Browsing Category

ଓଡିଶା

ପ୍ରଖ୍ୟାତ ଓଡ଼ିଆ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ ଦେହାନ୍ତ

ଭୁବନେଶ୍ୱର: ପ୍ରଖ୍ୟାତ ଓଡ଼ିଆ ସାହିତ୍ୟିକ, କଳା ଇତିହାସବିଜ୍ଞାନୀ ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ଜଗନ୍ନାଥ ପ୍ରସାଦ ଦାସଙ୍କ ବୁଧବାର ରାତିରେ ଭୁବନେଶ୍ୱର ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ୨୬ ଏପ୍ରିଲ, ୧୯୩୬ରେ ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ…

ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱରରୁ ଜୟପୁରକୁ ବିମାନ ସେବା

ଭୁବନେଶ୍ୱର: ରାଜ୍ୟର ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ସୁଧାର ଆସିବାକୁ ଯାଉଛି। ଖୁବଶୀଘ୍ର ଭୁବନେଶ୍ୱରରୁ ଜୟପୁରକୁ ବିମାନ ସେବା ଆରମ୍ଭ ହେବ। ଏଥିସହିତ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ତୃତୀୟ ଏୟାର ଟର୍ମିନାଲକୁ ମଧ୍ୟ ଅତିଶୀଘ୍ର କାର୍ଯ୍ୟକ୍ଷମ କରାଯିବ।…

ଗଞ୍ଜାମ ଜିଲ୍ଲାକୁ ମିଳିଲା ତିନି ଜାତୀୟ ପୁରସ୍କାର

ଛତ୍ରପୁର: ଦିଲ୍ଲୀରେ ଚମକିଛି ଗଞ୍ଜାମ ଜିଲ୍ଲା। ଗଞ୍ଜାମ ଜିଲାରେ ସୁନାମ ଆଣିଛି ଏହି ସଫଳତା। ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦିଲ୍ଲୀ ରେ ଆଜି ପୁରସ୍କୃତ ହୋଇଛନ୍ତି।ଦୀନଦୟାଲ ଉପାଧ୍ୟାୟ ପଚାଂୟତ ସତତ ବିକାଶ ପୁରସ୍କାର ଯୋଜନାରେ ୨ଟି ପଚାଂୟତ କୃତିତ୍ୱଲାଭ କରିଛି । ସେହିପରି ନାନାଜୀ…

ଉପକୂଳ ରାଜପଥକୁ କ୍ୟାବିନେଟ୍‌ ମଞ୍ଜୁରୀ; ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିିଶାକୁ କେନ୍ଦ୍ରର ନୂଆ ଭେଟି। ଉପକୂଳ ଅଞ୍ଚଳରେ ସୁଗମ ଯାତାୟତ।ରାଜ୍ୟରେ ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ୍‌ ମଞ୍ଜୁରୀ। ରାମେଶ୍ବରରୁ ପାରାଦୀପ ୧୬୩ କିମି ରାସ୍ତା ପାଇଁ କେନ୍ଦ୍ରର ମଞ୍ଜୁରୀ । ନୂଆ ଉପକୂଳ ରାଜପଥ ପାଇଁ ମୋଟ ବ୍ୟୟ ଅଟକଳ ୮ ହଜାର ୩ ଶହ କୋଟି ବ୍ୟୟ ବରାଦ…

ଗୁଣି ସନ୍ଦେହରେ କାଠ ଫାଳିଆରେ ପିଟି ପିଟି ହତ୍ୟା

ବୈପାରୀଗୁଡା : ଅନ୍ଧ ବିଶ୍ଵାସ କରୁଣ ପରିଣତି । ଗୁଣି ଗାରେଡି ସନ୍ଦେହରେ ହତ୍ୟା । କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ କୁନ୍ଦୁରା ବ୍ଳକ ଘୁମର ପଂଚାୟତର ଝଡିଗୁଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ସେହି ଗାଁର ନାରାୟଣ ମିନରବାଲିଆ । ସୂଚନା ମୁତାବକ ଝଡିଗୁଡାର…

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ବଜ୍ରାଘାତରେ ଗୁରୁତର ମହିଳାଙ୍କୁ ଷ୍ଟ୍ରେଚରରେ ବୋହିଲେ ଗ୍ରାମବାସୀ

ଯାଜପୁର : ଦେଢ଼ କିମି ଷ୍ଟ୍ରେଚରରେ ବୁହାହେଲେ ବ୍ରଜଘାତରେ ଶିକାର ହୋଇଥିବା ମହିଳା । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସିହା ପଞ୍ଚାୟତ ମଙ୍ଗରାଜପୁର ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ଆଜି ଅପରାହ୍ନରେ ବର୍ଷା ସହ ବିଜୁଳି ମାରିବାରୁ ଗାଁର ମମତା ସାମଲ ଆହତ ହେବା ସହ ଚେତାଶୁନ୍ୟ…

୭ ଘଣ୍ଟାର କସରତ ପରେ ନରହନ୍ତା ଦନ୍ତାକୁ କାବୁ କଲା ବନ ବିଭାଗ

ଅନୁଗୁଳ: ୭ ଘଣ୍ଟାର କସରତ ପରେ କାବୁ ହେଲା ନରହନ୍ତା ଦନ୍ତା ହାତୀ । ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଏହି ହାତୀକୁ ବନ ବିଭାଗ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଛି । ଗତ ୨୦ ତାରିଖରେ ଚନ୍ଦନପୁର ଏବଂ ମଧୁପୁରରେ ଦୁଇ ଜଣଙ୍କୁ ମାରିବା ପରେ ସ୍ଥାନୀୟ…

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ଭୁବନେଶ୍ୱରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । କ୍ୟାପିଟାଲ ଥାନା ଅଞ୍ଚଳ ଫାଳିକିଆ ବସ୍ତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଯୁବକ ହେଲେ ଡି. ହରିକୃଷ୍ଣ ।…

ସରକାରୀ ଗାଡ଼ିର ତେଲ ଖର୍ଚ୍ଚ ବାବଦକୁ ପେଟ୍ରୋଲ ପମ୍ପରେ ଆଗୁଆ ପୈଠ ହେବ ଟଙ୍କା

ଭୁବନେଶ୍ୱର: ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ତଥା ସୂଚାରୁ ପରିଚାଳନା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପ୍‌କୁ ଆଗୁଆ ପୈଠ କରିବେ ସରକାର। ଦୁଇ ମାସର ଆନୁମାନିକ ତେଲ ଖର୍ଚ୍ଚ ଦେବାକୁ ଅର୍ଥ ବିଭାଗର ସୂଚନା। ସରକାରୀ କାର୍ଯ୍ୟର…

ହାଜତ ମୃତ୍ୟୁ ଘଟଣା, ବଦଳିଲେ କବିସୂର୍ଯ୍ୟନଗର ଥାନାର ସବୁ କର୍ମଚାରୀ

ବ୍ରହ୍ମପୁର : ବଦଳିଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାର ସବୁ କର୍ମଚାରୀ । ଥାନାର ସମସ୍ତ ୨୩ ଜଣ ଷ୍ଟାଫ ଓ ବାଲିଛାଇ ଫାଣ୍ଡିର ୩ ଜଣ ଷ୍ଟାଫଙ୍କୁ ବଦଳି କରାଯାଇଛି । ଗଞ୍ଜାମ ଏସପି ହରିଶ ବିସି କର୍ମଚାରୀଙ୍କୁ ଅନ୍ୟ ଥାନାକୁ ବଦଳି କରିଛନ୍ତି । ସେହିପରି ଅନ୍ୟ ଥାନା ଗୁଡିକର…