Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୧୫ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର : ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ଜାରି ହେବାପରେ ସ୍ବତନ୍ତ୍ର ରିଲିଫ୍ କମିସନର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ପରିସ୍ଥିତିର ମୁକାବିଲା ଲାଗି ଚିଠି ଲେଖିଛନ୍ତି। ସୂଚନା ଅନୁସାରେ ମୁଖ୍ୟତଃ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ସମୂହରେ ମଧ୍ୟମ ଧରଣର ବର୍ଷା ଓ କେତେକ!-->…
ରାଜ୍ୟରେ ଆଗାମୀ ନିର୍ବାଚନ ବିଜେପି ଏକାକୀ ଲଢିବ ଏବଂ ସରକାର ଗଢିବ-କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର: ଆଗାମୀ ନିର୍ବାଚନ ଏକା ଲଢିବ ବିଜେପି । କୌଣସି ଦଳ ସହ ମେଣ୍ଟ କରିବ ନାହିଁ । ଏକଥା ସ୍ପଷ୍ଟ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦର ଯାଦବ । ଶନିବାର ଯାଦବ ସ୍ପଷ୍ଟ କରିଛନ୍ତି ଯେ, ବିଜେପି!-->…
ଛାତ୍ରଛାତ୍ରୀଙ୍କ ଉପରେ ବଜ୍ରପାତ, ୧୬ ଅସୁସ୍ଥ, ଦୁଇ ଗୁରୁତର କେନ୍ଦ୍ରାପଡା ହସ୍ପିଟାଲକୁ ସ୍ଥାନାନ୍ତର
କେନ୍ଦ୍ରାପଡ଼ା: ଗରଦପୁର ବ୍ଲକ ଅନ୍ତର୍ଗତ କୁଦାନଗରୀ ଉଚ୍ଚ ବିଦ୍ୟାଳୟରେ ଶନିବାର ବଜ୍ରପାତ ଘଟି ୧୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଗୁରୁତର ଦୁଇ ଛାତ୍ରୀ ଅମୃତା ପଣ୍ଡା ଓ ଆଦ୍ୟାଶା ଲକ୍ଷ୍ମୀ ସାମଲଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ!-->…
ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୪ ଦୁର୍ବୃତ୍ତ
ଭୁବନେଶ୍ବର: ଅଶାନ୍ତ ରାଜଧାନୀ। ଦିନ ଦି’ ପହରରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୪ ଦୁର୍ବୃତ୍ତ। ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଘଟିଛି ଏପରି ରକ୍ତ ରଞ୍ଜିତ ଘଟଣା। ଆକ୍ରମଣ କାରଣ ଜଣାପଡ଼ିନଥିବା ବେଳେ ଚୋରି ସାମଗ୍ରୀ ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ ହୋଇଥିବା ଚର୍ଚ୍ଚା ହେଉଛି।!-->…
ଓଡ଼ିଶାରୁ ୪ ଜଣ ପୁଲିସ ଅଧିକାରୀ ପାଇବେ କେନ୍ଦ୍ର ଗୃହ ମନ୍ତ୍ରୀ ପଦକ
ଭୁବନେଶ୍ୱର : ତଦନ୍ତରେ ଉତ୍କର୍ଷତା ପାଇଁ ଶନିବାର କେନ୍ଦ୍ର ଗୃହ ମନ୍ତ୍ରୀ ପଦକ ଘୋଷଣା ହୋଇଛି। ଚଳିତ ବର୍ଷ ଏହି ମେଡାଲ ପାଇବା ପାଇଁ ସାରା ଦେଶରୁ ୧୪୦ ଜଣ ପୁଲିସ ଅଧିକାରୀ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୨ ଜଣ ମହିଳା ପୁଲିସ ଅଧିକାରୀ ରହିଛନ୍ତି। ସେହିପରି ଏହି ୧୪୦ ପୁଲିସ!-->…
୩ ସାଇବର ଠକ ଗିରଫ
ଭୁବନେଶ୍ବର: ଶିକ୍ଷିତ ବେକାରୀ ଯୁବକଙ୍କୁ ଚାକିରି ଲୋଭ ଦେଖାଇ ସାଇବର ଠକମାନେ ଶିକାର କରୁଛନ୍ତି। ଯୁବକମାନଙ୍କୁ ନିଜ ଜାଲରେ ପକାଇ ହଜାର ହଜାର ଟଙ୍କା ଠକି ନେଇ ଚମ୍ପଟ ମାରୁଛନ୍ତି। ଠକାମୀର ଶିକାର ହୋଇ ଯୁବକମାନେ ଥାନାର ଦ୍ବାରସ୍ଥ ହେଲା ପରେ ଘଟଣା ପଦାକୁ ଆସୁଛି। ଏଭଳି ଏକ ଘଟଣା ପୁଣି ଥରେ!-->…
ଡ୍ୟାନ୍ସ ବାରରେ ନାବାଳିକା ନିୟୋଜିତ ଥିଲେ ଫସିବେ ବାର୍ ମାଲିକ
ଭୁବନେଶ୍ବର : ଆକ୍ସନ ମୋଡରେ ଅବକାରୀ ବିଭାଗ । ଡ୍ୟାନ୍ସ ବାରରେ ନାବାଳିକା ନିୟୋଜିତ ଥିଲେ ଫସିବେ ବାର୍ ମାଲିକ । ୨୧ ବର୍ଷରୁ କମ୍ ବୟସର ନାବାଳିକା ଥିଲେ କାର୍ଯ୍ୟାନୁଷ୍ଠାନ ହେବ । ଶୁଭଲକ୍ଷ୍ମୀ ଘଟଣା ପରେ ଚେତିଛି ଅବକାରୀ ବିଭାଗ । ଭୁବନେଶ୍ବରର ସବୁ!-->…
ନନ୍ଦନକାନନରେ ବିଶ୍ଵ ହସ୍ତୀ ଦିବସ ପାଳିତ
ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶନିବାର ୧୩ତମ ବିଶ୍ବ ହସ୍ତୀ ଦିବସ ପାଳିତ ହେଇଯାଇଛି। ନନ୍ଦନକାନନର ୩ ହାତୀ (ବାସନ୍ତୀ, ହୀରା ଓ ମାମା)ଙ୍କୁ ହାତୀଶାଳ ସଫାରୀ ମଧ୍ୟରେ କଦଳୀ, ନଡ଼ିଆ, ଆଖୁ, ସେଓ, ତରଭୂଜ, ମକା ଖାଇବାକୁ ଦେଇଛନ୍ତି କର୍ତ୍ତୃପକ୍ଷ ଓ କର୍ମଚରୀ। ୩ ମାସର କୁନି ହାତୀ!-->…
ରାଜା ଘର ବୋହୂ ଥାନାରେ ସୁରକ୍ଷା ମାଗି ନିରାଶ
ବଲାଙ୍ଗିର : ରାଜ ପରିବାରର ସାନ ପୁଅ ଅର୍କେଶ ନାରାୟଣ ସିଂହଦେଓଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିବା ତାଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ତାଙ୍କର କିଛି ବ୍ୟକ୍ତିଗତ ଜିନିଷ ନେବା ପାଇଁ ଡେରାଡୁନରୁ ଏଠାକୁ ଆସିଛନ୍ତି। କିନ୍ତୁ ଏଠାରେ ପ୍ୟାଲେସରେ ତାଲା ପଡ଼ିଥିବା ବେଳେ ସେଠାକୁ ଯାଇ!-->…
ଅଜାଙ୍କ ଦଶାହରେ ଲଣ୍ଡା ହୋଇ ଗାଧୋଉଥିଲା ବେଳେ ପାଣିରେ ବୁଡ଼ିଗଲେ ଦୁଇ ନାତି
ସୋର: ଅଜାଙ୍କ ଦଶାହରେ ଦୁଇ ନାତିଙ୍କ ମୃତ୍ୟୁ। ଲଣ୍ଡା ହୋଇ ଗାଧୋଉଥିଲା ବେଳେ ପାଣିରେ ବୁଡ଼ି ଉଭୟେ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୋର ୱାଦା ଅଞ୍ଚଳରେ। ୱାଦା ଅଞ୍ଚଳର ସ୍ବର୍ଗତ ବିଷ୍ଣୁ ଚରଣ ପାଢ଼ୀଙ୍କ ଦଶାହ କର୍ମରେ ଯୋଗ ଦେବା ପାଇଁ ୱାଦା ଗ୍ରାମର ପିତାମ୍ବର ପାଢ଼ୀଙ୍କ ପୁଅ ସୁଶାନ୍ତ!-->…