Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବାଲୁକାରେ ୧ ହଜାର ଷ୍ଟିଲ ବାସନରେ ଗଣେଶ ମୂର୍ତ୍ତି ନିର୍ମାଣ କରି ଶୁଭେଚ୍ଛା ଜଣାଇଲେ ସୁଦର୍ଶନ…
ପୁରୀ: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ବିରାଜମାନ କରିଛନ୍ତି ପ୍ରଭୁ ଗଜାନନ । ପ୍ରଭୁଙ୍କ ଆଗମନକୁ ନେଇ ସବୁଆଡେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ବେଶ୍…
ଟ୍ରାକ୍ଟରରେ ବିଦ୍ୟୁତ ତାର ଲାଗି ଜଣେ ମୃତ, ୨ ଗୁରୁତର
ଯାଜପୁର: ଗଣେଶ ପୂଜା ପୂର୍ବେ ଅଘଟଣା। ପୂଜା ପାଇଁ ଗଣେଶ ମୂର୍ତ୍ତି ନେବା ବେଳେ ଟ୍ରାକ୍ଟରରେ ଲାଗିଗଲା ବିଦ୍ୟୁତ ତାର। ଟ୍ରାକ୍ଟରରେ ବିଦ୍ୟୁତ ତାର ଲାଗି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା…
ସମ୍ବାଦ ଅଫିସରୁ ଜବତ ଦସ୍ତାବିଜ ଖୋଲିବ ଦୁର୍ନୀତିର ଗୁମର..!
ଭୁବନେଶ୍ୱର: ସମ୍ବାଦ ଅଫିସରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁର ଯାଞ୍ଚ। କର୍ମଚାରୀଙ୍କ ନାଁରେ ଋଣ ମାମଲାରେ ଆଜି ସମ୍ବାଦ ଖବରକାଗଜ ଅଫିସରେ ଚାଲିଛି ଯାଞ୍ଚ। ଯାଞ୍ଚ ବେଳେ ଜବତ ହୋଇଛି କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏବଂ ଦସ୍ତାବିଜ। ବର୍ତ୍ତମାନ ସୁଦ୍ଧା କିଛି…
ଆଜି ପବିତ୍ର ଗଣେଶ ଚତୁର୍ଥୀ: ସବୁଠି ଚାଲିଛି ଗଜାନନଙ୍କ ଆରାଧନା…
ଭୁବନେଶ୍ବର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଧରାପୃଷ୍ଠରେ ଅବତରଣ କରିଛନ୍ତି ପ୍ରଭୁ ଗଜାନନ । ଗାଁଠୁ ସହର ସବୁଠି ଉତ୍ସବର ପରିବେଶ । ସବୁଠି ଗଜାନନଙ୍କୁ ପୂଜାର୍ଚ୍ଚନା କରାଯାଉଛି । ସୁଉଚ୍ଚ ତୋରଣ ସାଙ୍ଗକୁ ବିଶାଳକାୟ ମେଢ ଏବଂ ରଙ୍ଗୀନ ଆଲୋକମାଳା ଆଖି ଝଲସାଇ ଦେଉଛି । ହୋମଯଜ୍ଞରେ…
ପ୍ରସ୍ତାବିତ ବହୁମୁଖି ସମାଜ ମଙ୍ଗଳ କେନ୍ଦ୍ରକୁ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ସ୍ଥାପନ ଦାବି
ପୋଲସରା ନାଗରିକ ମଞ୍ଚର ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନରଙ୍କୁ ଦାବିପତ୍ର ପ୍ରଦାନବ୍ରହ୍ମପୁର : ପୋଲସରା ନାଗରିକ ମଞ୍ଚ ଦକ୍ଷିଣା ଅଂଚଳ ରାଜସ୍ଵ କମିଶନରଙ୍କୁ ଭେଟି ପୋଲସରା ତହସିଲ ଅନ୍ତର୍ଗତ ଏନ୍. ଗୋପୀନାଥପୁର ମୌଜାର ବାଘୁଆ କେନାଲ (ବାଘୁଆ ଜଳସେଚନ ବିଭାଗ) ଜମିରେ ଗ୍ରାମ୍ୟ ଉନ୍ନୟନ!-->…
ଭିଡ଼ ହିଂସାରେ ସାମିଲ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ ହେବ: ଓଡିଶା ପୁଲିସ…
ଭୁବନେଶ୍ୱର: ଭିଡ ହିଂସା ଏକ ଅପରାଧ ଏବଂ ସେଥିରେ ଯେଉଁ ବ୍ୟକ୍ତି ଭାଗ ନିଅନ୍ତି ତାହା ମଧ୍ୟ ବଡ଼ ଅପରାଧ। ଜଣେ ବ୍ୟକ୍ତି ଯଦି କୌଣସି ପ୍ରକାରର ଭିଡ ହିଂସାରେ ଭାଗ ନିଏ ତେବେ ତାକୁ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ ହେବ ବୋଲି ଓଡିଶା ପୋଲିସ ପକ୍ଷରୁ କୁହାଯାଇଛି।…
ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା…
କଟକ: ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଆବଶ୍ୟକ ଦର୍ଶାଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏଥିରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ଛାତ୍ର ସଂସଦ ନିର୍ବାଚନ ନ ହେବା ଯୋଗୁଁ କଣ କ୍ଷତି ହେଉଛି ତାହା ଆବେଦନରେ ଦର୍ଶାଇଛନ୍ତି…
ଅକ୍ଚୋବରରେ ପ୍ରଥମ ସପ୍ତାହରେ ପୁଣି ଲଘୁଚାପ !
ଭୁବନେଶ୍ୱର ; ପଛକୁ ପଛ ଆସୁଛି ଲଘୁଚାପ । ଗୋଟିଏ ଯିବା ପରେ ଆଉ ଗୋଟିଏ ଦାନା ବାନ୍ଧୁଛି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଏବେ ଦୁଇ ଦିନ ଭିତରେ ଆଉ ଗୋଟିଏ ସୃଷ୍ଟି ହେବ । ସେହିପରି କିଛି ପାଣିପାଗ…
ସ୍ଥଗିତ ହେଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ…
ଭୁବନେଶ୍ୱର : ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ । ସ୍ଥଗିତ ହେଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । କାଲିଠୁ ସ୍କୁଲରେ ଯୋଗଦେବେ ପ୍ରାଥମିକ ଶିକ୍ଷକ ସରକାରଙ୍କ ଉପରେ ଆସ୍ଥା ରଖିଲେ ପ୍ରାଥମିକ ଶିକ୍ଷକ । ଶିକ୍ଷକ ସଂଘର ଷ୍ଟିୟରିଂ କମିଟି ବୈଠକ ପରେ…
ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା: ୪ ମୃତ, ଜଣେ ଗୁରୁତର…
କଟକ : ଟ୍ରକ୍ ଓ କାର୍ ମୁହାଁମୁହିଁ ଧକ୍କାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। କଟକ ଜିଲ୍ଲା ତିଗିରିଆ ଥାନା ନୂଆସଡ଼କ ଛକରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୃତକମାନେ ହେଲେ…