Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶୀତଳ ଷଷ୍ଠୀ ପାଇଁ ୧କୋଟି ୮ଲକ୍ଷ ଘୋଷଣା
ସମ୍ବଲପୁର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦେଶ କ୍ରମେ ସମ୍ବଲପୁର ଜିଲ୍ଲା ଶୀତଳ ଷଷ୍ଠୀ ପର୍ବ ପାଳନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ୮ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ। ଚଳିତ ବର୍ଷ ସମ୍ବଲପୁର ଜିଲ୍ଲାର ସର୍ବମୋଟ ୨୧ଟି!-->…
ସରକାରୀ ଅର୍ଥ ହଡ଼ପ ଅଭିଯୋଗ: ସମବାୟ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ
କଟକ : ଭିଜିଲାନ୍ସ ଜାଲରେ ସମବାୟ ଅଧିକାରୀ । ୩୩ ଲକ୍ଷ ୮୦ ହଜାର ଟଙ୍କା ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ସମବାୟ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଅନୁଗୁଳ ଜିଲ୍ଲାର ସମବାୟ ବ୍ୟାଙ୍କିଂ ବ୍ୟବସ୍ଥାରେ ଏହି ୩୩ ଲକ୍ଷ ୮୦ ହଜାର ୯୬୩ ଟଙ୍କାର ଅର୍ଥ ଆତ୍ମସାତ ଅଭିଯୋଗ!-->…
ମହାନଦୀ ଜଳ ବିବାଦକୁ ନେଇ ୨ ରାଜ୍ୟ ମଧ୍ୟରେ ଅନେକ ପ୍ରସଙ୍ଗରେ ସହମତି ହୋଇଛି, ଜୁନ ୬ରେ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦଗକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଅନେକ ପ୍ରସଙ୍ଗରେ ସହମତି ହୋଇଛି। ଟ୍ରିବ୍ୟୁନାଲ ନିକଟରେ ୧୫ଟି ପ୍ରସଙ୍ଗ ଦାଖଲ ହୋଇଥିଲା। ସେଥିରୁ ୧୨ଟି ପ୍ରସଙ୍ଗରେ ଦୁଇଟି ରାଜ୍ୟ ମଧ୍ୟରେ ସହମତି ପ୍ରକାଶ ପାଇଥିବା ଟ୍ରିବ୍ୟୁନାଲ କହିଛନ୍ତି। ମହାନଦୀ ଟ୍ରିବ୍ୟୁନାଲ!-->…
୧୦ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଧର୍ମଘଟ କରିବ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ
ଭୁବନେଶ୍ୱର : ସରକାରଙ୍କୁ ୧୦ ଦିନ ସମୟ ଦେଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଦାବି ପୂରଣ ପାଇଁ ୧୦ ଦିନର ମହଲତ । ଦାବି ପୂରଣ ନ ହେଲେ ଧର୍ମଘଟକୁ ଓହ୍ଲାଇବ ସଂଘ । ଗଡିବ ନାହିଁ ବସ। ବସ ଭଡ଼ା ବୃଦ୍ଧି ଏବଂ ବାର୍ଷିକ ରକ୍ଷଣାବେକ୍ଷଣ ବାବଦରେ ବେଶ୍ ପ୍ରାଇଜ ବୃଦ୍ଧି କରି ତୁରନ୍ତ ପଦକ୍ଷେପ!-->…
ପ୍ରେମ ପାଇଁ ଥାର୍ ଚଢାଇ ହତ୍ୟା।, ୫ ଗିରଫ
ଭୁବନେଶ୍ୱର : ପ୍ରେମ ପାଇଁ ରାସ୍ତାରେ ମର୍ଡର । ଥାର ଗାଡ଼ି ଚଢାଇ ହତ୍ୟା। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ହିଟ ଆଣ୍ଡ ରନ୍ ମାମଲାରେ ନୂଆ ଟୁଇଷ୍ଟ । ପ୍ରେମ ପାଇଁ ପ୍ରେମିକଙ୍କ ମଧ୍ୟରେ ବିବାଦ ନେଇଛି ହତ୍ୟାର ରୂପ । ମୃତ ବରେନ୍ୟ ରାଉତରାୟଙ୍କ ପ୍ରେମିକାକୁ ପୂର୍ବରୁ ଭଲ ପାଉଥିବା!-->…
ଝାରସୁଗୁଡ଼ାରେ ଏନ୍କାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର
ଝାରସୁଗୁଡା: ଡକାୟତି ଉଦ୍ୟମ ବେଳେ ପୋଲିସ ଏନକାଉଣ୍ଟର । ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କଦମଘାଟ ନିକଟରେ ପୋଲିସର ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ ହୋଇଛନ୍ତି । ଜୟର ଗୋଡ଼ରେ ବାଜିଛି ଗୁଳି । ତା ନାଁରେ ୧୦ରୁ ଅଧିକ ଅପରାଧୀକ ମାମଲା ରହିଛି । ପୋଲିସ!-->…
କାରକୁ ଧକ୍କା ଦେଇ ୫୦୦ ମିଟର ଘୋଷାଡ଼ି ନେଲା ହାଇଓ୍ବା
ଭୁବନେଶ୍ବର: ଆତଙ୍କ ଖେଳାଇଲା ହାଇଓ୍ବା ଟ୍ରକ। ରାଜଧାନୀରେ ରାସ୍ତା ଉପରେ ହାଇଓ୍ବେ ହରର । କାରକୁ ଧକ୍କା ଦେଇ ୫୦୦ ମିଟର ଘୋଷାଡ଼ି ନେଲା ହାଇଓ୍ବା ଟ୍ରକ । ଏନ୍ ଏଚ ୧୬ ଉପରେ ଘଟିଛି ଛାତିଥରା ଦୃଶ୍ୟ । ବିଳମ୍ବିତ ରାତିରେ ଘଟିଛି ଘଟଣା । ମଞ୍ଚେଶ୍ୱରରୁ ପାହାଳ ଆଡ଼କୁ ଯାଉଥିବା ଏକ ହାଇଓ୍ବା!-->…
କାଳବୈଶାଖୀର ତାଣ୍ଡବ : ବଜ୍ରାଘାତରେ ୪ ଗୁରୁତର
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ବାଳୁଅକଟା ଗ୍ରାମରେ ବଜ୍ରାଘାତରେ ଚାରି ଜଣ ଗୁରୁତର ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ମାନେ ହେଲେ ବାଳୁଅକଟା ଗ୍ରାମର ସରୋଜ ଗୋଚ୍ଛାୟତ, ସ୍ତ୍ରୀ କଳ୍ପନା ଗୋଚ୍ଛାୟତ, ସୂର୍ଯ୍ୟକାନ୍ତ ନାଏକ ଏବଂ!-->…
ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ; ବିଦା ହେଲେ ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର
ଭୁବନେଶ୍ୱର: ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ସେ ପୂର୍ବରୁ ଭୁବନେଶ୍ୱରରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ ଏବଂ ପରେ!-->…
କନ୍ଧମାଳରୁ କାଶ୍ମୀର ଗଞ୍ଜେଇ ଲିଙ୍କ୍ ; ୨ ଆନ୍ତଃରାଜ୍ୟ ବେପାରୀଙ୍କୁ ବାନ୍ଧିଲା NCB
ଭୁବନେଶ୍ୱର:ଜମ୍ମୁ କାଶ୍ମୀରରୁ ଦୁଇ ଗଞ୍ଜେଇ ବେପାରୀକୁ ଗିରଫ କରିଛି NCB( Narcotics Control Bureau) । ପରେ ଦୁଇ ବେପାରୀଙ୍କୁ ଧରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି NCB । ଗିରଫ ଗଞ୍ଜେଇ ବେପାରୀ ହେଲେ ବିକ୍ରମ ସିଂ ଓ ଧରମିନ୍ଦର ସିଂ । କନ୍ଧମାଳରୁ ଗଞ୍ଜେଇ!-->…