ୍ନାଥ ସଂସ୍କୃତି ଓ ଶାସ୍ତ୍ରୀୟ!-->…
ମୁଖ୍ୟମନ୍ତ୍ରୀଙ୍କ ସହ ବୃକ୍ଷରୋପଣ କଲେ ସାଂସଦ କଙ୍ଗନା ରଣାୱତ
ଭୁବନେଶ୍ବର: ‘ଏକ୍ ପେଡ୍ ମା କେ ନାମ୍’ ଅଭିଯାନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବୃକ୍ଷରୋପଣ କଲେ ସାଂସଦ କଙ୍ଗନା ରଣାୱତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା ଅଭିଯାନ ‘ଏକ୍ ପେଡ୍ ମା କେ ନାମ୍’ ବା ‘ମାଆଙ୍କ ପାଇଁ ଗଛଟିଏ’ ଅଭିଯାନରେ ସାମିଲ!-->…
ଜିଲାପାଳଙ୍କ କାର୍ଯ୍ୟାଳୟରେ ଦଳିତ ଯୁବକଙ୍କ ଆତ୍ମହତ୍ୟା
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଯୁବକଙ୍କ ନାମ ଶ୍ରୀଚନ୍ଦନ ଦାସ । ସେ ତାଙ୍କ ବାପା ଭରତ ଦାସଙ୍କ ସହ କେନ୍ଦ୍ରାପଡ଼ା ପୁରୁଣା ବସଷ୍ଟାଣ୍ଡ ନିକଟ ବାସୁଳେଇ ଗ୍ରାମରେ ରହୁଥିଲା ବେଳେ ତାଙ୍କ ଘର ଡେରାବିଶ!-->…
ନୀଳାଦ୍ରି ବିଜେ ପରେ ପୁର୍ନବାର ରତ୍ନଭଣ୍ଡାର ଗଣତି
ପୁରୀ: ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ଗଜପତି ମହରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପରିଚାଳନା କମିଟି ଦେବସ୍ନାନ ପୂର୍ଣ୍ଣମୀ,ରଥଯାତ୍ରା!-->…
ବାଲିଗୁଡ଼ାରେ ସାମୂହିକ ଇସ୍ତଫା ଦେଲେ ବିଜେଡ଼ି କର୍ମୀ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାର ବିଜେଡ଼ି ଦଳର ଉପସଭାପତି ଟୁନା ଦାଶ ଓ ଜିଲ୍ଲା ସାଧାରଣ ସଂପାଦକ ପ୍ରମୋଦ ସାହୁଙ୍କୁ ଦଳରୁ ନିଳମ୍ବିତ ପ୍ରତିବାଦରେ ଏକାଧିକ ନେତା ଇସ୍ତଫା ଦେଇଛନ୍ତି।
ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ୫୪ଟି ପଞ୍ଚାୟତର ସଭାପତି, ଚାରୋଟି ବ୍ଲକର ସଭାପତି, ତିନୋଟି ବ୍ଲକର!-->!-->!-->…
ଜୁନ ୨୨ ପରେ ହୋଇପାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ
ଭୁବନେଶ୍ୱର : ଦିଲ୍ଲୀରେ ଅଦଳବଦଳ ପରେ ଓଡ଼ିଶା ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ସମ୍ଭାବନା । ଚର୍ଚ୍ଚା ହେଉଛି ଜୁନ ୨୨ ତାରିଖ ପରେ କୌଣସି ସମୟରେ ବି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ । ଜୁନ ୧୭-୧୮ରେ କେନ୍ଦ୍ରରେ ମନ୍ତ୍ରିମଣ୍ଡଳର ରୂପରେଖ ବଦଳିପାରେ । ଜୁନ!-->…