Browsing Category

ଓଡିଶା

ସେପ୍ଟେମ୍ବରରୁ ଭୁବନେଶ୍ବରରେ ଆରମ୍ଭ ହେବ ଏୟାର କାର୍ଗୋ ସେବା

ଭୁବନେଶ୍ବର : ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ବର ବିମାନବନ୍ଦରରୁ ଏୟାର କାର୍ଗୋ ସେବା ଆରମ୍ଭ ହେବ। ସେଥିପାଇଁ ବିମାନବନ୍ଦରରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜୋର୍‌ସୋରରେ ଆଗେଇ ଚାଲିଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଶେଷ ହେବ। ଏହାପରେ ବ୍ୟୁରୋ ଅଫ୍‌ ସିଭିଲ୍ ଆଭିଏସନ୍‌ର ଅଧିକାରୀମାନେ

ପାରିବାରିକ କଳହରୁ ନିର୍ମମ ହତ୍ୟା, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ବୌଦ୍ଧ: ପାରିବାରିକ କଳହରୁ ନିର୍ମମ ହତ୍ୟା । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଗଣ୍ଡାପାଜୁ ଗାଁରେ ଅଭାବନୀୟ ଘଟଣା । ମୃତକ ଦୁଲ୍ଲଭା ନାଏକ । ସ୍ତ୍ରୀକୁ ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀ କିଶୋର ନାଏକ ଘଟଣାସ୍ଥଳରୁ ଫେରାର ମାରିଛି ।

୩ କଲରାପତରିଆ ଛାଲ ଓ ୩ ହରିଣ ଛାଲ ଜବତ, ଜଣଙ୍କୁ ଗିରଫ କଲା ଏସଟିଏଫ୍

କଳାହାଣ୍ଡି: କଲରାପତରିଆ ବାଘ ଛାଲ ଡ଼ିଲ ବେଳେ ମାଡିବସିଲା ଏସଟିଏଫ | ଗତକାଲି ସନ୍ଧ୍ୟାରେ କଳାହାଣ୍ଡି ଏମ୍ ରାମପୁର-ନର୍ଲାର ଶ୍ରୀପଲ୍ଲୀ ଛକରେ ଏସଟିଏଫ୍ ଚଢାଉ କରି ଖଗେଶ୍ୱର ପୁଟେଲ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି । ସମ୍ପୁକ୍ତ ବ୍ୟକ୍ତିଙ୍କ ପାଖରୁ ୩ଟି କଲରାପତରିଆ ବାଘ ଛାଲ ଓ ୩ଟି ହରିଣ

ପୁଣି ୱାଗନ୍ ଛାଡ଼ି ପଳାଇଲା ମାଲବାହୀ ଇଞ୍ଜିନ୍

ବାଲେଶ୍ୱର: ଏକ କୋଇଲା ବୋଝେଇ ମାଲବାହୀ ଗାଡ଼ିର ଇଞ୍ଜିନ୍ ୱାଗନକୁ ଛାଡ଼ି ପଳାଇଛି । ସପ୍ତାହକ ମଧ୍ୟରେ ଏଭଳି ଦ୍ୱିତୀୟ ଘଟଣା ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ସୋର ରେଲୱେ ଷ୍ଟେସନରେ ଏକ କୋଇଲା ବୋଝେଇ ମାଲବାହୀ ଗାଡ଼଼ି ୱାଗନକୁ ଛାଡ଼ି ୨ କିଲୋମିଟର ପଳାଇଛି । ସୂଚନା

ଗଞ୍ଜେଇ ଜବତ କରିବାକୁ ଯାଇ ଖଣ୍ଡାଚୋଟ ଖାଇଲେ ଅବକାରୀ ଅଧିକାରୀ

କୋରାପୁଟ: ଗଞ୍ଜେଇ ମାଫିଆଙ୍କୁ ଧରିବାକୁ ଜାଲ ବିଛାଇଥିଲା ଅବକାରୀ ବିଭାଗ । ହେଲେ ସେହି ଜାଲରେ ପଡ଼ିଗଲେ ଖୋଦ୍ ଅବକାରୀ ଅଧିକାରୀ । ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ଗୁରୁତର ହେଲେ ଅବକାରୀ ବିଭାଗ ଆଇଆଇସି ଦୁର୍ବଦଳ ବିଶ୍ୱାଳ ଓ କନେଷ୍ଟବଳ ମେଘନାଦ ଶବର । ଉଭୟଙ୍କୁ ଖଣ୍ଡା, ଠେଙ୍ଗା ଓ ବନ୍ଧୁକ

ବନ୍ଧୁକ ମୁନରେ ଅପହରଣ: ଦୁଇ ଭାଇଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ

ବ୍ରହ୍ମପୁର : ବନ୍ଧୁକ ମୁନରେ ୨ ଭାଇଙ୍କୁ ଅପହରଣ । ଛତ୍ରପୁର ପୁଇଁତୋଳା ଜାତୀୟ ରାଜପଥ ନିକଟରେ ଘଟିଛି ଏପରି ଘଟଣା । ଦୁଇ ଭାଇ ଦୋକାନରେ ଥିବା ବେଳେ ହଠାତ ଦୁଇଟି କାରରେ କିଛି ଦୁର୍ବୃତ୍ତ ଆସି ଦୁଇ ଭାଇଙ୍କୁ ଧମକ ଦେଇଥିଲେ ଏବଂ ମୁଣ୍ଡରେ ବନ୍ଧୁକ ଲଗାଇାଇ ଦୋକାନରୁ ଉଠାଇ ନେଇଥିଲେ । ଖବର

ଜ୍ୟୋତି ବସୁଙ୍କ ରେକର୍ଡ ସମକକ୍ଷ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଉ ଏକ ରେକର୍ଡ। ସେବା ଓ ସମର୍ପଣର ୨୫ ବର୍ଷ ପୂର୍ଣ୍ଣ କରିଥିବା ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ଏବେ ଏକ ନୂଆ ରେକର୍ଡ଼ର ଅଧିକାରୀ ହୋଇଛନ୍ତି। ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ପଶ୍ଚିମବଙ୍ଗର

ଦିବ୍ୟାଙ୍ଗ ଅଶୀଚାଳନା ଖେଳାଳି ମଧୁସ୍ମିତାଙ୍କୁ ୩.୭ ଲକ୍ଷ ଟଙ୍କାର କ୍ରୀଡ଼ା ସାମଗ୍ରୀ ଉପହାର ଦେଲେ ଦିବ୍ୟାଙ୍ଗ ତାନୟା

ଭୁବନେଶ୍ୱର: ଜଣେ ଦିବ୍ୟାଙ୍ଗକୁ ସହାୟତାର ହାତ ବଢ଼ାଇଛନ୍ତି ଆଉ ଜଣେ ଦିବ୍ୟାଙ୍ଗ। ମାନସିକ ଦିବ୍ୟାଙ୍ଗ ଲୀଲା ତାନୟା ଚୌଧୁରୀ ନିଜର ବଦାନ୍ୟତା ବଳରେ ସମସ୍ତଙ୍କ ହୃଦୟ ଜିଣିଛନ୍ତି । ସେ ଦିବ୍ୟାଙ୍ଗ ଅଶୀଚାଳନା ଖେଳାଳି ମଧୁସ୍ମିତା ସାହୁଙ୍କ ଅସୁବିଧା ଦୂର କରିବା ପାଇଁ ସାହାଯ୍ୟର ହାତ

ଓଡ଼ିଶାରୁ ଏଫସିଆଇର ଚାଉଳ ସଂଗ୍ରହ ସମ୍ପର୍କରେ ତଥ୍ୟ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ୨୦୨୨-୨୩ ଖରିଫ ବିପଣନ ଋତୁରେ ୧୩ ଜୁଲାଇ, ୨୦୨୩ ସୁଦ୍ଧା ଓଡ଼ିଶାରୁ ୧୩ ଲକ୍ଷ ୫୩ ହଜାର ୨୩୯ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ କରିଥିବା କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ର ମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ରାଜ୍ୟ

ଝାଉଁ ନଦୀରୁ ମୃତଦେହ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତ ଅଧିନରେ ଥିବା ଖଲିଆପାଲି ଆନ୍ଧ୍ର ପଡ଼ାର କରି ଭେଙ୍କଟ ରେଡ୍ଡୀ (୪୪) ଙ୍କ ମୃତଦେହ ସନ୍ଧ୍ୟାରେ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଘଟଣା ସୂତ୍ରରୁ ଜଣା ପଡ଼ିଛି, ଖଲିଆପାଲି ଆନ୍ଧ୍ର ପଡ଼ାର କରି ଭେଙ୍କଟ ରେଡ୍ଡୀ ରାଜମିସ୍ତ୍ରୀ କାମ