Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଏସଆଇଆର କାର୍ଯ୍ୟରେ ଅବହେଳା, ନିଲମ୍ବିତ ହେଲେ ବଡ଼ସାହି ବିଡିଓ
ମୟୁରଭଞ୍ଜ : ଏସଆଇଆର କାର୍ଯ୍ୟରେ ଅବହେଳା ପଡ଼ିଲା ମହଙ୍ଗା । ନିଲମ୍ବିତ ହେଲେ ବଡ଼ସାହି ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ବିଡିଓ । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଅବମାନନା ଏବଂ କାର୍ଯ୍ୟରେ ଚରମ ଅବହେଳା କରିବା ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ସହକାରୀ!-->…
ଦନ୍ତା ଆକ୍ରମଣରେ ଜଣେ ମୃତ
ସମ୍ବଲପୁର : ଦଳିଦେଲା ଦନ୍ତା, ଜଣେ ମୃତ । ସମ୍ବଲପୁର ଯୁଯୁମରା ବ୍ଲକ କୁମ୍ଭେର ଗାଁରେ ହାତୀ ଆତଙ୍କ ଦେଖା ଦେଇଛି । ମୃତକ ହେଲେ ଲବ ଭୋଇ । ଆଜି ଭୋରୁ ଶୌଚ ହେବାକୁ ଯାଇଥିବାବେଳେ ହାତୀ ହାବୁଡରେ ପଡିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। କିଛିଦିନ ହେଲା କୁମ୍ଭେର ଅଞ୍ଚଳରେ!-->…
୭ ଦିନ ମଧ୍ୟରେ ସମାଧାନ ହେବ ଭତ୍ତା ସମସ୍ୟା, ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା
ଭୁବନେଶ୍ଵର: ରାଜ୍ୟରେ ନୂଆ ସଫ୍ଟଓୟାର ଅପଡେଟ୍ ଯୋଗୁଁ ଅନଲାଇନ୍ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଗତ କିଛି ମାସ ଧରି ଟଙ୍କା ମିଳିବାରେ ସମସ୍ୟା ଦେଖାଦେଇଛି। ସରକାର ଏହି ସମସ୍ୟାର ସମାଧାନ କରୁଛନ୍ତି। ଆଉ ସାତ ଦିନ ମଧ୍ୟରେ ଭତ୍ତା ସମସ୍ୟାର ସମାଧାନ ହେବ। ଏଣିକି ସିଧାସଳଖ ହିତାଧିକାରୀଙ୍କ!-->…
ହାଇୱା ପଛରେ ପିଟି ହେଲା ବାଇକ୍, ୨ ମୃତ
ବୌଦ୍ଧ : ହାଇୱା ପଛରେ ପିଟି ହୋଇଗଲା ବାଇକ୍, ୨ ମୃତ । ବୌଦ୍ଧ ପୁରୁଣାକଟକ ଥାନା କରଞ୍ଜକଟା ହାଟପଦା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ମୃତକଙ୍କ ମଧ୍ୟରେ ଜଣେ ବିହାରର ଉପେନ୍ଦ୍ର ପାଲ ଓ ଅନ୍ୟ ଜଣେ ଅନୁଗୁଳ ଠାକୁରଗଡ଼ର ଦୁଷ୍ମନ୍ତ ଦେହୁରୀ। ଗତକାଲି ରାତିରେ ଦୁଇ ଜଣ ବାଇକରେ ଚାରିଛକରୁ!-->…
ବାଲି ଘାଟରେ ଖଣି ଅଧିକାରୀ ଓ ପୋଲିସକୁ ଆକ୍ରମଣ
ସୁନ୍ଦରଗଡ଼: ଖଣି ଅଧିକାରୀ ଓ ପୋଲିସକୁ ଆକ୍ରମଣ କଲେ ବାଲି ମାଫିଆ । ସକାଳେ ସୁନ୍ଦରଗଡ଼ ଟାଉନ୍ ଥାନା ଅମଲିପାଲି ଇବ ନଦୀ ବାଲିଘାଟରେ ଚୋରା ବାଲି ଚାଲାଣ ହେଉଥିବା ନେଇ ଖବର ପାଇଥିଲା ପୋଲିସ । କନିଷ୍ଠ ଖଣି ଅଧିକାରୀ ଓ ଟାଉନ ଥାନା ପୋଲିସ ବାଲି ଘାଟରେ ଚଢ଼ଉ କରିଥିଲେ। ୬ଟି ଗାଡ଼ିରେ ବୋଲି!-->…
ଭତ୍ତା ପାଇଁ ବ୍ଲକ ଅଫିସ ସମ୍ମୁଖରେ ଧାରଣା
ଭୁବନେଶ୍ବର: ରାଜ୍ୟରେ ମିଳୁନି ଭତ୍ତା, ବଢୁଛି ହିତାଧିକାରୀଙ୍କ ଦୁର୍ଦ୍ଦଶା । ଭତ୍ତା ପାଇଁ ଚାତକ ଭଳି ଚାହିଁଛନ୍ତି ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀ । ୨ରୁ ୪ ମାସ ହେଲା ଭତ୍ତା ମିଳିନଥିବାରୁ ନାନା ହଇରାଣ ହେଉଛନ୍ତି । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକର ୩୭ଟି!-->…
ଅଟୋ ସହ ୩୦୦ ଏସକଫ ସିରଫ ଜବତ, ଅଭିଯୁକ୍ତ ଗିରଫ
ପୁରୀ : ପୁରୀ କୁମ୍ଭାରପଡା ଥାନା ପୁଲିସ ବସଷ୍ଟାଣ୍ଡ ପରିସରରୁ ଏକ ଅଟୋ ସହ ବିପୁଳ ପରିମାଣର ନିଶା ଔଷଧ ଏସକଫ ସିରଫ ଜବତ କରିଛି । ଏହା ସହ ଜଣକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ବଳିଆପଣ୍ଡା ଦାମୋଦର ରୋଡ ଟେଲିଫୋନ ଏକ୍ସଚେଞ୍ଜ ନିକଟରେ ରହୁଥିଲେ । ସେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼!-->…
କଲେଜ କ୍ୟାମ୍ପସରୁ ଛାତ୍ରଙ୍କୁ ଅପହରଣ, ୪ ଗିରଫ
ଭୁବନେଶ୍ୱର : ଭରତପୁର ଥାନା ଅଧୀନ ଏକ ଘରୋଇ ବିଶ୍ୱବିଦ୍ୟାଳୟ ପରିସରରୁ ଜଣେ ନର୍ସିଂ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ଦୁଇଜଣ ଛାତ୍ରଙ୍କ ସମେତ ଚାରିଜଣ ଅପହରଣ କରି ନେଇଥିଲେ। ଅଭିଯୋଗକୁ ଭିତ୍ତିକରି ଭରତପୁର ପୁଲିସ ମାତ୍ର ଦୁଇଘଣ୍ଟାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।
!-->!-->!-->…
ଅଣ୍ଡରୱେଟ ଶିଶୁଙ୍କ ଜଳଖିଆ ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ୱର : ଜଳଖିଆ ଖର୍ଚ୍ଚ ବଢିଲା । ଅଣ୍ଡରୱେଟ ଶିଶୁଙ୍କ ଜଳଖିଆ ବାବଦ ଖର୍ଚ୍ଚକୁ ବୃଦ୍ଧି କଲେ ରାଜ୍ୟ ସରକାର। ଏଣିକି ଦୈନିକ ସେମାନଙ୍କୁ ୧୮ ଟଙ୍କାର ଖାଦ୍ୟ ମିଳିବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ରାଜ୍ୟରେ ୩୫ ହଜାର ଶିଶୁ ସିଭିଅର ଅଣ୍ଡରୱେଟ ଅଛନ୍ତି।!-->…
୫ ଦିନରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର
କାମାକ୍ଷାନଗର : ସଉଦା କିଣିବାକୁ ଆସି ପାଞ୍ଚଦିନ ତଳୁ ନିଖୋଜ ହୋଇଥିବା ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି । ନିଖୋଜ ମହିଳା ଜଣକ ପରଜଙ୍ଗ ଥାନା ତୁଳସୀପଶି ଗାଁର ପାଞ୍ଚାଳୀ ନାଏକ ହୋଇଥିବା ଜଣାପଡିଛି ।ସୂଚନା ଅନୁସାରେ ପାଞ୍ଚାଳୀ ଆଜିକୁ ପାଞ୍ଚଦିନ ତଳେ ଘରୁ ବାହାରି ନିକଟରେ ଥିବା ଦୋକାନକୁ!-->…