Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଓଡ଼ିଶା-ଆନ୍ଧ୍ର ସୀମାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
ମାଲକାନଗିରି: ଜିଲ୍ଲା ପୁଲିସ ଓ ବିଏସଏଫ ପକ୍ଷରୁ ଅପରେସନ ଜାରି ରହିଥିବା ବେଳେ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳରୁ ମାଓ ସାମଗ୍ରୀକୁ ମିଳିଥିବା ନେଇ ମାଲକାନଗିରି ଏସପି ନିତିଶ୍ ୱାଧୱାନୀ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ପୁଲିସ ଓ ବିଏସଏଫ ପକ୍ଷରୁ!-->…
ଶିମିଳିପାଳରୁ ପୁଣି ଚାରୋଟି ହାତୀ ଦାନ୍ତ ଜବତ
ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଶିମିପାଳରେ ବଢ଼ି ଚାଲିଛି ଶିକାରୀଙ୍କ ରାଜ ଶିକାରୀ ପାଇଁ ବନବିଭାଗ ଯେତେ ଚେଷ୍ଟା କଲେ ଭି ଶିକାରୀର ଟେର ପାଉନାହିଁ ଯାହା ଫଳରେ ବାରମ୍ବାର ବାଘ ହାତୀ ହରିଣ ମାନଙ୍କୁ ଶିକାର କରି ବିକ୍ରି କରୁଛନ୍ତି ଯାହା ଫଳରେ ମାଲାମାଲ ହୋଉଛନ୍ତି ଶିକାରୀ | ବନବିଭାଗ!-->…
ହୀରା ବ୍ୟବସାୟୀଙ୍କ ଘରେ ପଶିଲା ସିବିଆଇ
ଭୁବନେଶ୍ୱର: ଠକେଇ କରିବା ମହଙ୍ଗା ପଡ଼ିଲା। ବିଜନେସ୍ ନାଁରେ ବ୍ୟାଙ୍କରୁ ୬ କୋଟି ଲୋନ୍ କରି ତାହାକୁ ଚଳୁ କରି ଦେବା ଏବେ ହୀରା ବ୍ୟବସାୟୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। କାଲିଠୁ ଘରେ ପଶି ତଦନ୍ତ କରୁଛି ସିବିଆଇ । ଏପରି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି।
ସୂଚନା!-->!-->!-->…
ମଦ୍ୟପ ସ୍ଵାମୀ ମାଡ଼ରେ ସ୍ତ୍ରୀ ଗୁରୁତର, ମେଡ଼ିକାଲରେ ଭର୍ତ୍ତି
ଆନନ୍ଦପୁର: ମଦ୍ୟପ ସ୍ଵାମୀ ମାଡ଼ରେ ସ୍ତ୍ରୀ ଗୁରୁତର। ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି। କେନ୍ଦୁଝର ଜିଲ୍ଲା ଦଧିବାମନପୁର ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।
ଖବର ଅନୁଯାୟୀ, ଆନନ୍ଦପୁର ଥାନା ଅକରୁଆ ଗାଁରେ ଜଡ଼ା ଜେନାଙ୍କ ଝିଅ ସଜନି ସ୍ୱାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ବାପ!-->!-->!-->…
ରାଜଧାନୀରେ ଡେଙ୍ଗୁ ସ୍ଥିତି ଜଟିଳ: ସତର୍କ ରହିବାକୁ ପରାମର୍ଶ ଦେଲା ବିଏମସି
ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ଡେଙ୍ଗୁ ସ୍ଥିତି ଜଟିଳ ହେଉଛି। ରାଜଧାନୀର ଆଇଆରସି ଭିଲେଜ, ସାଲିଆ ସାହି ଏବଂ ଓଲଡ ଟାଉନ ଚଳିତବର୍ଷର ନୂଆ ହଟସ୍ପଷ୍ଟ ପାଲଟିଛି। ଏନେଇ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।ଏନେଇ ଭୁବନେଶ୍ୱର ମେୟର୍ ସୁଲୋଚନା ଦାସ କହିଛନ୍ତି, ରାଜଧାନୀର ବିଭିନ୍ନ!-->…
ଚୌକିରେ ବସିଥିବା ବୟସ୍କା କିରାଣିଙ୍କୁ ସିଡିପିଓ ଠେଲିଦେବା ଘଟଣା: ତଦନ୍ତ ଆରମ୍ଭ କଲେ ଡିଏସଡବ୍ଲୁଓ
ଉମରକୋଟ: ନବରଙ୍ଗପର ଜିଲ୍ଲା ଡାବୁଗାଁ ସିଡିପିଓ ଜଣେ ବୟସ୍କ କିରାଣିଙ୍କୁ ଚୌକିରୁ ଠେଲିବା ଘଟଣାକୁ ନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଡିଏସଡବ୍ଲୁଓ) ତଦନ୍ତ ଜାରି!-->…
ମୁମ୍ବାଇରେ କାମ କରିବାକୁ ଡାକି ନେଇ ବାଲିଗୁଡ଼ାର ଯୁବକଙ୍କ ହାତ କାଟି ଦେଲେ
ବାଲିଗୁଡ଼ା: କନ୍ଧମାଳ ବାଲିଗୁଡ଼ାର ଯୁବକଙ୍କୁ ମୁମ୍ବାଇରେ କାମ କରିବାକୁ ଡାକି ନେଇ ହାତ କାଟି ଦେଲେ । ଏଭଳି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ବାଲିଗୁଡା ଡହଲପଡିରେ । ଅଭିଯୋଗ ଅନୁଯାୟୀ ଡହଲପଡ଼ିର ଅଙ୍ଗଦ ମଳିକଙ୍କୁ ଗତ ଏପ୍ରିଲ ୨୭ ତାରିଖରେ ବାଲିଗୁଡା ଭଗାମୁଣ୍ଡାର ରବି ସାହାଣୀ!-->…
କଟକର ଟାକ୍ସି ଡ୍ରାଇଭରଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ
କଟକ: ଟାକ୍ସି ଡ୍ରାଇଭର ଭଗବାନ ବୈରୀଗଞ୍ଜନ ମୃତ୍ୟୁ ମାମଲାରେ ବଢୁଛି ରହସ୍ୟ । କଟକ ଆସି ତଦନ୍ତ ଆରମ୍ଭ କରିଛି ଘଷିପୁରା ଥାନା ପୋଲିସ। ଫୋକସ୍ରେ ରହିଛି କଟକ ରେଭେନ୍ସା କଲେଜ ମାର୍କେଟ। ପରିବାର ଲୋକଙ୍କ ଏତଲା ପରେ ସନ୍ଦିଗ୍ଧ ଯୁବତୀ ଓ ଦୁଇଜଣ ପୁରୁଷଙ୍କୁ ଖୋଜିବାରେ ଲାଗି ପଡ଼ିଛି ପୋଲିସ।
!-->!-->!-->…
କୁଜଙ୍ଗ ଡବଲ ମର୍ଡର ଘଟଣା: କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ
ପାରାଦୀପ : ଜଗତସିଂପୁର କୁଜଙ୍ଗ ଏକ୍ସପ୍ରେସ କଲୋନୀ ଡବଲ ମର୍ଡର ସିନ୍ ରିକ୍ରିଏସନ୍ କଲା ପୋଲିସ । ଘଟଣାର ୧୪ ଦିନ ପରେ କୁଜଙ୍ଗ ପୋଲିସ ଅଭିଯୁକ୍ତ ଚିଣ୍ଟୁ ୨୪ ଘଣ୍ଟା ରିମାଣ୍ଡରେ ଆଣି ସିନ୍ ରିକ୍ରିଏସନ୍ କରିଛି ।
ଖବର ଅନୁଯାୟୀ, ଗତ ଜୁନ ୧୮ ତାରିଖ ସକାଳେ ଅଭିଯୁକ୍ତ ଚିଣ୍ଟୁ ଖଣ୍ଡା ଧରି!-->!-->!-->…
ରତ୍ନଭଣ୍ଡାର ଖୋଲିବାରେ ବାଧା କେଉଁଠି..?: ବିଜୟ ମହାପାତ୍ର
ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବା ନେଇ ରାଜନୀତି ଜୋର ଧରିଛି । ରତ୍ନଭଣ୍ଡାକ କାହିଁକି ଖୋଲାଯାଉନି ବୋଲି ବିରୋଧୀ ପ୍ରଶ୍ନ ଉଠାଉଥିବା ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ରତ୍ନଭଣ୍ଡାର ଖୋଲିବାରେ!-->…