Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଖଡଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ଉପକୃତ ହେବେ ୩ ଜିଲ୍ଲାର ୨୦ ହଜାର ଲୋକ
ଭୁବନେଶ୍ୱର: ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ। ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ବୀକୃତି ପ୍ରଦାନ କରିଥିଲେ। ଏହି ପ୍ରକଳ୍ପ ଦ୍ବାରା ତିନୋଟି ଜିଲ୍ଲା!-->…
ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର: ଓଡିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥି ମଧ୍ୟରେ ତିନି ଗୋଟି ଷ୍ଟେସନ ଅଫିସର ପଦବୀ ଥିବା ବେଳେ ତିନି ଗୋଟି ଲିଡିଂ ଫାୟାର ମ୍ୟାନ ଓ କୋଡିଏଟି ଫାୟାର ମ୍ୟାନ ପଦବୀ ରହିଛି।
ଏହି!-->!-->!-->…
ନୂଆପଡ଼ା ଜିଲ୍ଲାରେ ବାଘ ଆତଙ୍କ, ଗୁହାଳରୁ ବାଛୁରୀ ଟାଣି ନେଇଗଲା ବାଘ
ନୂଆପଡା: ବନ୍ୟଜନ୍ତୁ ଆତଙ୍କ ଏକ ସାଧାରଣ ବ୍ୟାପାର ହୋଇ ଗଲାଣି। କେବେ ବାଘ ତ କେବେ ଭାଲୁ ନୂଆପଡ଼ା ଜିଲ୍ଲାରେ ଆତଙ୍କ ଖେଳାଇଛି। ଗତ କିଛି ଧରି ବାଘ ଆତଙ୍କ ଖେଳାଇ ଥିବା ବେଳେ ନୀରବତା ରହିଥିଲା। ଗତ ଗୋଟିଏ ସପ୍ତାହ ହେବ ଭାଲୁ ଦୁଇ ଜଣ ବନ କର୍ମଚାରୀଙ୍କ ସମେତ ଅନ୍ୟ ଦୁଇଜଣ ସାଧାରଣ!-->…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଦକ୍ଷିଣ ଓଡ଼ିଶା ପାଇଁ ସତର୍କ ସୂଚନା ଜାରି
ଭୁବନେଶ୍ଵର: ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ । ଏହା ପ୍ରଭାବରେ ପ୍ରଭାବରେ ଆସନ୍ତା ୨୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିକେନ୍ଦ୍ର ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯା଼ଇଛି। କେତେକ ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ!-->…
ପୁଣି ଏକ ମଦ ମୃତ୍ୟୁ ର ଅପେକ୍ଷରେ ଗଞ୍ଜାମ ଜିଲ୍ଲା..! ଶାସକ ଦଳର ଛତ୍ର ଛାୟା ତଳେ ମଦ ମାଫିଆ..!!
କେବଳ ସରକାରୀ କାଗଜ କଲମରେ ସୀମିତ...
ବ୍ରହ୍ମପୁର :(୨୦-୭) ଗଞ୍ଜାମ ଜିଲ୍ଲାରେ ଥିବା ଅଧିକାଂଶ ସରକାରୀ ଦେଶୀ ମଦ ମହୁଲି ଭାଟି ରେ ଅବକାରୀ ବିଭାଗ ଓ ମଦ ବ୍ୟବସାୟ ଙ୍କ ଜାଣତ ରେ ଚାଲିଛି ଅପମିଶ୍ରଣ ମଦ ପ୍ରସ୍ତୁତି। ସରକାର ଙ୍କ ନିୟମ ପ୍ରକାରେ କେବଳ ମହୁଲ ରେ ପୋଚ ତିଆରି କରି ଦେଶୀ ମଦ!-->!-->!-->…
୮ଟି ନୂଆ ଗ୍ରୀଡ ସବ୍ଷ୍ଟେସନ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ୨.୨ ଲକ୍ଷ ଲୋକ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟର ୮ଟି ଜିଲ୍ଲାରେ ୮ଟି ଗ୍ରୀଡ ସବଷ୍ଟେସନ ଲୋକାର୍ପିତ କରିଛନ୍ତି । ଏହିସବୁ ସ୍ଥାନ ଗୁଡିକ ହେଲା ଅନୁଗୁଳର ମେରାମୁଣ୍ଡଳି, ଖୋର୍ଦ୍ଧାର କଣ୍ଟାବାଡ, କୋରାପୁଟର ବୋରିଗୁମା, ଝାରସୁଗୁଡାର ଲଖନପୁର, ସୁନ୍ଦରଗଡର କୁମାରମୁଣ୍ଡା,!-->…
5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ : ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକ ଓ ସରପଞ୍ଚ ସହ 5T ସଚିବଙ୍କ ଆଲୋଚନା
ଭୁବନେଶ୍ବର: 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ ତଥା ଅଭିବାବକମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଛି। ସ୍କୁଲ ଭିତ୍ତିଭୂମିର ରୂପାନ୍ତର ସହିତ ପାଠ ପଢିବା ପାଇଁ ନୂତନ ସୁବିଧା ସୁଯୋଗର ବିକାଶ ଯଥା e-ଲାଇବ୍ରେରୀ, ଅଧୁନିକ ବିଜ୍ଞାନାଗାର, Smart Class Room ଇତ୍ୟାଦି!-->…
କଟକରେ ମୁକୁଳା ଡ୍ରେନରେ ପଡି ଜଣେ ମୃତ
କଟକ: ମୁକୁଳା ଡ୍ରେନରେ ପଡି ପୁଣି ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଛି । କଟକ ବାରପଥର ଅଞ୍ଚଳରେ ଜଣେ ବ୍ୟକ୍ତି ମୁକୁଳା ଡ୍ରେନରେ ପଡି ମୃତ୍ୟୁବରଣ କରିଛନ୍ତି । ସଫେଇ କରିବା ସମୟରେ କର୍ମଚାରୀ ଜଣଙ୍କ ମୁକୁଳା ଡ୍ରେନ ଭିତରକୁ ଖସିପଡିଥିଲେ । ସଂପୃକ୍ତ ବ୍ୟକ୍ତିଙ୍କୁ ମିଶାଇ ଗତ ୪ ଦିନ ମଧ୍ୟରେ!-->…
ଅଖା ବସ୍ତା ଭିତରୁ ନବଜାତ ଶିଶୁ କନ୍ୟା ଉଦ୍ଧାର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର: ଅଖା ବସ୍ତା ଭିତରେ ନବଜାତ ଶିଶୁ କନ୍ୟା ଠାବ । ନନ୍ଦନକାନନ ଥାନା ସମ୍ମୁଖ ବ୍ରିଜ ତଳୁ ମିଳିଲା ଶିଶୁ କନ୍ୟା । ନାହି ନାଡ଼ ଲାଗିଥିବା ଜନ୍ମିତ ଶିଶୁ କନ୍ୟାକୁ ଅଖାରେ ପୁରେଇ କେହି ଫିଙ୍ଗି ଦେଇଥିବା ନେଇ ମିଳିଛି ସୂଚନା ।
ତେବେ ସ୍ଥାନୀୟ ରଘୁନାଥପୁର ଅଞ୍ଚଳର ବାସିନ୍ଦା!-->!-->!-->…
ନୀଳଗିରି ରୋଡ୍ ଷ୍ଟେସନରେ ମେମୁ ଟ୍ରେନ୍ ଅଟକିବା ଘଟଣା, ୨ କର୍ମଚାରୀ ସସପେଣ୍ଡ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ରୋଡ୍ ଷ୍ଟେସନରେ ପଏଣ୍ଟ ସେଟ୍ ରିଭର୍ସ ଯୋଗୁ ମେମୁ ଟ୍ରେନ୍ ଅଟକିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୨ କର୍ମଚାରୀ ସସପେଣ୍ଡ । ନୀଳଗିରି ରୋଡ୍ ଷ୍ଟେସନ ମାଷ୍ଟର ଓ ପଏଣ୍ଟସମ୍ୟାନଙ୍କୁ ନିଲମ୍ବନ କରାଯାଇଛି ।
ଗତକାଲି ନିଶ୍ଚିତ ଦୁର୍ଘଟଣାରୁ!-->!-->!-->…