Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଉଦ୍ଧାର ହେଲେ ମହାନଦୀକୁ ଡେଇଁ ନିଖୋଜ ଥିବା ବ୍ୟକ୍ତି
ସମ୍ବଲପୁର: ମହାନଦୀକୁ ଡେଇଁ ନିଖୋଜ ଥିବା ବ୍ୟକ୍ତି ଉଦ୍ଧାର । ସମଲେଇ ମନ୍ଦିର ଘାଟରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ସେଲଫି ନେବାବେଳେ ସମ୍ବଲପୁର ଚାଉଁରପୁର ବ୍ରିଜ୍ ରୁ ଖସି ପଡିଥିଲେ । ସୂଚନାନୁସାରେ, ଆଜି ସକାଳେ ସମ୍ବଲପୁରରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା । !-->…
ବାଲି ମାଫିଆଙ୍କ ଭଗବାନ ସାଜିଛନ୍ତି ଜିଲ୍ଲା ମୁଖିଆ.. ! ସୁନା ଦରରେ ବିକ୍ରି ହେଉଛି ବାଲି…
ଅମଲା ଓ ବାଲି ମାଫିଆ ଙ୍କ ଯୋଜନା ବଦ୍ଧ ଷଢ଼ଯନ୍ତ୍ର ବଳି ପଡୁଛନ୍ତି ନିରୀହ ସାଧାରଣ....
ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ ତୁରନ୍ତ ମରାମତି ପାଇଁ ମିସ୍ କେସ୍
ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ର ତୁରନ୍ତ ମରାମତି ପାଇଁ ହାଇକୋର୍ଟରେ ଦାୟର ହୋଇଛି ମିସ୍ କେସ୍। ଜଗମୋହନ ମରାମତି ସମ୍ପର୍କିତ ମାମଲାରେ ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ଏହି ମିସ୍ କେସ୍ ଦାୟର ହୋଇଛି। ଆମିକସକ୍ୟୁରୀ ଏନ୍.କେ ମହାନ୍ତିଙ୍କ ରିପୋର୍ଟ…
ମିଥ୍ୟା ଖବର ପ୍ରଚାର ନେଇ ୱେବ୍ ଚ୍ୟାନେଲ ନାଁରେ ଏତଲା ଦେଲେ ଅନୁ ଚୌଧୁରୀ
ଭୁବନେଶ୍ଵର: ସାଇବର ଥାନାର ଦ୍ଵାରସ୍ଥ ହେଲେ ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀ । ମିଥ୍ୟା ଖବର ପ୍ରସାରଣ କରି ଗୁଜବ ସୃଷ୍ଟି କରୁଥିବା ୱେବ ଚ୍ୟାନେଲ ନାଁରେ ଦେଲେ ଏତଲା । ଅଭିନେତ୍ରୀଙ୍କୁ କ୍ୟାନସର ହୋଇଥିବା ନେଇ ଏକ ୱେବ୍ ପୋର୍ଟାଲରେ ମିଛ ଖବର…
ଅପରାଜିତାଙ୍କ ପରେ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧି ବିବାଦରେ ଥିବା ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ଆଜି ଟାର୍ଗେଟ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ | ସେ ଟ୍ୱିଟ କରି କହିଥିଲେ ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା | ଏହି…
ଓଡ଼ିଶାର ୪-୬ଜଣ ଅଫିସରଙ୍କ ଉପରେ ନଜର ରଖାଯାଇଛି: ଅପରାଜିତା
ଭୁବନେଶ୍ବର: ଓଡ଼ିଶାର ୪-୬ଜଣ ଅଫିସରଙ୍କ ଉପରେ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି ବୋଲି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି ଗତକାଲି ଏକ କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିବାକୁ ନେଇ ନିଜ ସୋଶାଲ ମିଡିଆରେ…
ଠିକା ନିଯୁକ୍ତି ହଟିଲା ପରେ ପୁଣି ୨୦ ହଜାର ଶିକ୍ଷକଙ୍କୁ ଠିକା ନିଯୁକ୍ତି କାହିଁକି ? : ବିଜେପି
ଭୁବନେଶ୍ୱର: ୨୦ହଜାର ଶିକ୍ଷକ ପଦବୀରେ ଠିକା ନିଯୁକ୍ତି କରିବା ପାଇଁ ନେଇଥିବା ନିଷ୍ପତି ବେଆଇନ ଓ ଅଗଣତାନ୍ତ୍ରିକ । ମୁଖ୍ୟମନ୍ତ୍ରୀଙ୍କ ନିୟମିତ ନିଯୁକ୍ତି ପ୍ରତିଶ୍ରୁତି କୁଆଡେ ଗଲା ? କାନ୍ଥ, ବାଡକୁ ସବୁଜ ରଙ୍ଗ କରିବାରେ ୩,୪୧୦କୋଟି ଖର୍ଚ୍ଚ କରିବା ପାଇଁ ଯଦି ସରକାରଙ୍କ ପାଖରେ ଟଙ୍କା…
ଏଏସ୍ଆଇ ରଞ୍ଜନ ସାହୁ ଓ କନଷ୍ଟେବଲ କ୍ଷୀରୋଦ ବେହେରା ନିଲମ୍ବିତ…
କଟକ: କଟକ ଜିଲ୍ଲା ଆଠଗଡ଼ ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଦୁଇ ପୁଲିସ କର୍ମଚାରୀଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ପାଇଁ ଏଏସଆଇ ରଞ୍ଜନ ସାହୁ ଓ କନଷ୍ଟେବଲ କ୍ଷୀରୋଦ ବେହେରାଙ୍କୁ ନିଲମ୍ବନ କରାଯାଇଛି। କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକ…
ଆଜିଠୁ ଶଙ୍ଖ ଭବନରେ ମାଷ୍ଟର ଟ୍ରେନର ତାଲିମ ଶିବିର…
ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ବିଜେଡିର ମାଷ୍ଟର ଟ୍ରେନର ତାଲିମ ଶିବିର । ଶଙ୍ଖ ଭବନରେ ଏହି ଶିବିର ଚାଲିବ । ତୃଣମୂଳସ୍ତରରୁ ନେତା ଓ କର୍ମୀଙ୍କୁ ନିର୍ବାଚନ ପାଇଁ ଦିଆଯିବ ଗୁରୁମନ୍ତ୍ର। ଏହି କାର୍ଯ୍ୟକ୍ରମ ୩୭ ଦିନ ଯାଏ ଚାଲିବ। ଦୈନିକ ୪ଟି ପର୍ଯ୍ୟାୟରେ ୮୦୦ କର୍ମୀଙ୍କୁ ତାଲିମ…
ମୁଖ୍ୟ ସଚିବଙ୍କୁ ଡେଙ୍ଗୁ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ବର: ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଡେଙ୍ଗୁ । ଡେଙ୍ଗୁ ଜ୍ୱରରେ ପୀଡିତ ହୋଇ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇ ସେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।
ଧିରେ ଧିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସୁଛି…