Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଟିଟିଲାଗଡ଼ରେ ଅଂଶୁଘାତରେ ଯୁବକ ମୃତ
ଟିଟିଲାଗଡ଼ : ରାଜ୍ୟରେ ପାରଦ ମିଟର ବଢିଚାଲିଛି । ଅଧିକାଂଶ ଜିଲ୍ଲାରେ 40 ଉପରେ ତାପମାତ୍ରା । ଏହା ଭିତରେ ଆସିଛି ଏକ ଅଂଶୁଘାତ ମୃତ୍ୟୁ ଖବର । ଗତ 25 ତାରିଖ ଟିଟିଲାଗଡ ସହରର ମହାରାଜ ସାଗର ହିଡ ଉପରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଥିଲା । ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ରେ!-->…
ପୋଲ ତଳକୁ ଖସିଲା କାର: ଦୁଇ ମୃତ
ଘଟଗାଁ : କାର ଦୁର୍ଘଟଣାରେ ଦୁଇ ମୃତ । କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ରାସୋଳ ଛକ ନିକଟରେ କାର ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଜଣ ଗୁରୁତର ଆହାତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାଇ ଏକ କାରରେ ଡ୍ରାଇଭର ସମେତ ୪ ଜଣ ହରିଚନ୍ଦନପୁର ଅଭିମୁଖେ ଆସୁଥିବା ବେଳେ ରାସୋଳ!-->…
ଡିଆରଡିଏ ମହିଳା ୱାସ ରୁମରେ ସିକ୍ରେଟ କ୍ୟାମେରା
ଜଗତସିଂହପୁର: ଡିଆରଡିଏ ମହିଳା ୱାସ ରୁମରେ ସିକ୍ରେଟ କ୍ୟାମେରା । ଜଗତସିଂହପୁର ଜିଲ୍ଲା ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସରୁମରୁ ସିକ୍ରେଟ କ୍ୟାମେରା ଉଦ୍ଧାର କରାଯାଇଛି । ଏହି କ୍ୟାମେରା କିଏ ଓ କେଉଁ ଉଦେଶ୍ୟରେ ଲଗାଇଥିଲା ତାହା ଜଣାପଡିନି । କିନ୍ତୁ ଏନେଇ ତିର୍ତ୍ତୋଲ ଥାନାରେ ଏତଲା!-->…
ଜାଲ କାଗଜପତ୍ର ଦେଖାଇ ୬. ୮୮ କୋଟି ଟଙ୍କା ଲୋନ୍ ଅଭିଯୋଗ, ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱରରେ SBIର ବିଭିନ୍ନ ଶାଖାରୁ ଜାଲ୍ କାଗଜପତ୍ର ଦେଇ ପ୍ରାୟ ୬ କୋଟି ୮୮ ଲକ୍ଷ ଟଙ୍କାର ଲୋନ୍ ଅଭିଯୋଗରେ ଆଉ ଜଣେ ଗିରଫ । ଏହି ମାମଲାରେ EOW କଟକର ପ୍ରଦୀପ୍ତ କୁମାର ଲେଙ୍କାଙ୍କୁ ଗିରଫ କରିଛି । ତଦନ୍ତରୁ ଜଣାପଡ଼ିଛି, ସେ ଜାଲ୍ ବେତନ ପ୍ରମାଣପତ୍ର, ନିଯୁକ୍ତିପତ୍ର,!-->…
ସମ୍ପ୍ରସାରଣ ହେବ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ, ଖୁବଶୀଘ୍ର ୬ ଲେନ ବିଶିଷ୍ଟ ଏଲେଭେଟେଡ଼ କରିଡର
ଭୁବନେଶ୍ୱର: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ସମ୍ପ୍ରସାରଣ ହେବ । ନିର୍ମାଣ ହେବ ୬ ଲେନ ବିଶିଷ୍ଟ ହାଇ ସ୍ପିଡ଼ କରିଡର । ଉଭୟ ପାର୍ଶ୍ୱରେ ଦୁଇ ଲେନ ସର୍ଭିସ ରୋଡ଼ ସହିତ ରହିବ ୱେ ସାଇଡ ଆମିନିଟିଜ । ସ୍ୱତନ୍ତ୍ର ୟୁଟିଲିଟି କରିଡର ଉପରେ ଗୁରୁତ୍ୱ ଦିଆଯାଉଛି। ଭୁବନେଶ୍ୱରରୁ ପୁରୀକୁ ଥିବା!-->…
ସେବା ପେପର ମିଲ୍ ଚଳାଇବା ଦାବିରେ ଜୟପୁର ବନ୍ଦ
ଜୟପୁର: ଆଜି ଜୟପୁର ବନ୍ଦ। ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି। ଜୟପୁର କାଗଜକଳ ପୁନରୁଦ୍ଧାର ପାଇଁ ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ସମର୍ଥନ କରିଛି ବିଭିନ୍ନ ସଙ୍ଗଠନ। ଦୀର୍ଘଦିନ ହେଲା ପେପର ମିଲ୍ ବନ୍ଦ ରହିଥିବା ବେଳେ ଏଥିରେ ପ୍ରାୟ ୧୦ ହଜାର ପରିବାର!-->…
ବଟି ପାଇଁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ଗୋପ: ପୋଲିସ ଚେତାବନୀକୁ ଫୁ । ପୋଲିସକୁ ଚ୍ୟାଲେଞ୍ଜ କରୁଛନ୍ତି ଅପରାଧୀ । ବଟି ପାଇଁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ। ପୁରୀ ଜିଲ୍ଲା ଗୋପ ଆନା ଅଧୀନ ଗିରିମା ଗାଁରେ ଆକ୍ରମଣ ।
୨୬ ତାରିଖରେ ବିଳମ୍ବିତ ରାତିରେ ଗିରିମା ଗାଁର ଜଗବନ୍ଧୁ ମଲ୍ଲିକଙ୍କୁ ୨ ଭାଇ ଗୋଡ଼ାଇ ଗୋଡ଼ାଇ!-->!-->!-->…
ଥାନାରେ ଥାର୍ଡ ଡିଗ୍ରୀ: ସସପେଣ୍ଡ ହେଲେ ଆଇଆଇସି…
ଭୁବନେଶ୍ୱର : ମହଙ୍ଗା ପଡ଼ିଲା ଥାନାରେ ଥାର୍ଡ ଡିଗ୍ରୀ । ସସପେଣ୍ଡ ହେଲେ ତାଳଚୁଆ ମେରାଇନ୍ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା । ନିଲମ୍ବିତ କରିଛନ୍ତି ପୋଲିସ ଡିଜି । ଅଭିଯୋଗ ଆଧାରରେ ସନ୍ଧ୍ୟାରାଣୀଙ୍କୁ ଡିଜିପି ନିଲମ୍ବିତ କରିଛନ୍ତି । ନିଲମ୍ବନ ସମୟରେ ସେ କେନ୍ଦ୍ରାଞ୍ଚଳ ଆଇଜି!-->…
ତାତିରୁ ମିଳିଲା ଆଶ୍ୱସ୍ତି, ୫ ରୁ ୮ ଡିଗ୍ରୀ କମିଲା ତାପମାତ୍ରା
ଭୁବନେଶ୍ୱର : ରାଜ୍ୟକୁ କାଳବୈଶାଖୀର ଆଶ୍ୱସ୍ତି । କାଳବୈଶାଖୀ ବର୍ଷାରେ ଧୋଇଗଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଓଡ଼ିଶାରେ ୫ ରୁ ୮ ଡିଗ୍ରୀ କମିଲା ତାପମାତ୍ରା। ଗତ କିଛି ଦିନ ହେଲା ଓଡ଼ିଶାରେ ଜାରି ରହିଥିବା ଅସହ୍ୟ ଗରମ, ଗୁଳୁଗୁଳି ଓ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଶେଷରେ ମିଳିଛି ବଡ଼!-->…
ଦକ୍ଷିଣ-ପଶ୍ଚିମ ମୌସୁମି କେରଳମ୍ ଛୁଇଁବା ବିଳମ୍ବ ହୋଇପାରେ
ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ କେରଳମ୍ ଛୁଇଁବା ବିଳମ୍ବ ହୋଇପାରେ। ମେ ୨୬ରେ ମୌସୁମି ବାୟୁ କେରଳମ୍ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଥିଲା। ତେବେ ସଦ୍ୟତମ ବିଶ୍ଲେଷଣ ଅନୁଯାୟୀ ଜୁନ ପହିଲା ବେଳକୁ ମୌସୁମି ବାୟୁ କେରଳମ୍ରେ ପାଦ ଥାପିବାର!-->…