Browsing Category

ଓଡିଶା

ଗରା, ମାଠିଆ ରଖି ରାଜରାସ୍ତା ଅବରୋଧ କଲେ ଶତାଧିକ ମହିଳା…

ଗଞ୍ଜାମ: ଖରାଦିନେ ପାଣି ଅଭାବର କଥା ଶୁଣିଛନ୍ତି କିନ୍ତୁ ବର୍ଷା ଦିନେ ପାଣି ସମସ୍ୟା କଥା କେବେ ଶୁଣିଛନ୍ତି କି ? ରାଜ୍ୟରେ ଲଗାଣ ବର୍ଷା ଜନଜୀବନକୁ ଦୁର୍ବିସହ କରୁଥିବା ଥିବା ବେଳେ ଲୋକେ ପାଣି ପାଇଁ ଆନ୍ଦୋଳନ କରିଛନ୍ତି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜଗନ୍ନାଥ…

ଲୋକଙ୍କ ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା, ଗ୍ରାମ୍ୟ ବ୍ୟାଙ୍କରେ ଲୋକଙ୍କ ଭିଡ଼…

କେନ୍ଦ୍ରାପଡା : ଆକାଉଣ୍ଟକୁ ଆସୁଛି ଲକ୍ଷ ଲକ୍ଷ ଟଙ୍କା। ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଆଗରେ ଗ୍ରାହକଙ୍କ ପ୍ରବଳ ଭିଡ଼। ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ବାଟିପଡା ଗାଁରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ । ବ୍ୟାଙ୍କ ଆକାଉଣ୍ଟରେ ହଠାତ୍ ଲକ୍ଷ ଲକ୍ଷ…

ଏନଏସି ଅଞ୍ଚଳରେ ମୌଳିକ ସୁବିଧା ମିଳୁନଥିବା କୁ ନେଇ ଅଭିଯୋଗ

ହିନ୍ଦୋଳ : ୧୨ ଘଣ୍ଟିଆ ହିନ୍ଦୋଳ ବନ୍ଦ  । ହିନ୍ଦୋଳ ଏନଏସିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି  । ସକାଳ ୭ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ବିଜେପି ବନ୍ଦ ଡାକରା ଦେଇଛି । ହିନ୍ଦୋଳ ଏନଏସିର ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଏହି ବନ୍ଦ ପାଳନ…

ଓଟିଇଟି ୨୦୨୨ ଦ୍ୱିତୀୟ ପରୀକ୍ଷାର ଓଏମଆର ସିଟ ୱେବସାଇଟରେ ଉପଲବ୍ଧ

ଭୁବନେଶ୍ୱର: ଓଟିଇଟି ୨୦୨୨ ଦ୍ୱିତୀୟ ପରୀକ୍ଷାର ଓଏମଆର ସିଟ ଉପଲବ୍ଧ। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ଉପଲବ୍ଧ ହେଉଛି ଓଏମଆର ସିଟ। www.bseodisha.ac.in ୱେବସାଇଟରେ ହେଉଛି ଉପଲବ୍ଧ। ପରୀକ୍ଷାର୍ଥୀ…

କଂଗ୍ରେସରୁ ନିଲମ୍ବିତ ହେଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ…

ଭୁବନେଶ୍ୱର:ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସ। ମନ୍ମଥ ରାଉତରାୟଙ୍କୁ ଦଳରୁ ନିଲମ୍ବିତ କରିଛି କଂଗ୍ରେସ । ଦଳର ଶୃଙ୍ଖଳା କମିଟି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କିଛି ଦିନ ତଳେ ମନ୍ମଥ…

ନୋଟିସ ଜାରି କଲେ ରାଜ୍ୟ ପରିବହନ ଆୟୁକ୍ତ

ଭୁବନେଶ୍ବର: କଡାକଡି ହେବ ସେଣ୍ଟ୍ରାଲ ମୋଟର ଭେଇକିଲ ରୁଲ  । ପରିବହନ ଗାଡିରେ ଲାଗି ଭିଏଲଟି  ଓ ପାନିକ୍ ବଟନ୍  । ଏନେଇ ରାଜ୍ୟ ପରିବହନ ଆୟୁକ୍ତଙ୍କ ପକ୍ଷରୁ ଏକ ସାର୍ବଜନୀନ ନୋଟିସ୍ ଜାରି କରିଛନ୍ତି । ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ଗାଡ଼ିରେ ଭେହିକିଲ୍ ଲୋକସନ୍ ଟ୍ରାକିଂ…

ଆଜିଠୁ ରାଜ୍ୟରେ ବିଦ୍ୟାଳୟସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉପରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜିଠୁ ସାରା ରାଜ୍ୟରେ ବିଦ୍ୟାଳୟ ସ୍ତରରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ,…

ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢେଇଙ୍କ ପରଲୋକ

ଭୁବନେଶ୍ବର : ପରଲୋକରେ ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ତଥା ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେଡି ନେତା ମହେନ୍ଦ୍ର କୁମାର ବଢେଇ । ୫୨ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ହୋଇଛି । ଗତକାଲି ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ…

ରାଜସ୍ବ ବିଭାଗ ଓ ବାଲି ମାଫିଆଙ୍କ ମିଲି ଭାଗତ ରେ ଚାଲିଛି ଚୋର ବାଲି ବ୍ୟବସାୟ…

ମାଫିଆ ମାନଙ୍କ କବ୍ଜା ରେ ଚାନ୍ଦିପୋଷ ବାଲିଘାଟ...! କୁଆଁରମୁଣ୍ଡା : ୮-୯ ଗତ ଦୁଇ ବର୍ଷ ତଳେ କୁଆଁରମୁଣ୍ଡା ତହସିଲ ଅଧିନରେ ଥିବା ଚାନ୍ଦିପୋଷ ବାଲିଘାଟ କୁ ନିଲାମ କରାଯାଇ ଥିଲା।ଏହି ନୀଲାମ କୁ ମୋହନଦାସ ଅଗ୍ରୱାଲ ନାମକଜନୈକ ବ୍ଯକ୍ତି ଜଣକ ଲିଜ ପାଇବାକୁ ଆବେଦନ କରି ଯୋଗ୍ଯ ବିବେଚିତ ହୋଇ

ପୁଣି ଦାଦନ ଦୁଃଖ, ହାଇଦ୍ରାବାଦରେ ସେଣ୍ଟ୍ରିଙ୍ଗ ଭୁଶୁଡି ୩ଶ୍ରମିକ ମୃତ,୩ ଗୁରୁତର ଆହତ…

ମାଲକାନଗିରି, ୮/୯ ମାଲକାନଗିରି ଜିଲ୍ଲାରେ ପୁଣି ଦାଦନ ଦୁଃଖ ଦେଖିବାକୁ ମିଳିଛି। ହାଇଦ୍ରାବାଦରେ ନିର୍ମାଣ କାର୍ଯ୍ୟ ଜାରି ବେଳେ ଅଘଟଣ, ସେଣ୍ଟ୍ରିଙ୍ଗ ଖସି ୩ ବଣ୍ତା ଶ୍ରମିକ ମୃତ ୩ଗୁରୁତର ଆହତ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ବଣ୍ଡା ଘାଟି ଅଞ୍ଚଳର