Browsing Category

ଓଡିଶା

୬ ସାଇବର ଠକ ଗିରଫ, ବହୁ ଫ୍ରଡ ଆକାଉଣ୍ଟ ସିଜ

ଭଦ୍ରକ:ସାଇବର ଠକେଇ ଘଟଣାର ପର୍ଦ୍ଦାଫାସ କରିଛି ଭଦ୍ରକ ଟାଉନ ପୋଲିସ । ପୋଲିସ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସାଇବର ଠକେଇ ଘଟଣାର ପର୍ଦ୍ଦାଫାସ କରିଛି । ଦୁଇଟି ପୃଥକ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ଅନେକ ଫ୍ରଡ ଆକାଉଣ୍ଟକୁ ସିଜ ହୋଇଛି । ଭଦ୍ରକ ଏଚଡ଼ିଏଫସି ବ୍ୟାଙ୍କର

ସରିଲା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ

ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ ହୋଇଛି । ଏହି ଅଧିବେଶନରେ ବିରୋଧୀ ପ୍ରବଳ ହଟ୍ଟଗୋଳ ଯୋଗୁ ପ୍ରଶ୍ନକାଳ ଚାଲିବା ମୁସ୍କିଲ ହୋଇଥିଲା । ଏହି ଅଧିବେଶନ ଶେଷ ହେବା ପରେ ଗୃହକୁ ଆସନ୍ତା ମାର୍ଚ୍ଚ ୯ ତାରିଖ ସକାଳ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି

ରାଜଧାନୀରେ ପ୍ରବଳ ବର୍ଷା, ହୋଡିଂ ପଡି ୩ ଆହତ

ଭୁବନେଶ୍ବର: ଦିନରେ ଖରା ଓ ସାମାନ୍ୟ ଗୁଳୁଗୁଳି ପରେ ସନ୍ଧ୍ୟାରେ ଟୁଇନ ସିଟିରେ ପ୍ରବଳ ବର୍ଷା ହୋଇଛି । କାଳବୈଶାଖୀ ପ୍ରଭାବରେ ଟୁଇନ ସିଟିରେ ବର୍ଷା ସହ ଘଡଘଡି ହୋଇଛି । ତେବେ ବର୍ଷା ପାଇଁ ଟୁଇନ ସିଟିକୁ ୩ଘଣ୍ଟାର ସର୍ତକତା ସୂଚନା ଜାରି କରାଯାଇଥିଲା । ପ୍ରବଳ ବର୍ଷା ଓ ପବନ ଯୋଗୁ ଆଇଗଣିଆ

ଆତ୍ମସମର୍ପଣ କଲେ ୪ଟପ କ୍ୟାଡର ମାଓ ନେତା

କୋରୁକୋଣ୍ଡା/ ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ପଡ଼ୋଶୀ ରାଜ୍ୟ ତେଲେଙ୍ଗାନାରେ ନକ୍ସଲବାଦରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଦେଖିବାକୁ ମିଳିଛି। ଚାରି ଜଣ ଟପ କ୍ୟାଡର ମାଓନେତା ହିଂସା ପରିତ୍ୟାଗ କରି ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରୀ ସୂଚନା ଅନୁଯାୟୀ,

ଡ୍ରେନ କାମ ବେଳେ କାନ୍ଥ ଭୁଶୁଡ଼ି ୨ ମୃତ

ଭୁବନେଶ୍ବର : ଡ୍ରେନ୍ କାମ ବେଳେ ଅଘଟଣ । ଭୁବନେଶ୍ବର ବଡ଼ଗଡ଼ ଭୋଇସାହିରେ ଡ୍ରେନ କାମ ବେଳେ ଭୁଶୁଡ଼ିଲା କାନ୍ଥ । କାନ୍ଥ ଭୁଶୁଡି ଦୁଇଜଣଙ୍କ ମୃତ୍ୟୁ । ଅନ୍ୟ ୩ ଜଣ ଗୁରୁତର । ମୃତକ ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟ ମୃତକଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସମସ୍ତ

ଟ୍ବିନ୍‌ ସିଟିରେ ଘଡ଼ଘଡ଼ି ସହ ବର୍ଷା ନେଇ ୱାର୍ଣ୍ଣିଂ

ଭୁବନେଶ୍ୱର : ଟ୍ବିନ୍‌ ସିଟିରେ ଘଡ଼ଘଡ଼ି ସହ ବର୍ଷା ନେଇ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ ଜିଲ୍ଲାକୁ ମଧ୍ୟ ୱାର୍ଣ୍ଣିଂ ଦିଆଯାଇଛି । ଗଜପତି, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର ପାଇଁ ମଧ୍ୟ ସତର୍କତା ଜାରି

ରତ୍ନଭଣ୍ଡାର ଗଣତି ମଣତି ପାଇଁ ଆସିଲା ନୂଆ SOP, ନିୟୋଜିତ ହେବେ ଦୁଇଟି ଟିମ୍

ପୁରୀ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପାଇଁ ରହିବେ ଦୁଇଟି ଟିମ୍ । ଏହି ଦୁଇଟି ଟିମ୍ ହେଲେ ତଦାରଖ ଦଳ ଓ କାର୍ଯ୍ୟାଵାହୀ ଦଳ । ଶ୍ରୀ ମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ବୈଠକ । ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦିତ ଏସଓପି ଆସିଛି । ୧୪ ପୃଷ୍ଠା ବିଶିଷ୍ଟ ରହିଛି

ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ବାରିପଦାରୁ ଭୁବନେଶ୍ଵର ଏୟାର ଟ୍ୟାକ୍ସି ସେବା

ଭୁବନେଶ୍ୱର : ଆରମ୍ଭ ହେବ ବାରିପଦାରୁ ଭୁବନେଶ୍ଵର ଏୟାର ଟ୍ୟାକ୍ସି ସେବା । ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଏୟାର ଟ୍ୟାକ୍ସି ସେବା । ଆଜି ପୱନ ହଂସ କମ୍ପାନୀ ପକ୍ଷରୁ ଟ୍ରାଏଲ ରନ୍ ହୋଇଛି । ପରୀକ୍ଷାମୂଳକ ଲ୍ୟାଣ୍ଡିଂ ପରେ ଜିଲ୍ଲା ପୋଲିସ ଓ ଜିଲ୍ଲା

ରାଜ୍ୟରେ ସୁରକ୍ଷିତ ନୁହନ୍ତି ମହିଳା, ଚାଷୀ ପାଉନି ତାର ହକ: ନବୀନ

ଭୁବନେଶ୍ୱର : ଆଇନ ଶୃଙ୍ଖଳା କଥା ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ । କହିଛନ୍ତି ଏ ରାଜ୍ୟରେ କେହିବି ନିରାପଦ ନୁହନ୍ତି । ଚାଷୀ ତାର ହକ ପାଉନି । ମା ମାନଙ୍କୁ ସୁରକ୍ଷା ମିଳୁନି । ଯୁବ ସମାଜ କୁ ରୋଜଗାର ମିଳୁନି । ସବୁ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେଉଛି । ସରକାର ଗୋଟିଏ ବି

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଯୌତୁକ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର : ଝୁଲିପଡିଲେ ଆର୍କିଟେକ ଇଞ୍ଜିନିୟର । ଘର ଭିତରୁ ମିଳିଲା ମହିଳାଙ୍କ ଡେଡବଡି । ମୃତକ ହେଲେ ରୋଜାଲିନ ବେହେରା । ଭୁବନେଶ୍ବର ବଡ଼ଗଡ଼ ଥାନା ପାଣ୍ଡବ ନଗରରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ରୋଜାଲିନ ଏକ ପ୍ରାଇଭେଟ କମ୍ପାନୀରେ କାମ କରୁଥିଲେ । ଗତ ମାସକ ତଳେ